Latest Odisha News

BREAKING NEWS

Browsing Category

ସହର

City

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା ଓ ଜେଜେବାପା ସମ୍ମିଳନୀ

ଗୁଣୁପୁର: ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମଶ୍ରୀ ପାଇଥିବା ଗୁଣୁପୁରର ସାମାଜିକ କର୍ମୀ ପଦ୍ମଶ୍ରୀ ଶାନ୍ତି ଦେବୀ ଯୋଗଦେଇଥିଲେ । ଶାନ୍ତି ଦେବୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଘୋଷ…

ରାଜ୍ୟର ୯ସ୍ଥାନରେ ୧୨ଡ଼ିଗ୍ରୀ ତଳେ ରାତି ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ । ରାଜ୍ୟର ୯ଟି ସ୍ଥାନରେ ୧୨ଡ଼ିଗ୍ରୀ ତଳେ ରାତି ତାପମାତ୍ରା ଥିବା ଜଣାପଡ଼ିଛି । ୮.୫ ସହ ଦାରିଙ୍ଗବାଡ଼ି ଓଡ଼ିଶାର ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୨ ଡ଼ିଗ୍ରୀ ତାପମାତ୍ରା ତଳେ…

ବେଆଇନ ଗୋରୁ ଚାଲାଣବେଳେ ଜବତ କଲା ପୋଲିସ, ୬ଜଣ ଅଟକ

ମୟୁରଭଞ୍ଜ: ଚୋରା ଚାଲାଣବେଳେ ୧୪୪ଗୋରୁ ଉଦ୍ଧାର ହୋଇଛି । ରାଜ୍ୟ ବାହାରକୁ ବେଆଇନଭାବେ ଗୋରୁ ଚାଲାଣ ହେଉଥିଲା । ଏଥିରେ ୫ଟି ପିକଅପ୍ ଭ୍ୟାନ୍ ଜବତ ହୋଇଛି । ପଶ୍ଚିମବଙ୍ଗକୁ ବେଆଇନଭାବେ ଗୋରୁ ଚୋରା ଚାଲାଣ ହେଉଥିଲା । ପେଟ୍ରୋଲିଂବେଳେ ରାସଗୋବିନ୍ଦପୁର ସୁବାନଡ଼ିହି ଛକରୁ ଜବତ କଲା ପୋଲିସ ।…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: କରୋନାରେ ପୁଣି ଦୁଇଜଣଙ୍କ ମୃତ୍ୟୁ । ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ଜନିତ ମୃତକଙ୍କ…

ରାଜ୍ୟରେ ୨୪ଘଣ୍ଟାରେ ୧୯୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୮୧ଜଣ କେସ୍ ବାହାରିଛି । ସେହିପରି ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୪ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…

ତପସ୍ୱିନୀଙ୍କ ତପସ୍ୟା: ଶୀତ କାକରରେ ଶ୍ୱଶୁର ଘର ଆଗରେ ଅହୋରାତ୍ର ଧାରଣା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ ଥମୁନି । ଅଧିକ ଜଟିଳ ହେବାରେ ଲାଗିଛି । ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଛନ୍ତି ତପସ୍ୱିନୀ । ଆସିକା ଗେଷ୍ଟ ହାଉସ୍ ଛାଡ଼ିବା ପରେ ପୁଣି ଥରେ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେବ…

ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଆହୁରି ୪ ଦିନ ଅନୁଭୂତ ହେବ ପ୍ରବଳ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଜାଡ଼ରେ ଥରୁଛନ୍ତି ଲୋକେ । ୨୬ତାରିଖ ଯାଏଁ ଶୀତର ଲହରୀ ଅଧିକ ରହିବ । ଫୁଲବାଣୀରେ ପାରଦ ୭ଡ଼ିଗ୍ରୀକୁ ଖସିଛି । ଉତ୍ତର- ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଯୋଗୁଁ ରାଜ୍ୟରେ ପାରଦ ଖସୁଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।…

ବସ୍ତି ବାସିନ୍ଦାଙ୍କ ସମର୍ଥନରେ ବାହାରିଲା କଂଗ୍ରେସ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ପାଇଁ ଅଣ୍ଟା ଭିଡିଲା ଜିଲ୍ଲା କଂଗ୍ରେସ । ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ୍-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାରଙ୍କ ଦ୍ୱାରା ବେଆଇନ ବସ୍ତି ଉଚ୍ଚେଦକୁ ବିରୋଧ…

ମାତିଛନ୍ତି ସାଇବର ଠକ : ୧୧ ମାସରେ ଲୁଟିଲେଣି ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଭୁବନେଶ୍ୱର : ଓଡିଶାରେ ଦିନକୁ ଦିନ ସାଇବର ଠକଙ୍କ ଆତଙ୍କ ବଢିବାରେ ଲାଗିଛି । ଭୁବନେଶ୍ୱରରେ ସାଇବର ସେଲରେ ମୋଟ ୬୭ଟି ମାମଲା ରୁଜୁ ହୋଇଛି । ସାଇବର ଠକମାନେ ଗତ ୧୧ ମାସ ଭିତରେ ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ଲୁଟି ନେଇଛନ୍ତି । ଏହି ମାମଲାରେ ୧୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।…

ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ

ଭୁବନେଶ୍ୱର : ପରଲୋକରେ ପ୍ରାଣୀ ଚିକିତ୍ସକ ଡ.ସୁରେନ୍ଦ୍ର କୁମାର ରାୟ । ପ୍ରାଣୀ ଚିକିତ୍ସକ ଡ ସୁରେନ୍ଦ୍ର କୁମାର ରାୟଙ୍କର ଶନିବାର ସକାଳ ୮ ଟା ସମୟରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ହୃଦଘାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…