Latest Odisha News

BREAKING NEWS

Browsing Category

ସହର

City

ଶାସକ ଦଳର ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ଯୁବତୀଙ୍କୁ ଯୌନ ନିର୍ଯାତନା। ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ରାଜଧାନୀ ସ୍ଥିତ ଖଣ୍ଡଗିରି ଥାନାରେ ଯୁବତୀ  ଜଣଙ୍କ ବିଜେଡି ବିଧାୟକଙ୍କ ନାଁରେ ଏତଲା ଦେଇଥିବା ସୂଚନା ରହିଛି। ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝି…

AIIMS ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ

ଭୁବନେଶ୍ୱର : AIIMS ଭୁବନେଶ୍ୱରରେ ସଫଳ ବୁଢ଼ା ଆଙ୍ଗୁଳି ପ୍ରତିରୋପଣ ଛି । AIIMS  ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ଛିଡ଼ିଯାଇ ଅଲଗା ହୋଇଯାଇଥିବା ବାମ ହାତ ବୁଢ଼ା ଆଙ୍ଗୁଳିକୁ ସଫଳତାର ସହିତ ପୁନର୍ବାର ଯୋଡ଼ା ଯାଇଛି । ବର୍ଣ୍ଣ‌୍‌ସ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସଞ୍ଜୟ…

କୋରାପୁଟରେ ପୁଲିସକୁ ମାଡ଼ ! ଅଳ୍ପକେ ବର୍ତ୍ତିଲେ ନନ୍ଦପୁର ଥାନା ଇନ୍ସପେକ୍ଟର

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଲମତାପୁଟ ତହସିଲ ହାଟଶୁକୁରେ ପୁଲିସ ଉପରେ ରବିବାରଦିନ  ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଚିନାମାଟି ଖଣି ଅଂଚଳକୁ ପୁଲିସ  ଗସ୍ତ କରିଥିବାବେଳେ ଲୋକେ ତାହାର ପ୍ରବଳ ବିରୋଧ…

[ଦେଖନ୍ତୁ ଭିଡିଓ] ଅମୁଲକୁଲ କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ

ଅନୁଗୁଳ : କ୍ୟାନ୍ ଭିତରୁ ଉଦ୍ଧାର ହେଲା ସାପ । ବାହାରେ ପରିତ୍ୟକ୍ତ ସ୍ଥାନରେ ପଡ଼ିରହିଥିଲା ଅମୂଲକୁଲ କ୍ୟାନ୍ । ଆଉ ସେଥିରେ ଫସିଯାଇଥିଲା ଏହି ସାପଟି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଅନୁଗୁଳ ପିଡବ୍ଲ୍ୟୁଡି କଲୋନୀରେ। ଜଣେ ବ୍ୟକ୍ତିଙ୍କ ବାରିପଟେ ଅଳିଆଗଦାରେ ପଡିଥିବା ଅମୁଲକୁଲ କ୍ୟାନରେ…

[ଦେଖନ୍ତୁ ଭିଡିଓ] ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ : ଭକ୍ତଙ୍କ ଗହଣରେ ଚନ୍ଦନଯାତ୍ରା ବ୍ୟବସ୍ଥା

ପୁରୀ : ପବିତ୍ର ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିରରେ ଆସନ୍ତା କାଲି ମହାପ୍ରଭୁଙ୍କ ଦ୍ଵାରଫିଟା,ମଙ୍ଗଳ ଆଳତୀ,ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘର ଭୋଗ କରାଯିବ ।  ଅପରାହ୍ନ ୧ଟାରୁ ୨.୩୦ ମଧ୍ୟରେ ଯାତଭୋଗ ଓ ମଧ୍ୟାହ୍ନ ଭୋଗ ସରିବ । ଅପରାହ୍ନ ୩ଟାରେ…

ହ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ, କ୍ରାଇମବ୍ରାଞ୍ଚକୁ ଆଲର୍ଟ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆରେ ସ୍ମାର୍ଟ ଲୁଟେରା । ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଯାଇ ବ୍ୟବହାର କରୁଛନ୍ତି ଦେଶର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫଟୋ । ଓଡ଼ିଶାରେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଓଡିଶାର ବିଏସଏନଲ ନମ୍ବର ବ୍ୟବହାର କରି ସାଇବର ଲୁଟେରା ବୁଣିଛନ୍ତି ଠକାମିର ଜାଲ ।…

କାଳବୈଶାଖୀ ସହ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: କାଳବୈଶାଖୀ ସହ ୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ  ।  ଆଗାମୀ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପଡ଼ୋଶୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ, ମେ ୬ ତାରିଖରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ବଟ ନଦୀରେ ମାଛ ମଡକ: ନଦୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପାରାଦୀପ : ପାରାଦୀପ ରାଇସମିଲରେ ମାଛ ମଡ଼କ । ପାରାଦୀପରେ ଥିବା ବଟ ନଦୀରେ ମାଛ ମଡ଼କ ଦେଖାଦେଇଛି । ତେବେ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମରିଥିବା ଅଭିଯୋଗ ଆଣିଛନ୍ତି ଘେରି ମାଲିକ । ଗତ ପୌର ନିର୍ବାଚନରେ ପାରାଦୀପ ରାଇସମିଲ…

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ଆଇନ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ  । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ୩୪ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ସରକାର ସ୍ଥିର କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ…

କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ । କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ । କିଛି କିଛି ସ୍ଥାନରେ କରୋନା ରହିବ । ଏହା ସହ ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ । ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି । ଯଦି ଏହା ଆସେ ବିଶେଷ ପ୍ରଭାବ…