Latest Odisha News

BREAKING NEWS

Browsing Category

ସହର

City

ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍, ଏପ୍ରିଲ ୧ତାରିଖରୁ ସେବା ଆରମ୍ଭ

ପୁରୀ :  ପୁରୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ୍ । ପୂର୍ବରୁ ପୁରୀ ଜିଲ୍ଲାରେ ଦୁଇଟି ରୁଟରେ ବସ ସେବା ଜାରି ରହିଥିଲା ।କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ ଚଳାଚଳ ଆରମ୍ଭ ହେବ ।ରୁଟ ନଂ ୫୨ ପୁରୀ ବସ ଷ୍ଟାଣ୍ଡରୁ ରେଳ ଷ୍ଟେସନ , ସମୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ ହାଉସ ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ତାଳଚେର : ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ତାଳଚେର ଆରଏସଡବ୍ଲୁ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।କଣ୍ଟାକ୍ଟରଙ୍କ ଠାରୁ ବିଲ କରିବା ନାରେ ଟଙ୍କା ମାଗିଥିଲେ । ତାଳଚେରରେ ତାଙ୍କ ସରକାରୀ…

ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ବିଧାନସଭାରେ ଟିମ୍ ଗଠନ କରି ପୁରୀ ପଠାଇବା ପାଇଁ…

ଭୁବନେଶ୍ୱର : ବିଧାନସଭା ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନା ରେ ଯଦି ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ…

ରୋଗୀଙ୍କୁ ନେଇ ଯିବା ବାଟରେ ଓଲଟିଲା ୧୦୮ ଆମ୍ବୁଲାନ୍ସ ,୪ ଆହତ

ନବରଙ୍ଗପୁର : ରୋଗୀଙ୍କୁ ନେଇ ଯାଉଥିବା ବେଳେ ଓଲଟିପଡିଲା ୧୦୮ ଆମ୍ବୁାଲାନ୍ସ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି କୋଷାଗୁମୁଡା ରାସ୍ତାର ତଣ୍ଡାଗୁଡା ଗାଁରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଖଟୁବାଇ ଗାଁରୁ ପାପଡାହାଣ୍ଡି ଡାକ୍ତରଖାନାକୁ…

ଭୂମିକମ୍ପ ଝଟକାରେ ଥରିଲା ଲେହ

ଦିଲ୍ଲୀ : ଭୁମିକମ୍ପ ଝଟକାରେ ଥରିଲା ଲେହେ । ଜମ୍ମୁ କଶ୍ମୀର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।ଆଜି ସକାଳ ୭.୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି  ।…

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।…

ବନ୍ଦ ହେଲା ବାରୁଣୀ ସ୍ନାନ: ବୁଡ଼ ଅଂଚଳରେ ୧୪୪ ଧାରା

ଯାଜପୁର: ବନ୍ଦ ହେଲା ବାରୁଣୀ ସ୍ନାନ। ଯାଜପୁର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ହେବାକୁ ଥିବା ବାରିଣୀ ବୁଡ଼ ଅଂଚଳରେ ଆଜି ଓ ଆସନ୍ତାକାଲି ପାଇଁ ୧୪୪ ଧାରା ଲଗାଇଛି ପ୍ରଶାସନ । କରୋନା କଟକଣା ପାଇଁ ୨ବର୍ଷ ହେଲା ବାରୁଣୀ ବୁଡ଼ ବନ୍ଦ ରହିଥିଲା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଶା…

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ : ପୁରୀ ଗସ୍ତରେ  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସମ୍ମୁଖରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ…

ତୋଷାଳି ମେଳା ଆୟୋଜନ ହୋଇପାରିବ, ପୁସ୍ତକ ମେଳା କାହିଁକି ନୁହେଁ ?

ଭୁବନେଶ୍ୱର: ସୋମବାର ପାଖରୁ ରଜଧାନୀର ଜନତା ମୈଦାନରେ ଆରମ୍ଭ ହୋଇଛି ତୋଷାଳି ମେଳା । କୋଭିଡ ପାଇଁ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ବନ୍ଦ ରହିଥିଲା। ଏବେ କିନ୍ତୁ ନିୟମ ସବୁ ହଟିବା ପରେ ଧୀରେ ଧୀରେ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ହେଉଛି । ଏହାକୁ ନେଇ ରାଜଧାନୀବାସି ମଧ୍ୟ ବେଶ…

ବୋମା ଫୁଟି ୩ ଜଣ ନାବାଳିକା ଗୁରୁତର ,ହସ୍ପିଟାଲରେ ଭର୍ତି

ଭଦ୍ରକ : ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ । ବୋମା ଫୁଟି ୩ ଜଣ ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ଗୁରୁତର ନାବାଳିକା ମାନେ ହେଲେ ଦେବତା ଗଢିଆ ଅଞ୍ଚଳର ସବିତା ମୁର୍ମୁ (୯), ପୂଜା ହାଂସଦା(୧୦) ଓ ବାସନ୍ତି ହାଂସଦା (୮) । ପିଲାମାନେ ଖେଳୁଥିଲେ । ଏହି ସମୟରେ ତ୍ରୀକୋଣା…