Latest Odisha News

BREAKING NEWS

Browsing Category

ସହର

City

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି ।ଏନେଇ ପଲ୍ଲିଠୁ ସହର ସବୁ ଉତ୍ସବ ମୁଖର । ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ରଙ୍ଗର ପର୍ବ…

ଖରସ୍ରୋତା ନଦୀରେ ୭ ଜଣ ବୁଡି ଯିବା ଘଟଣା : ମିଳିଲା ଆଉ ଜଣଙ୍କ ମୃତ ଦେହ , ୩ ନିଖୋଜ

ଯାଜପୁର  : ଯାଜପୁର ବନ୍ଧମୁଣ୍ଡା ମଙ୍ଗଳାଘାଟରେ ଖରସ୍ରୋତା ନଦୀରେ ଘଟିଥିବା ଅଘଟଣ ।ଆଉ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର । ଓଡ୍ରାଫ୍ ଟିମ୍ ସକାଳୁ ସକାଳୁ ଖୋଜାଖୋଜି କରିବା ପରେ କ୍ରିଷ୍ଣା ଜେନା ନାମକ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ବର୍ତମାନ ମୃତ୍ୟୁ ସଂଖ୍ୟା ୩କୁ…

ହୋଲି ପୂର୍ବରୁ ବିଭିନ୍ନ ରଙ୍ଗ ବିକ୍ରି ଦୋକାନରେ ପୋଲିସର ଚଢାଉ

ଭୁବନେଶ୍ୱର : ହୋଲି ପାଇଁ ଚଳଚଞ୍ଚଳ ରାଜଧାନୀର ରଙ୍ଗ ବଜାର ।ହୋଲି ପୂର୍ବରୁ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ କମିଶନରେଟ୍ ପୋଲିସ ଚଢାଉ କରିଛି । ହର୍ବାଲ ରଙ୍ଗ ଛଡା ଆଉ ସବୁ ରଙ୍ଗକୁ ହୋଲି ଖେଳ ପାଇଁ ବାରଣ କରାଯାଇଛି । ହୋଲି ବଜାରରେ ଦୋକାନୀ ମାନେ ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ…

ହୋଲି ଖେଳ ସାରି ଗାଧୋଇବା ହେଲେ କାଳ : ଖରସ୍ରୋତା ନଦୀରେ ବୁଡି ଜଣେ ମୃତ , ୫ ନିଖୋଜ

ଯାଜପୁର : ହୋଲି ଖେଳ ସାରି ଗାଧୋଇବା ହେଲା କାଳ ।ଯାଜପୁର ଟାଉନ ଥାନା ବଡ ସୁଆର ଅଞ୍ଚଳରେ ଅଭାବନୀୟ ଘଟଣା । ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇ ୬ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି ।ଜଣଙ୍କୁ ଉଦ୍ଧାର କରାଯାଇ…

ନନ୍ଦନକାନନରେ ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ଭୁବନେଶ୍ୱର : ନନ୍ଦନକାନନରେ ଖୁସି ଖବର ଆଣିଲା ସିଂହୀ ବିଜଲୀ ।ତୃତୀୟ ଥର ପାଇଁ ମା’ ହୋଇଛି ସିଂହ ବିଜଲୀ । ଆଜି ଭୋରର ୨.୧୫ ମିନିଟ୍ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପୂର୍ବରୁ ବିଜଲୀ ୪ଟି ଶାବକ ଜନ୍ମଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଟି ମୃତ୍ୟୁ ଘଟିଥିବା ବେଳେ ୨ ଟି ଶାବକ ବଡ…

୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ପ୍ରାଇଭେଟ ଲିମିଟେଡର ଏମଡି ଗିରଫ

ଭୁବନେଶ୍ୱର : ଠକେଇ ମାମଲାରେ ଗିରଫ ହେଲେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ । ୧୦୯ କୋଟିରୁ ଉଦ୍ୱର୍ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୀପକ କିଣ୍ଡୋ ହେଉଛନ୍ତି ପୂର୍ବତନ ଆଇଏସ୍ ଅଧିକାରୀ ସ୍ୱର୍ଗତ ଲିଭନଓ କିଣ୍ଡୋଙ୍କ ପୁଅ । କ୍ରାଇମବ୍ରାଞ୍ଚର…

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ , ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ : ପୁରୀରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ।ମହାପ୍ରଭୁଙ୍କ ରାଜାରାଜେଶ୍ୱର ବେଶ ଅର୍ଥାତ୍ ସୁନେବେଶ ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ନୀତିକାନ୍ତି ବିଳମ୍ବ ହେବାରୁ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଟ ଭାଙ୍ଗି ଧସେଇ ପସିଛନ୍ତି ଭକ୍ତମାନେ । ସିଂହଦ୍ୱାର ସମ୍ମୁଖ…

ରାଉରକେଲାରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ରାଉରକେଲା  : ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫- ଟି ସଚିବ ଭିକେ ପାଣ୍ଡିଆନ୍ ।ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧିନ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ଓ ୫- ଟି ସଚିବ । ଷ୍ଟାଡିୟମ୍ ପରିସର ବୁଲିଦେଖିବା…

ରାୟଗଡା ଶିକରପାଇ ଗାଁରେ ଅଗ୍ନିକାଣ୍ଡ ଘଟଣା : ପରିବାରର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ମୃତ

ରାୟଗଡା  : ରାୟଗଡା କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁରେ ବେକେରୀରେ ଅଗ୍ନିକାଣ୍ଡ ଘଟଣା । ଅଗ୍ନିକାଣ୍ଡ ପରେ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଆଉ ୩ ଜଣ ଗୁରୁତର ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗତକାଲି…

ଦିନକ ପରେ ରଙ୍ଗର ପର୍ବ ହୋଲି , ଚାରିଆଡେ ଉତ୍ସବର ମାହୋଲ

ଭୁବନେଶ୍ୱର : ଦିନକ ପରେ ହୋଲି ।ଏନେଇ ଉତ୍ସବ ମୁଖର ରାଜଧାନୀ । ଚାରିଆଡେ ଉତ୍ସବର ମାହୋଲ । କେମିତି ରାତି ପାହିବ ଆଉ ହୋଲି ଖେଳ ହେବ। ଏନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମହାମାରୀ କରୋନା ହୋଲି ଖେଳକୁ ଫିକା ପକାଇଦେଇଥିଲା । ହେଲେ ଚଳିତ ଥର ସଂକ୍ରମଣ ହ୍ରାସ ପାଇଛିା ତେଣୁ ଭଲକରି ହୋଲିଖେଳ…