Latest Odisha News

BREAKING NEWS

Browsing Category

ସହର

City

ରୋଷେଇ ଘରେ ପଶିଗଲା ଭାଲୁ, ଲୋକେ ଆତଙ୍କିତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଭାଲୁ ଆତଙ୍କ । ରୋଷେଇ ଘରେ ପଶିଗଲା ଭାଲୁ । ଏନେଇ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ତମସା ପଞ୍ଚାୟତ ଅନ୍ତର୍ଗତ ଏମ.ଭି-୭ ଗାଁରେ ଦୁଇଟି ଭାଲୁ ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି । ନିକଟସ୍ଥ ଜଙ୍ଗଲରୁ ଦୁଇଟି ଜଙ୍ଗଲୀ ଭାଲୁ ସନ୍ଧ୍ୟା ହେଲେ ଗାଁରେ…

ଆହୁରି ବଢ଼ିବ ଶୀତ, ଦୁଇ ଦିନରେ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ

ଭୁବନେଶ୍ୱର: ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ୪ଦିନ ଯାଏଁ ରାଜ୍ୟରେ ଶୀତ ଅନୁଭୂତ ହେବ । ତାପମାତ୍ରା ୩ଡ଼ିଗ୍ରୀ ପର୍ଯ୍ୟନ୍ତ ଖସିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତକାଲି ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହରଭାବେ ଜଣାଯାଇଥିଲା । ଗତକାଲି ୯ଟି ସ୍ଥାନରେ…

ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦରେ ନୂଆ ଭିଡିଓ ଟ୍ୱିଷ୍ଟ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ଭିନ୍ନ ମୋଡ଼ ନେଇଛି । ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା ଜାରି ରହିଥିବା ବେଳେ ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା । ଭିଡିଓରେ ଉଭୟଙ୍କ ମଧ୍ୟରେ ତିକ୍ତତା ଓ କଥା କଟାକଟି ବି ଶୁଣିବାକୁ ମିଳିଛି । ଏପରିକି ତପସ୍ୱିନୀ…

ଆଜିଠୁ ଚାରିଟି ଜିଲ୍ଲା ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା । ୪ଟି ଜିଲ୍ଲାରେ ଉଡ଼ିବ ଆମ୍ବୁଲାନ୍ସ । ଗରିବ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଜିଠୁ ୪ଟି ଜିଲ୍ଲାରେ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ ହେଉଛି । ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ ।…

[ଭିଡ଼ିଓ] ନୂଆ ଟେଷ୍ଟରେ ମିରିଣ୍ଡା ଫ୍ଲେଭର ଗୁପ୍ ଚୁପ୍

ଭୁବନେଶ୍ୱର: ରାସ୍ତା କଡ଼ରେ ମାଳ ମାଳ ଷ୍ଟ୍ରିଟ ଫୁଡ୍ । ଆଉ ଏହି ଷ୍ଟ୍ରିଟ୍ ଫୁଡ୍ ଆମ ମାନଙ୍କର ବହୁତ ପସନ୍ଦ । ଆମେ ସାଧାରଣତ ମାର୍କେଟରେ ମସଲା ଗୁପ୍ ଚୁପ୍ ଖାଇବାକୁ ବେଶ୍ ପସନ୍ଦ କରୁ। ଆଳୁ ମସଲା ସାଙ୍ଗକୁ ବିଭିନ୍ନ ଖଟା ଫ୍ଲେଭରର ଗୁପ୍ ଚୁପ୍ ପ୍ରାୟ ସମସ୍ତଙ୍କ ପସନ୍ଦ । ହେଲେ ଆଜିକାଲି…

ମାଲକାନଗିରିରୁ ଆରମ୍ଭ ହେବ ଏୟାର ଆମ୍ବୁଲାନ୍ସ ସେବା

ମାଲକାନଗିରି: ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟ ସେବା । ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କ ଫୋକସରେ ଏବେ ମାଲକାନଗିରି ଜିଲ୍ଲା । ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାର ପ୍ରଥମ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼…

ଅନୁଗୁଳରେ କଲରାପତାରିଆ ବାଘର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଛି । ଜରପଡ଼ା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ବାତ୍ରାଖୋଲ ନିକଟରେ ବାଘର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଏକ କଲରାପତରିଆ ବାଘ ମରିପଡ଼ିଥିବା ଜଣାପଡ଼ିଛି । କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ…

[ଭିଡ଼ିଓ] ଯାଜପୁର ଜିଲ୍ଲାରେ ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ଯାଜପୁର: ଯାଜପୁର ଜିଲ୍ଲାବାସୀଙ୍କୁ ମିଳିଲା ବିଜୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ । ଏହି କାର୍ଡ ମାଧ୍ୟମରେ ଜିଲ୍ଲା ବାସୀ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇପାରିବେ । କେବଳ ସରକାରୀ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରର ବଡ ବଡ ବେସରକାରୀ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ସୁବିଧା ପାଇ ପାରିବେ…

ବଢ଼ୁଛି ଓମିକ୍ରନ ଚିନ୍ତା, ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଚିନ୍ତା । ଦିନକୁ ଦିନ ସଂଖ୍ୟା ବଢ଼ୁଥିବାବେଳେ ଯାହା ଚିନ୍ତାଜନକ ହୋଇପଡ଼ିଛି । ଏଯାଏଁ ରାଜ୍ୟରେ ୭ଜଣ ବିଦେଶ ଫେରନ୍ତା କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନ୍ସିଂ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଓମିକ୍ରନରେ ଆକ୍ରାନ୍ତ…

ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ

ମାଲକାନଗିରି: ସତ୍ୟ ଖବର ପ୍ରସାରଣ କରି ଜେଲ ଗଲେ ପାଞ୍ଚ ଜଣ ସାମ୍ବାଦିକ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ଜିଲ୍ଲାର କୋରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଡ଼ାକ୍ତର ଓ ମେଡ଼ିକାଲ…