Latest Odisha News

BREAKING NEWS

Browsing Category

ସହର

City

ହାଇଟେକ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ମଙ୍ଗଳବାର ସଂଧ୍ୟା ସମୟରେ ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟ ସର୍କିଟରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ନିଆଁ ଲାଗିବାର କିଛି କ୍ଷଣ ମଧ୍ୟରେ ଅବଶ୍ୟ ଆୟତ୍ତ…

ସାବିତ୍ରୀ ଆଗରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମାନସିକ ରଖିବାକୁ ଇଚ୍ଛା କରିଥିଲେ ପ୍ରଭାତି ନାୟକ । ଏନେଇ ସ୍ୱାମୀଙ୍କୁ ପୂଜା ପାଇଁ ଆବଶ୍ୟକ ଜିନିଷ କିଣି ଆଣିବାକୁ ବରାଦ କରିଥିଲେ । କିନ୍ତୁ ଯାହାର ଦୀର୍ଘାୟୁ କାମନା ପାଇଁ ଏତେ ଯତନ ହେଉଥିଲା । ସେହି ସ୍ୱାମୀ ହିଁ ସ୍ତ୍ରୀକୁ ହତ୍ୟା କରିଦେଲା…

[ଦେଖନ୍ତୁ ଭିଡିଓ] ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ଶିବଶକ୍ତି

ପୁରୀ  : ପୁରୀ ବେଳାଭୂମିରେ ଶିବଲିଙ୍ଗ ଶକ୍ତି । ହଠାତ୍ କେଉଁଠାରୁ ଭାସିଆସିଛି ଏହି ଶକ୍ତି । ସମୁଦ୍ରର ଢେଉରେ ଭାସି ଭାସି ଆସି କୂଳରେ ଲାଗିଛି । ଏହି ଦୃଶ୍ୟ ଦେଖିବାକୁ ଲୋକଙ୍କ ମନରେ ଅନେକ କୌତୁହଳ। ପ୍ରାଚୀ ହୋଟେଲ ନିକଟ ସମୁଦ୍ରରୁ ସ୍ଥାନୀୟ ମତ୍ସ୍ୟଜୀବ ମାନେ ଉଦ୍ଧାର କରିଛନ୍ତି ଏହି…

ବ୍ରଜରାଜନଗର ଉପନିର୍ବାଚନ: ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ମତଦାନ

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୩୩% ଭୋଟ୍ ଦାନ କରାଯାଇଥିବା କଥା ମୁଖ୍ୟ  ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ପୂର୍ବରୁ ୯ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିଲା । ଉପନିର୍ବାଚନ ଲାଗି ଜାରି ରହିଛି ମତଦାନ । ଆଜି ୧୧…

ଜୁନ୍‌ ୧ରୁ ଛେନା ଓ ପନିର୍ ଦାମ୍‌ ବଢ଼ିବ

ଭୁବନେଶ୍ବର : ଜୁନ୍‌ ୧ରୁ ରାଜଧାନୀରେ ଛେନା ଓ ପନିର୍‌ ଦାମ ବଢ଼ିବ। ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍‌ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ବର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି ।  ସଂଘ ପକ୍ଷରୁ ସୋମବାର ଦିନ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ…

ପ୍ରାର୍ଥିପତ୍ର ଦାଖଲ ନେଇ ବିଧାନସଭାରେ ପହଞ୍ଚିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ରାଜ୍ୟସଭା ପ୍ରାର୍ଥୀ ।  ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ…

ବ୍ରହ୍ମପୁରରେ ନିର୍ମାଣ ହେଉଛି ବୁଲା ଗୋରୁ ଗାଈଙ୍କ ପାଇଁ ହଷ୍ଟେଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣେ ତେଣେ ବୁଲାବୁଲି କରୁଥିବା ଗୋରୁ ଗାଈକୁ ରଖିବା ପାଇଁ ଏକ ହଷ୍ଟେଲ୍‌ ନିର୍ମାଣ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେ ସହର ଉପକଣ୍ଠ ଗୁରୁଣ୍ଠି ପାଖରେ ଏହି ହୋଷ୍ଟେଲ୍‌ ନିର୍ମାଣ ହେଉଥିବା ନେଇ ସୂଚନା ଦେଇଛନ୍ତି ନିଗମର…

ଗୁରୁ ଘନଶ୍ୟାମଙ୍କୁ ବାଳକୃଷ୍ଣ ଦାଶ ସମ୍ମାନ

ଭୁବନେଶ୍ୱର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍‌ର ୩୦ତମ ବାର୍ଷିକୋତ୍ସବ ଓ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୯୯ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା…

[ଦେଖନ୍ତୁ ଭିଡିଓ] ଆଗକୁ ରଥଯାତ୍ରା: ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ

ପୁରୀ: ଆଗାମୀ ଜୁଲାଇ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀର ହୋଟେଲ ମାଲିକମାନଙ୍କ ସହ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଏନେଇ ଆଜି ପୁରୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱାରୋପ…

UPSC ପରୀକ୍ଷାରେ ଓଡ଼ିଶା ଟପ୍ପର ହେଲେ ସୋନପୁର ପୁଅ

ସୋନପୁର: ୨୦୨୧ ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶିତ ହୋଇଛି । ସୋନପୁର ଗଡ଼ଭିତର ନିବାସୀ ଶିବଶଙ୍କର ପାଣିଗ୍ରାହୀ ଏବଂ ଗୀତା ପାଣିଗ୍ରାହୀଙ୍କ ପୁଅ କାର୍ତ୍ତିକ୍ ପାଣିଗ୍ରାହୀ ସର୍ଭଭାରତୀୟସ୍ତରରେ ୬୩ ରାଙ୍କ ହାସଲ କରି ଓଡ଼ିଶା ଟପ୍ପର ହୋଇଥିବା ଜଣାପଡ଼ିଛି । କାର୍ତ୍ତକଙ୍କ ବାପା…