Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ସାବିତ୍ରୀ ଓଷାରେ ଉତ୍ସବ ମୁଖର ବିରଜା ପୀଠ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର : ଆଜି ହେଉଛି ସାବିତ୍ରୀ ବ୍ରତ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରାଯିବାର ବିଧି ରହିଛି। । ଏ ଦିନ  ନାରୀ ନିଜର ସ୍ବାମୀଙ୍କର ଦୀର୍ଘ ଜୀବନ କାମନା କରିବା ସହ ପୂଜାର୍ଚ୍ଚନା କରିଥାନ୍ତି ।  ଆଜି ସକାଳୁ ରାଜ୍ୟର ବିଭିନ୍ନ ମନ୍ଦିର ମାନଙ୍କରେ ମହିଳାମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି…

ପୁରୀ ବଡ଼ଦାଣ୍ଡରୁ ଲୁଟ୍‌ : ଯୁବକ ବେଶରେ ଲୁଟ୍‌ କଲେ ଯୁବତୀ । ନକଲି ଚାବିରେ ସ୍କୁଟର ଡିକି ଖୋଲି ନେଇଗଲେ କାଗଜପତ୍ର

ପୁରୀ : ଯୁବକ ବେଶରେ ଆସି ଲୁଟ୍ କଲେ ଯୁବତୀ । ଏହିପରି ଅଭିନବ ଢ଼ଙ୍ଗରେ ଲୁଟ୍‌ ଆଉ କେଉଁଠି ନୁହେଁ ବରଂ ପୁରୀର ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ଗତ ଶନିବାର ସକାଳେ ବଡ଼ଦାଣ୍ଡ ମାର୍କେଟ ଛକ ପାଖ ନୀଳାଚଳ ଲଜିଙ୍ଗ ସାମନାରେ ପାର୍କିଂ ହୋଇଥିବା ସ୍କୁଟର ଡିକିରୁ ଜଣେ ଯୁବକ ଚୋରି କରୁଥିବା ଦୃଶ୍ୟ…

ରାଜଧାନୀର ରାଜରାସ୍ତାରେ ମହିଳା ଡାକ୍ତରଙ୍କୁ ମାଡ଼ !

ଭୁବନେଶ୍ୱର: ମହିଳା ଡାକ୍ତରଙ୍କୁ ରାସ୍ତା ଉପରେ ମାଡ଼ । ରାଜଧାନୀ ଭୁବନେଶ୍ୱରରୁ ଆସିଛି ଏହିପରି ସଙ୍ଗୀନ୍ ଅଭିଯୋଗ । ଲକ୍ଷ୍ମୀସାଗର ଛକରେ ଗାଡ଼ି ହଟାଇବାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଯାହାପରେ ଏଭଳି ସାଂଘାତିକ ଘଟଣା ଘଟିଥିବାର ଜଣାପଡିଛି । ଅଭିଯୋଗ ଅନୁସାରେ, ଗତକାଲି ରାତିରେ…

ନେପାଳ ତାରା ଏୟାର -୯ ଏନଏଇଟି ବିମାନ ଦୁର୍ଘଟଣା: ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ: ନେପାଳର ତାରା ଏୟାର -୯ ଏନଏଇଟି ବିମାନ କ୍ରାସ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସେନା ଓ ଅନୁସନ୍ଧାନକାରୀ ଦଳ ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ ହୋଇଛି । ମୁସ୍ତାଙ୍ଗ ଜିଲ୍ଲାର କୋୱାଙ୍ଗ ଗାଁ ନିକଟରୁ ଧ୍ୱଂସାବଶେଷ ଠାବ ହୋଇଛି ।…

ରାଜଧାନୀରେ ଲଜ୍ଜା: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର  :ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ ଆଉ ବଢିଚାଲିଛି ଅପରାଧୀଙ୍କ ସଂଖ୍ୟା। ଦିନ ଦିପହରରେ ଲୁଟ ତରାଜରୁ ନେଇ ହତ୍ୟାକାଣ୍ଡ ଘଟିଚାଲିଥିବା ବେଳେ ଏବେ ପୁଣି ଆଉ ଏକ ଅପରାଧ ସାମନାକୁ ଆସିଛି। ଜଣେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲିଂ ଅଭିଯୋଗ  । ରାଜଧାନୀ…

ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ୨୭୯ ବୁଥରେ ଭୋଟ ଦେବେ ୨ଲକ୍ଷରୁ ଅଧିକ ଭୋଟର

ଝାରସୁଗୁଡ଼ା: ବାଇ-ଇଲେକ୍ସନ କାଉଣ୍ଟଡାଉନ୍ । ଆସନ୍ତାକାଲି ନୂଆ ବିଧାୟକ ବାଛିବେ ବ୍ରଜରାଜନଗରବାସୀ । ଭୋଟ ଦେଇ ପ୍ରତିନିଧି ଚୟନ କରିବେ ୨ ଲକ୍ଷ ୧୪ ହଜାର ୮୭୮ ମତଦାତା । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ମୋଟ ୧୨ ଶହ ୨୮ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଜି ସନ୍ଧ୍ୟା…

ବଦଳିବ ବ୍ରହ୍ମପୁର ସିଟି ହାଇସ୍କୁଲ ଖେଳପଡିଆ ରୂପ; ନିର୍ମାଣ ହେବ ଅତ୍ୟାଧୁନିକ ଇଣ୍ଡୋର ହଲ୍‌

ବ୍ରହ୍ମପୁର: ବ୍ରହ୍ମପୁର ସହରର ମଧ୍ୟ ସ୍ଥଳରେ ଥିବା ସିଟି ହାଇସ୍କୁଲ ଖେଳ ପଡିଆ ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପରିବର୍ତ୍ତେ ଅପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଦିନେ ଥିଲା ଉକ୍ତ ଖେଳ ପଡିଆରେ ସହରର ସମସ୍ତ ପ୍ରକାର ଖେଳକୁଦ ସହିତ ମେଳା, ସଭା ସମତି ହୋଇ ବେଶ ଜନଗହଳି ଲାଗୁଥିଲା ।…

ନିଖୋଜ ବିମାନର ମିଳିଲା ପତ୍ତା :ନେପାଳ ମୁସ୍ତାଙ୍ଗ ଜିଲ୍ଲା କୋଆଙ୍ଗ ଅଞ୍ଚଳରେ ବିମାନର ଭଗ୍ନାବଶେଷ

କାଠମାଣ୍ଡୁ: ନେପାଳରେ ନିଖୋଜ ବିମାନର ଧ୍ବଂସାବଶେଷ ଠାବ ନେଇ ନେପାଳ ଆର୍ମିର ସୂଚନା । ବିମାନର ଧ୍ବଂସାବଶେଷ କୋଓ୍ବାଙ୍ଗରେ ସନ୍ଧାନ ମିଳିଥିବା କୁହାଯାଇଛି । ନେପାଳରେ ମଝି ଆକାଶରେ ନିଖୋଜ ହୋଇଯାଇଥିଲା ବିମାନ । ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଓଡିଆ ପରିବାର । ଏହି ପରିବାରର ଘର…

କ୍ୟାପିଟାଲ ଥାନାରେ ଡିଜିଟାଲ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ଥାନା ଭିତରର ଅନୁଭୂତି ତିକ୍ତ । ମକଦ୍ଦମା ହେଉ କି କିଛି ଆବଶ୍ୟକୀୟ କାମ ପାଇଁ ଥାନାକୁ ଯିବା ବେଳର ଅନୁଭବ ଅସହଜ । ଏଥରେ ଅସହମତିର କିଛି ପ୍ରଶ୍ନ ନାହିଁ । ତେବେ ଏହି ଅନୁଭବକୁ ବଦଳେଇ ଏକ ସୁସ୍ଥ ଭାବନା ଦେବା ପାଇଁ କମିଶନରେଟ ପୋଲିସ ଉଦ୍ୟମ କରିଛି । ଫାଲକନ ଗ୍ରୁପ ଏବଂ…

ବିଜେଡ଼ିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ପ୍ରାର୍ଥୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି । ପୁଣି ଥରେ ସସ୍ମିତ ପାତ୍ରଙ୍କୁ ଦଳ ରିପିଟ୍ କରିଥିବା ବେଳେ, ଆଉ ୩ ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ଦଳ ।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡିର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭା…