Latest Odisha News

BREAKING NEWS

Browsing Category

ସହର

City

ମେମୋରୀ ଚିପରେ ଥିଲା ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ଗାଧୁଆ ଦୃଶ୍ୟ!

ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ମାନସଙ୍କ ସହଯୋଗୀ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ଚିପରେ ଥିଲା ନିରଞ୍ଜନଙ୍କ ସହ ଯୁବତୀଙ୍କ ଗାଧୁଆ ଦୃଶ୍ୟ । ମାନସଙ୍କ ସହଯୋଗୀଙ୍କ ବୟାନ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ନିରଞ୍ଜନ…

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା…

[ଭିଡିଓ] ଷ୍ଟ୍ରଙ୍ଗରୁମ୍ ଆଗରେ ଉତ୍ତେଜନା, ପୋଲିସର ମୃଦୁ ଲାଠି ଚାଳନା

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗରୁମ ସାମ୍ନାରେ ଉତ୍ତେଜନା ଦେଖା ଦେଇଛି । ଇଭିଏମ୍ ଟ୍ୟାମ୍ପରିଂ ପାଇଁ କେହି ଯୁବକ ବେକରେ ଏକ ପରିଚୟ ପତ୍ର ଝୁଲାଇ ଷ୍ଟ୍ରଙ୍ଗ ରୁମ ଭିତରକୁ ପଶିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ…

ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ

ମୟୂରଭଞ୍ଜ : ମୟୂରଭଞ୍ଜକୁ କେନ୍ଦ୍ର ଶାସିତ ଅଞ୍ଚଳ ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ଏନେଇ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଏବଂ ଓଡିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଭଞ୍ଜସେନା ତରଫରୁ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଜରିଆରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ…

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ଭଦ୍ରକ : କଥାରେ ଅଛି ରଖେ ହରି ତ ମାରେ କିଏ । କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ଏପରି ଅଘଟଣ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଛେଳିଆ ନେଇରେ ଘଟିଛି । ଲୋକମାନେ ନଦୀର ମାଛ ଧରୁଥିଲେ ହେଲେ ହଠାତ୍ ଏହି ସମୟରେ କେଉଁଠୁ କୁମ୍ଭୀର ଆସି ଯୁବକ ଗଗନ ନାଏକଙ୍କୁ ଝାମ୍ପି ନେଇଥିଲା ।…

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର

ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସ୧ାନିତ କରାଯାଇଛି । ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ…

ଦୂତୀଙ୍କ ଡିଲିଟ୍ ପୋଷ୍ଟକୁ ଶେଆର କରି ବର୍ଷିଲେ ଦିଲ୍ଲୀପ ତିର୍କି

ଭୁବନେଶ୍ୱର: ରାଜ୍ୟ ସରକାର ହକିକୁ ଅଧିକ ଗୁରୁତ୍ୱ ଦେବାକୁ ସହିପାରିନାହାନ୍ତି ଧାବିକା ଦୂତି ଚାନ୍ଦ । ସେ ଏକ ଫେସବୁକ ପୋଷ୍ଟ ଜରିଆରେ ଏ ନେଇ କ୍ଷୋଭ ପ୍ରକାଶ କରିବା ସହିତ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ସରକାର ଖେଳ ନାଁରେ ରାଜନୀତି କରୁଛନ୍ତି । କେବଳ ଗୋଟିଏ ଖେଳକୁ ଗୁରୁତ୍ୱ…

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ , ବ୍ୟାଙ୍କରେ ଟଙ୍କା ଜମା ବେଳେ ଧରାପଡିଲେ

ମାଲକାନଗିରି : ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମାଲକାନଗିରି ଡି ସି ବି ବ୍ୟାଙ୍କରେ ୧୦ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଭିଜିଲାନ୍ସ ବିଭାଗ…

ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ୨୬ ଓ ୨୭ରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ

ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ‘ଓଡ଼ିଆ ସମାଜ’ ପକ୍ଷରୁ ଆସନ୍ତା ୨୬ ଓ ୨୭ ତାରିଖରେ ଭର୍ଚୁଆଲ୍‌ ମାଧ୍ୟମରେ ଆୟୋଜିତ ହେବ ‘ଅନ୍ତର୍ଜାତୀୟ ଓଡ଼ିଶା ପର୍ବ-୨୦୨୨’। ଏହି ଦୁଇଦିନିଆ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପ୍ରଦର୍ଶିତ କରିବ। ୨୬ ମାର୍ଚ୍ଚ…

ଅଳିଆ ଆବର୍ଜନାରୁ ମିଳିଥିବା କଙ୍କାଳର ହେବ କେମିକାଲ ଟେଷ୍ଟ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଇଞ୍ଜଣା ପୋଲ ତଳୁ ଉଦ୍ଧାର ହୋଇଥିବା ଖପୁରୀ ଓ ହାଡ଼ର କେମିକାଲ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ଏସବୁ କଙ୍କାଳର କେମିକାଲ ଟେଷ୍ଟ ଏମ୍ସରେ ହେବ । କଙ୍କାଳ ସବୁ କେତେ ପୁରୁଣା । କଙ୍କାଳ ଓ ଖପୁରୀ ପୁରୁଷର…