Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] ଆଗାମୀ ପୌର ନିର୍ବାଚନ ସମୟରେ ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରହିବା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆସନ୍ତା ପୌର ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ଦଳର ସାଂସଦ , ବିଧାୟକ , ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକ ମାନଙ୍କ ସହ ଭର୍ଚ୍ୟୁଆଲ ମାଧ୍ୟମରେ କଥା ହୋଇଛନ୍ତି । ଆଗାମୀ ପୌର ନିର୍ବାଚନ…

ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ

ଗଜପତି : ଏସଟିଏଫ୍ ପଞ୍ଝାରେ ବାଘ ଛାଲ ବେପାରୀ । ଗଜପତି ଜିଲ୍ଲା ଆର ଉଦୟଗିରି ଥାନା କୁଆଁପଡା ଗାଁ ନିକଟରୁ କଲରାପତରିଆ ବାଘ ଛାଲ୍ ଡିଲ୍ ହେଉଥିବା ବେଳେ ବନ ବିଭାଗ ଚଢାଉ କରି ବାଘ ଛାଲ ଜବତ କରିଛି । ଏହାସହ ଘଟଣାରେ ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ବାଘ ଛାଲ ବେପାରୀକୁ ପଚରା ଉଚରା ଜାରି…

[ଭିଡିଓ] କଟକରେ କୁମ୍ଭୀର ଆତଙ୍କ

କଟକ: କଟକ-ବାରଙ୍ଗ ପୁରୀ ମୁଖ୍ୟ କେନାଲରେ ଏକ ଥଣ୍ଟିଆ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି । କେନାଲକୁ କେହି ଗାଧୋଇବାକୁ ଯାଉ ନାହାନ୍ତି । କୁମ୍ଭୀରଟିକୁ ଲୋକେ ଗତ ଶୁକ୍ରବାର ଦିନ ୪ ଟା ସମୟରେ ବାରଙ୍ଗ ବ୍ଲକ ନିକଟ ହନୁମାନ ବାଟିକା ନିକଟରେ…

କଟକରୁ କଂଗ୍ରେସର ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଘୋଷଣା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ କଟକ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କଟକରୁ ଗିରିବାଳା ବେହେରାଙ୍କୁ କଂଗ୍ରେସ ମେୟର ପାର୍ଥୀ ଭାବେ ଘୋଷଣା କରାଯାଇଛି । ପୌର ନିର୍ବାଚନ ପାଇଁ ବସିଥିବା ପ୍ରାର୍ଥୀ ଚୟନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ…

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି

ଭୁବନେଶ୍ୱର : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ସମୟରେ ୟୁକ୍ରେନରେ ଫସି ରହିଥିବା ଓଡିଆ ଲୋକମାନଙ୍କ ପାଇଁ ରାଜ୍ୟ ବିଜେପିର ହେଲ୍ପ ଲାଇନ ନମ୍ବର ଜାରି । ଏହି ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଯୁଦ୍ଧ କାରଣରୁ ଭାରତୀୟ ମାନେ…

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ସୁବର୍ଣ୍ଣପୁର : ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ସୁବର୍ଣ୍ଣପୁର ଜିଲ୍ଲା ବନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗେନ୍ଦ୍ର ଭୋଇଙ୍କ ଘରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁରେ ବୁଲୁଥିବା ଦେଖି ସେ ନିଜ ଘରେ ରଖିଥିଲେ ।…

ଭୁବନେଶ୍ୱରରେ କୋଣାର୍କ ଏକ୍ସପ୍ରେସରୁ ୧୨କୋଟିର ସୁନା ଅଳଙ୍କାର ଜବତ

ଭୁବନେଶ୍ୱର: ଟ୍ରେନର ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଜାବର । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସ ସୁନା ଆଣୁଥିବା ବେଳେ ଜବତ କରିଛି ଭୁବନେଶ୍ୱର ଜିଆରପି । ୪ଟି ବ୍ୟାଗରୁ ୩୨ କେଜିରୁ ଅଧିକ ସୁନା ଅଳଙ୍କାର ଜବତ ହୋଇଛି । ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କୋଣାର୍କ…

ଶୁଆ ଶିକାର କରି ୟୁଟ୍ୟୁବରେ ଭିଡିଓ ଅପଲୋଡ୍ କରୁଛି ଶିକାରୀ, ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ

ଭୁବନେଶ୍ୱର: ଜଙ୍ଗଲରୁ ବେଆଇନ ଭାବରେ ଶୁଆ ଶୀକାର କରୁଛି ଶିକାରୀ । ଗଛ କୋରଡ଼ରୁ ଛୁଆଙ୍କୁ ଧରି ତାର ଭିଜିଓ ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ନିଘୋଡ଼ ନିଦରେ ଶୋଇଛି ବନ ବିଭାଗ । କାର୍ଯ୍ୟାନୁଷ୍ଠାନ ନାହିଁ । କନ୍ଧମାଳ ଜିଲ୍ଲାର ଏହି…

ଟିକଟ ପାଇଁ ଅଥୟ ହେଲେଣି ଆଶାୟୀ ,୨ ଦିନ ଭିତରେ ବିଜେଡି ଟିକଟ ଘୋଷଣା

ଭୁବନେଶ୍ୱର :ସରିଲା ଗାଁ ଭୋଟ ଏବେ ପୌର ନିର୍ବାଚନ ଚିନ୍ତା । ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାଠାରୁ ଆଶାୟୀଙ୍କ ନିଦ ହଜି ଯାଇଛି । ଟିକଟ ଆଶାରେ ଆଶାୟୀ ମାନେ ବ୍ୟସ୍ତ ହୋଇପଡିଲେଣି । ଏନେଇ ବିଧାୟକଙ୍କ ଘର ଶହ ଶହ ବାୟୋଡାଟା ଦେଇ ନେହୁରା ହେଉଛନ୍ତି ପ୍ରାର୍ଥୀ ମାନେ । ନାମାଙ୍କନ…

ମନ୍ଦିରରେ ଶିବରାତ୍ରୀ ପାଳନ କରୁଛନ୍ତି ଭକ୍ତ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶୈବପୀଠରେ ଚାଲିଛି ଜାଗର ମେଳା । ମନ୍ଦିର ବେଢ଼ାରେ ଦୀପଜାଳି ଜାଗର ପାଳୁଛନ୍ତି ଭକ୍ତ । ମହାଶିବରାତ୍ରୀ ଜାଗର ପାଇଁ ଲିଙ୍ଗରାଜ ମନ୍ଦିର ପାଲଟିଛି ଉତ୍ସବ ମୁଖର । ଫୁଲମାଳରେ ସଜେଇ ହୋଇଛି ମନ୍ଦିର । ପୁରା ପରିବେଶ ହରହରମହାଦେବ ଓ ଶିବ ପଞ୍ଚାକ୍ଷର ମନ୍ତ୍ରରେ ଉଚ୍ଛୁଳି…