Latest Odisha News

BREAKING NEWS

Browsing Category

ସହର

City

ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ…

ଭୟଙ୍କର ଅଗ୍ନିକାଣ୍ଡରେ ପୋଡିହୋଇ ୪ ଗୁରୁତର , ହସ୍ପିଟାଲରେ ଭର୍ତ୍ତି

ରାୟଗଡା  : ଭୟଙ୍କର ଅଗ୍ନିକାଣ୍ଡରେ ପୋଡି ହୋଇ ଗୋଟିଏ ପରିବାରର ଚାରି ଜଣ ଗୁରୁତର । ବାପ ,ମା , ପୁଅ ବୋହୁ ଗୁରୁତର ହୋଇପଡିଛନ୍ତି । ଏଭଳି ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଥାନା ସିକୋରପାଇ ଗାଁ ରେ ଘଟିଛି । ଘରେ ପୋଡିବା ବେଳେ ଚିତ୍କାର ଶୁଣି ପୋଡିଶୀ ଗୋଟିଏ ପରିବାରର ୪…

୨୪ ତାରିଖ ପୌର ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନେ ଭୋଟ ଦେବା ପାଇଁ ଛୁଟି ଘୋଷଣା କରିଛନ୍ତି । ଭୋଟ ପାଇଁ ସର୍ବାଧିକ ତିନି ଦିନ ଛୁଟି ମିଳିବ ଭୁବନେଶ୍ୱର ,…

ମହିଳା କର୍ମଚାରୀଙ୍କୁ ଗୁଳି କରି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ମହିଳା କର୍ମଚାରୀଙ୍କ ଠାରୁ ଲୁଟ୍  । ବେଗୁନିଆ ଥାନା ଅନ୍ତର୍ଗତ ଧାନଘର ନୂଆ ଗାଁ ଅଞ୍ଚଳରେ ଜଣେ ମହିଳା ଲୁଟର ଶିକାର ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ଗୁଳିକରି ମହିଳାଙ୍କ ଠାରୁ ୬୦ ହଜାର ଟଙ୍କା ଲୁଟ କରିଛନ୍ତି । ମହିଳା ଜଣକ ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । ତାଙ୍କ…

[ଦେଖନ୍ତୁ ଭିଡିଓ] ମଇଦାନରେ ଶହଶହ ସମର୍ଥକଙ୍କ ଗହଣରେ ହେଭିୱେଟଙ୍କ ପ୍ରଚାର

କଟକ : ନିଆରା ଢଙ୍ଗରେ କଟକରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର । ଘରକୁ ଘର ବୁଲି ଏବଂ ଶୋଭାଯାତ୍ରା କରି ଭୋଟରଙ୍କୁ କରାଯାଉଛି ଆକର୍ଷିତ। ଚକୁଳିଆ ପଣ୍ଡା ବେଶରେ ବୁଲୁଛନ୍ତି ଦ୍ୱାର ଦ୍ୱାର । ଏ ହେଉଛି କଟକ ୨୪ ନମ୍ବର ୱାର୍ଡ୍ ର ଦୃଶ୍ୟ । ଯେଉଁଠାରେ ବିଜେଡି ପ୍ରାର୍ଥୀନି ଦିପ୍ତିମୟୀ ମୂଳିଆଙ୍କ…

ଜୁଏଲାରୀରୁ ଡକାୟତି ଉଦ୍ୟମ ପଣ୍ଡ ,୩ ହାର୍ଡକୋର ଡକାୟତ ଗିରଫ

କଟକ : କଟକ ମର୍କତନଗର ପୋଲିସକୁ ସଫଳତା । ଡକାୟତି ଯୋଜନା କରୁଥିବାବେଳେ ତିନି ଜଣ ହାର୍ଡକୋର ଡକାୟତଙ୍କୁ ଗିରଫ କରିଛି ପୋଲିସ ।ଏହି ଡକାୟତ ଗ୍ୟାଙ୍ଗ ଏକ ଜୁଏଲାରୀ ସୋରୁମରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ।ଆଉ ତିନି ଜଣ ଡାକୟତ ଫେରାର ହୋଇଯାଇଛନ୍ତି ।ପୋଲିସ…

ଦିନ ଦ୍ୱିପ୍ରହରରେ ଫାୟାରିଂ କରି ଦୋକାନରୁ ସୁନା ଲୁଟି ଚମ୍ପଟ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଲୁଟେରା । ଦିନ ଦ୍ୱିପ୍ରହରରେ ଗୁଳି ଚଳାଇ ଦୋକାନରୁ ଲୁଟିନେଲେ ଲକ୍ଷାଧୀକ ଟଙ୍କାର ସୁନା । ପରେ ଫାୟାରିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଯାଆଁଳାରେ । ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ଯାଆଁଳାରେ ଥିବା ସାଗରିକା…

ଓଡିଶାକୁ ବାତ୍ୟା ‘ଅସାନୀ’ର ବିପଦ ନାହିଁ କହିଲେ ଆଇଏମଡି ଡିଜି

ଭୁବନେଶ୍ୱର : ଆସୁଛି ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଓଡିଶାକୁ ବାତ୍ୟାର ବିପଦ ନାହିଁ । ଗତକାଲି ସନ୍ଧ୍ୟାରେ ଘୂର୍ଣ୍ଣି ବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ  ଭାରତ ମହାସାଗରରେ ଓ…

ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ : ପୁଣି ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ବିଦା ହେଲେ ଦୁର୍ନୀତିଗ୍ରସ୍ତ ଅଫିସର । ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଜି ମୁଖ୍ୟମନ୍ତ୍ରୀ ୬ ଜଣ ଅଧିକାରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ ୩ ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର, ଜଣେ…

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ଘଟଣା , ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ନିଖୋଜ ଦୁଇଜଣ ଛାତ୍ରୀ ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର ହୋଇଛନ୍ତି । ମଥୁରା ଷ୍ଟେସନରୁ ଛାତ୍ରୀ ଦୁଇଜଣଙ୍କୁ ଉଦ୍ଧାର କରିଛି ରେଲୁୱେ ପୋଲିସ । ସେପଟେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି କମିଶନରେଟ୍ ପୋଲିସ ଟିମ୍ । ସୂଚନା…