Latest Odisha News

BREAKING NEWS

Browsing Category

ସହର

City

[ଦେଖନ୍ତୁ ଭିଡିଓ] ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍

ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ସୁଦ୍ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ସୋନୁ । କରୋନା ସମୟରେ ସେ ୭୦ରୁ ଅଧିକ ଲୋକଙ୍କୁ ରାଜ୍ୟକୁ ଫେରିବାରେ ସହାୟତା କରିଥିଲେ । କେନ୍ଦ୍ରାପଡାର ସମସ୍ତେ ସେତେବେଳେ ଘରକୁ ଫେରିବା ପାଇଁ…

‘ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି ମହାପ୍ରଭୁଙ୍କ କାମକୁ ବନ୍ଦ କରିପାରିବନି’

ପୁରୀ : ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ କଡ଼ା ମନ୍ତବ୍ୟ ରଖିଛନ୍ତି । ଆଜି ପୁରୀରେ ପିନାକୀ କହିଛନ୍ତି ଯେ, ‘ମହାପ୍ରଭୁଙ୍କ ଇଚ୍ଛାରେ କାମ ହେଉଛି, କେହି କାମ ବନ୍ଦ କରିପାରିବେନି । କାମ ଆଇନ ଅନୁସାରେ ହେଉଛି କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବେ । କାମ…

[ଦେଖନ୍ତୁ ଭିଡିଓ] ସେବାୟତ ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ : ବିଭିନ୍ନ ସ୍ଥାନରେ ଚଢ଼ାଉ, ୪ ବନ୍ଧୁକ ଜବତ ସହ ୭…

ପୁରୀ : ସେବାୟତ ଶିବରାମ ପାତ୍ର ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ  । ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର  ସହିତ ୪ଟି ବନ୍ଧୁକ ଜବତ କରିଛି ପୁଲିସ । ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା…

[ଦେଖନ୍ତୁ ଭିଡିଓ] ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର : ନିର୍ମାଣ ସରିଲାଣି ତିନି ରଥର ୩୯ଟି ଚକ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା ଓ ଦୋଳବେଦି ପରିସର ।  ରଥଖଳାରେ ୩୯ ଟି ରଥଚକ ନିର୍ମାଣ କରାଯାଇଛି । ତିନି ରଥ ର ମୋଟ ୪୨ ଟି ଚକ ନିର୍ମାଣ ହେବାକୁ ଥିବା ବେଳେ ପରମ୍ପରା ଅନୁଯାୟୀ ମଂଗଳବାର ଭୋଇ ସେବକ ମାନେ ମା ଚର୍ଚିକା ଙ୍କୁ ପୂଜାର୍ଚ୍ଚନା ପରେ ରଥ ଚକ ନିର୍ମାଣ…

‘ମେନଷ୍ଟ୍ରୁଆଲ ହାଇଜିନ୍ ଡେ’: କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ଦାବି ଜଣାଇଲେ ସମ୍ବଲପୁରର ଝିଅ; ଦସ୍ତଖତ ଅଭିଯାନ ଆରମ୍ଭ

 ଭୁବନେଶ୍ୱର :  ମେ’ ୨୮, ମେନଷ୍ଟ୍ରୁଆଲ ହାଇଜିନ ଡେ’ ଭାବେ ପାଳନ କରାଯାଏ । ଏହି ଅବସରରେ ଋତୁସ୍ରାବ ସମୟରେ ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନେ କିପରି ସାମାନ୍ୟ ଆଶ୍ୱସ୍ତି ପାଇବେ ଏହି ପ୍ରସଙ୍ଗ ଉଠାଇଛନ୍ତି ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ପେଡ ପିରିୟଡ ଲିଭ୍ ଦାବି କରିଛନ୍ତି…

[ଦେଖନ୍ତୁ ଭିଡିଓ] ଫେଲ୍ ମାରିଛି ସ୍କୁଲ ଉନ୍ନତିକରଣ: ରୂପାନ୍ତରୀକରଣ ନାଁରେ ହଡପ ହୋଇଛି ଲକ୍ଷାଧିକ ଟଙ୍କା

ଯାଜପୁର : ୨୦୨୧ ମସିହା ନଭେମ୍ବର ୨୯ । ଏହି ଦିନ ଯାଜପୁର ଜିଲାର ସମସ୍ତ ରୁପାନ୍ତରିକରଣ ବିଦ୍ୟାଳୟକୁ ଅନଲାଇନ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ରହିଥିଲା ବିଂଝାରପୁରର ବ୍ରଜ ସୁନ୍ଦର ହାଇସ୍କୁଲ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇ ସ୍କୁଲକୁ ରଂଗ ଦେବା…

ଜୁନ୍ ୨ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ: ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା

ଭୁବନେଶ୍ବର: ଜୁନ୍ ୨ ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ ୨ରୁ ଜୁନ ୧୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ ରୁ ଜୁନ ୨୨ ଭିତରେ ଖାତା ଦେଖା ଶେଷ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା…

କଟକ ଗୁପଚୁପ୍ ଖାଉଥିଲେ ସାବଧାନ ! ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଛି ଗୁପଚୁପ୍ ପ୍ରସ୍ତୁତି

କଟକ: ନକଲି ହେଉ କି ଦୂଷିତ ଖାଦ୍ୟ, କଥା ଉଠିଲେ ଆଗ ଆସେ କଟକର ନାଁ । ପାଣି ହେଉ କି ତେଲ, ମସଲା  ପର୍ଯ୍ୟନ୍ତ ନକଲି  । ସେହିପରି ଦୂଷିତ ଖାଦ୍ୟ ବିକ୍ରିରେ ବି ଆଗରେ କହିଲେ ଭୁଲ ହେବ ନାହିଁ । ଏଠି ନକଲି ସହ ଦୂଷିତ ଖାଦ୍ୟ କଟକବାସୀଙ୍କ ଚିନ୍ତା ବଢାଉଛି । ଖାଲି ସାଧାରଣ ଲୋକ ନୁହଁନ୍ତି…

ବାଘ ଛୁଆ ପରେ ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ : ବିଷାକ୍ତ ସାପ ଦଂଶନ ସନ୍ଦେହ

ଭୁବନେଶ୍ବର :  କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେଏହି ସିଂହୀଟିକୁ ଏକ ସାପ କାମୁଡ଼ି ଦେଇଥିଲା । ଏହାପରେ…

ନିଶା କାରବାର ପାଇଁ ଆପଣାଇଥିଲେ ନକଲି ବେଶ, ଏସଟିଏଫ ପଞ୍ଝାରେ ଦୁଇ ବେପାରୀ

ଭୁବନେଶ୍ୱର: ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ବେଶ ବଦଳାଇ କରୁଥିଲେ ବ୍ରାଉନସୁଗାର ବେପାର । ରାଜଧାନୀସ୍ଥିତ ବରମୁଣ୍ଡାରେ ଏହି ବେଆଇନ କାରବାର କରୁଥିବାର ଖବର ପାଇ ଏସଟିଏଫ୍ ରେଡ୍ କରିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କପିଲ ଦେବ ମୁଜୁମଦାର ଏବଂ ରଶ୍ମି ରଞ୍ଜନ ଭୋଳ।…