Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡିର ଛାତ୍ର ଓ ଯୁବନେତା

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ବିଜେଡିର ରଣନୀତି । ଘରେ ପହଁଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ।ଏହାକୁ ଲୋକଙ୍କ ପହଞ୍ଚାଇବ ବଜେଡି ଯୁବଛାତ୍ର ସଂଗଠନର କର୍ମକର୍ତ୍ତା । ଏନେଇ ରାଜଧାନୀ ଭୁବନେଶ୍ୱର ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ୱ…

ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ବାଇସିଙ୍ଗା ଗାଁରେ ମୃତ ଲୋକ ନାଁରେ ଜମି ବିକ୍ରୟ ଘଟଣା । ଆଉ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ପୋଲିସ । ଗିରଫ ଅଭିଯୁକ୍ତ ହେଲେ କାମାକ୍ଷାନଗର ଥାନା ମହୁଲପାଳ ଗାଁର ଦେବବ୍ରତ ଲେଙ୍କା । ଦେବବ୍ରତ ନକଲି ଆଧାର କାର୍ଡ଼ ତିଆରି କରି ଜମି ବିକ୍ରୟ…

[ଭିଡ଼ିଓ] ରାଜରାସ୍ତାରେ ପାଇକ ପୁଅର ରଣ ହୁଙ୍କାର

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜିଲେ ପାଇକପୁଅ । ବାଦ୍ୟର ତାଳେ ତାଳେ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରିବା ସହିତ ଦାବି ପୂରଣ କରିବାର ଜିଦ୍ ଜୋର୍ ଧରିଛି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଜୋର ଧରିଲା ଆନ୍ଦୋଳନ । ତା ସହିତ ପାଇକ ସ୍ମାରକୀ ନିର୍ମାଣ…

ଚିତ୍ତରଞ୍ଜନ ମୃତ୍ୟୁ ମାମଲା ; ପରିବାର ଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ ଟିମ୍

ପୁରୀ : ବହୁ ଚର୍ଚ୍ଚିତ ଚିତ୍ତ ରଞ୍ଜନ ମୃତ୍ୟୁ ଘଟଣାରେ ଦିନକୁ ଦିନି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ଚିତ୍ତରଞ୍ଜନଙ୍କ ପରିବାରକୁ ଭେଟିଛି କ୍ରାଇବ୍ରାଞ୍ଚ ଟିମ୍  ଏବଂ ଚିତ୍ତ ରଞ୍ଜନଙ୍କ ପରିବାରର ଲୋକଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ପୁରୀ ବାସେଳୀସାହି ଥାନାରେ ଚାଲିଛି…

ବିଭିନ୍ନ ସମସ୍ୟା ନେଇ ଗୁଣୁପୁର ପୌର ପରିଷଦ ବିରୁଦ୍ଧରେ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା

ଗୁଣୁପୁର: ଗୁଣୁପୁର ପୌର ପରିଷଦର ୨୧ଟି ୱାର୍ଡ଼ର ଲୋକଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନଥିବା ନେଇ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ପାନୀୟ ଜଳ ଯୋଗାଣରେ ତ୍ରୁଟି ରହୁଥିବା ଏବଂ ବିଭିନ୍ନ ଜନହିତକର ଯୋଜନାରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ଡ଼ାକବଙ୍ଗଳାରେ…

ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ଘର

କଟକ : ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାସଗୃହ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବିଭାଗ ବା ହାଉସିଂ ବୋର୍ଡ ପକ୍ଷରୁ କଟକ ନୂଆ ବଜାର ବିଦ୍ୟାଧର ପୁରଠାରେ ଏହି ଯୋଜନା ଉଦଘାଟିତ ହୋଇଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଞ୍ଜସେନାର ବିକ୍ଷୋଭ ପ୍ରଦର୍ଶନ

ମୟୁରଭଞ୍ଜ: ୫ଟି ଯୋଜନାରେ ହେଉଥିବା କାର୍ଯ୍ୟଗୁଡ଼ିକୁ ଟେଣ୍ଡର କରିବା ଦାବି ନେଇ ଭଞ୍ଜସେନାର ବିକ୍ଷୋଭ । ମୟୁରଭଞ୍ଜ ଜିଲ୍ଲା ମଧ୍ୟରେ ୫ଟି ଯୋଜନାରେ ହେଉଥିବା ସ୍କୁଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟଗୁଡ଼ିକୁ ବିନା ଟେଣ୍ଡର ମାଧ୍ୟମରେ କରାଯାଉଛି । ଜେଇ ଏବଂ ବିଜେଡ଼ିର ଠିକାଦାରଙ୍କ ମଧ୍ୟରେ…

କିରଣ୍ଡଲ-ବିଶାଖାପାଟଣା ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ

କୋରାପୁଟ: କୋରାପୁଟରେ ଲୁହାପଥର ବୋଝେଇ ଟ୍ରେନ ଲାଇନଚ୍ୟୁତ । ଆଜି ଭୋର ସକାଳୁ ୪ଟା ସମୟରେ କିରଣ୍ଡଲରୁ ବିଶାଖାପାଟଣା ଯାଉଥିବାବେଳେ ଲାଇନଚ୍ୟୁତ ହୋଇଛି । ଓଡ଼ିଶା ଛତିଶଗଡ଼ ବଡର ଭନସି ନିକଟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ୫ଟି ବଗି ଲାଇନଚ୍ୟୁତ ହୋଇଛି । କିରଣ୍ଡଲଠାରୁ କୋରାପୁଟ…

କେନ୍ଦୁଝରରେ ମାତିଛନ୍ତି ୧୪ ଟିକିଆ ହାତୀପଲ , ନଷ୍ଟ କରୁଛନ୍ତି ଫସଲ

କେନ୍ଦୁଝର : କେନ୍ଦୁଝରରେ ମାତିଛନ୍ତି ହାତୀ । ଚାଷୀଙ୍କ ଧାନ ବିଲରେ ଚାଷ ହୋଇଥିବା ଏକର ଏକର ପାଚିଲା ଧାନ କ୍ଷେତ ସବୁ ନଷ୍ଠ କରିଦେଇଛନ୍ତି ୧୪ ଟିକିଆ ହାତୀପଲ୍ଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଚାଷ ସବୁ ନଷ୍ଟ ହୋଇଯାଇଛି ।…

ଆଇପିଏସ୍‌ ଅଫିସରଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୧୦ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଠକ

ଭୁବନେଶ୍ୱର : ସାଇବର ଠକ ହାବୁଡରେ ଆଇପିଏସଙ୍କ ପତ୍ନୀ । ଗତ ଦୁଇ ବର୍ଷ ଭିତରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ । ଅନୁଜା…