Latest Odisha News

BREAKING NEWS

Browsing Category

ସହର

City

ଶ୍ରୀଜିଉଙ୍କ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୁରୀ : ପୁରୀ ଗସ୍ତରେ  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସମ୍ମୁଖରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ତାଙ୍କୁ…

ତୋଷାଳି ମେଳା ଆୟୋଜନ ହୋଇପାରିବ, ପୁସ୍ତକ ମେଳା କାହିଁକି ନୁହେଁ ?

ଭୁବନେଶ୍ୱର: ସୋମବାର ପାଖରୁ ରଜଧାନୀର ଜନତା ମୈଦାନରେ ଆରମ୍ଭ ହୋଇଛି ତୋଷାଳି ମେଳା । କୋଭିଡ ପାଇଁ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ବନ୍ଦ ରହିଥିଲା। ଏବେ କିନ୍ତୁ ନିୟମ ସବୁ ହଟିବା ପରେ ଧୀରେ ଧୀରେ ରାଜଧାନୀରେ ବିଭିନ୍ନ ମେଳାର ଆୟୋଜନ ହେଉଛି । ଏହାକୁ ନେଇ ରାଜଧାନୀବାସି ମଧ୍ୟ ବେଶ…

ବୋମା ଫୁଟି ୩ ଜଣ ନାବାଳିକା ଗୁରୁତର ,ହସ୍ପିଟାଲରେ ଭର୍ତି

ଭଦ୍ରକ : ଭଦ୍ରକ ଜିଲା ଵନ୍ତ ବ୍ଲକ ତ୍ରିକୋଣ ଗାଁରେ ଅଘଟଣ । ବୋମା ଫୁଟି ୩ ଜଣ ଶିଶୁ କନ୍ୟା ଗୁରୁତର ହୋଇପଡିଛନ୍ତି । ଗୁରୁତର ନାବାଳିକା ମାନେ ହେଲେ ଦେବତା ଗଢିଆ ଅଞ୍ଚଳର ସବିତା ମୁର୍ମୁ (୯), ପୂଜା ହାଂସଦା(୧୦) ଓ ବାସନ୍ତି ହାଂସଦା (୮) । ପିଲାମାନେ ଖେଳୁଥିଲେ । ଏହି ସମୟରେ ତ୍ରୀକୋଣା…

ସପ୍ତମ ବେତନ କମିଶନର ୨୦% ବକେୟା ଦେୟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

 ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ମିଳିବ ବକେୟା ଦେୟ । ସପ୍ତମ ବେତନ କମଶନ ବାବଦରେ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ କର୍ମଚାରୀ ମାନେ ସମ୍ପୁର୍ଣ୍ଣ ବକେୟା ରାଶି ପାଇପାରିବେ । ପୂୂର୍ବରୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୭ମ ବେତନ କମିଶନ ବାବଦ ବକେୟା ୨୦% ଅର୍ଥ ଦେବାକୁ ନିର୍ଦ୍ଦେଶ

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ସପ୍ତମ ବେତନ କମିଶନ ବାବଦ ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏ ସଂକ୍ରାନ୍ତରେ ସରକାରୀ ଘୋଷଣା ପ୍ରକାଶ ପାଇଛି. ଏହାଦ୍ୱାରା…

ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରୋଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା ,୯ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମାଡ ମାରିବା ଘଟଣା । ଏହି ଅଭିଯୋଗରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି ।ଏହି ଅଭିଯୁକ୍ତ ମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବାଣପୁର ବ୍ଲକ ପରିସରରେ ନିସ୍ତୁକ ମାଡ ମାରିଥିଲେ ।ପୋଲିସ ଏହି ଅଭିଯୁକ୍ତମାନଙ୍କୁ ବିଭିନ୍ନ ସ୍ଥାନରେ ଚଢାଉ କରି…

ବାରୁଣୀ ଘାଟରେ ୧୪୪ ଧାରା ଜାରି , ବାରୁଣୀ ବୁଡ ବନ୍ଦ

ଯାଜପୁର : ବାରୁଣୀ  ଘାଟରେ ଲାଗିଲା ୧୪୪ ଧାରା ।ଆସନ୍ତା ୩୦ ତାରିଖରେ ବାରୁଣୀ ବୁଡ ସ୍ନାନ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି । ୨୯ ଓ ୩୦ ତାରିଖ କଟକଣା ଜାରି କରିଛି ପ୍ରଶାସନ । ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବାରୁଣୀ ବୁଡ ବନ୍ଦ…

ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧କୋଟି ୩୬ ଲକ୍ଷ ଟଙ୍କା ,୧ କିଲୋ ୨୦୦ ଗ୍ରାମ୍ ସୁନା ଜବତ

ମାଲକାନଗିରି : ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ । ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରି ଅମାପ ସମ୍ପତି ଜବତ କରିଛି ।ଆଶିଷ ଦାସଙ୍କ ଘରୁ ନଗଦ ଏକ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ୧ କିଲୋ ୨ଶହ ଗ୍ରାମ ସୁନା…

[ଦେଖନ୍ତୁ ଭିଡିଓ] ମାନସ ସ୍ୱାଇଁ ହତ୍ୟା ମାମଲା : ଶର୍ମିଷ୍ଠାଙ୍କ ଓ ସହଯୋଗୀ ଝୁନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା  ।   ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି । ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଗିରଫ ହୋଇଛନ୍ତି ।…