Latest Odisha News

BREAKING NEWS

Browsing Category

ସହର

City

ଆଜିଠୁ ଆରମ୍ଭ ହେଉଛି ଇକୋ ରିଟ୍ରିଟ୍

ଭୁବନେଶ୍ୱର: ଆଜିଠୁ ଇକୋ ରିଟ୍ରିଟ୍ ଆରମ୍ଭ ହେଉଛି । ପର୍ଯ୍ୟଟକମାନେ ନିଆରା ଅନୁଭୂତି ସାଉଁଟିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ ଉଦଘାଟନ କରିବେ । କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡି ମୁହାଣ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଇକୋ ରିଟ୍ରିଟ୍…

ପରିବା ବୋଝେଇ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ଯାଜପୁର: ପରିବା ବୋଝେଇ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଯାଜପୁରର ସହରର କିଆନାଳୀ ଛକ ନିକଟରେ ସକାଳୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଦୁଇଜଣ ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ରାଉତରାପୁର ଗୋପାଳି ଛକର ଅନନ୍ତ କୁମାର ନାୟକ । ଦୁର୍ଘଟଣା…

ଆଜି କେନ୍ଦ୍ରାପଡ଼ା ଓ ଯାଜପୁରରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଆଜି ଶୁଭାରମ୍ଭ ହେବ । ଏହାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହି ଅବସରରେ ଉଭୟ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ପରେ ରତ୍ନବେଦୀରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଥିପାଇଁ ଆଜି ଅପରାହ୍ନ…

ବେଙ୍ଗଳା କରୁଥିବା ସମୟରେ ଅସାବଧାନତା କାରଣରୁ କଟିଗଲା ହାତ

କାମାକ୍ଷାନଗର : ବେଙ୍ଗଳା କରୁଥିବା ସମୟରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ହାତ କଟି ଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଂଚଳରେ  ଏପରି ଅଘଟଣ ଘଟିଛି । ଗୁରୁତର ଜଣକ ହେଲେ ଧୂଳିଗୋଠ ଗ୍ରାମର ମଧୂସୁଦନ ବାଗ । ମଧୂସୁଦନ ଗ୍ରାମର ଶ୍ୟାମ ହେମ୍ବ୍ରମଙ୍କ ଧାନ ଫସଲ ଗୁଡ଼ିକ ମେସିନରେ…

[ଭିଡ଼ିଓ] ଚିତ୍ତ ହତ୍ୟା ଘଟଣାର ନୂଆ ମୋଡ଼: ନ୍ୟାୟ ଅପେକ୍ଷାରେ ପରିବାର

ପୁରୀ: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ଏବେ ଏହି ଘଟଣା ନୂଆ ମୋଡ ନେଇଛି । କାଲି ପରିବାର ଲୋକେ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଆଉ ଆଜି କିଛି ଅଲଗା । ଚିତ୍ତଙ୍କ ହତ୍ୟାରେ ତାଙ୍କ ବନ୍ଧୁଙ୍କ ହାତ ରହିଥିବା ଜଣାଇ ପୁରୀ…

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲର ଶତବାର୍ଷିକୀ : “ସ୍ମୃତିର ଷଠିଘର” କାର୍ଯ୍ୟକ୍ରମ ଆରମ୍ଭ

କଟକ : ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଟିତ ଇଷ୍ଟ ହଷ୍ଟେଲ ଶତବାର୍ଷିକୀ ପାଳନ କରୁଛି । ଏହି ଐତିହାସିକ ଉତ୍ସବରେ ଇଷ୍ଟ ହଷ୍ଟଲେ ଆଲୁମିନି ଆସୋସିଏସନ୍ ଏବଂ ଏହାର ଅନ୍ତେବାସୀଙ୍କ ଦ୍ୱାରା ଅନେକ ସୃଜନଶୀଳ ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ନାଁ ହେଉଛି "ସ୍ମୃତିର ଷଠିଘର" …

କୋରାପୁଟରେ ଆରକ୍ଷୀ ଅଧିକାରୀଙ୍କ ଅଫିସ ଘେରାଉ କଲା କଂଗ୍ରେସ

କୋରାପୁଟ: ମମିତା ମେହେରଙ୍କୁ ନ୍ୟାୟ ଏବଂ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସ ପ୍ରବେଶ କରି କର୍ମୀଙ୍କୁ ମାଡ଼ ମାରିବା ଘଟଣାରେ କଂଗ୍ରେସ ଶେଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲା । କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ମାଉସୀ ମା’ ମନ୍ଦିରରୁ ଏକ ଶୋଭାଯାତ୍ରାରେ…

ରୋଷେଇ ଘରେ ନିଆଁ ଲାଗି ମହିଳା ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ଗ୍ୟାସରେ ରୋଷେଇ କରୁଥିବା ଅଘଟଣ । ଗ୍ୟାସ ନିଆଁରେ ଜଳିଗଲେ ମହିଳା । ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ ହେଲେ ମହିଳା । ଗୁରୁତର ମହିଳା ଜଣଙ୍କ କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ…

ଗରମ ଡାଲି ପଡି ଶ୍ରୀମନ୍ଦିରରେ ସୁଆର ସେବାୟତ ଗୁରୁତର

ପୁରୀ : ପୁରୀରେ ପୁଣି ଗରମ ଡାଲି ପଡି ସେବାୟତ ଗୁରୁତର । ମହାପ୍ରାସଦ ନେଇ ଯାଉଥିବା ବେଳେ ଗୋଡ ଖସି ଯିବାରୁ ଜଣେ ସୁଆର  ଆହତ ହୋଇଛନ୍ତି । ସୁଆର ଜଣକ ହଚରଣ୍ଡି ସାହିର ନରସିଂହ ମହାପାତ୍ର । ସେ ଭୋଗ ମଣ୍ଡପରୁ ଆନନ୍ଦ ବଜାରକୁ ମହାପ୍ରସାଦ ନେଇ ଯାଉଥିବା ବେଳେ ଗୋଡ ଖସିଯାଇଥିଲା ।ଗରମ ଡାଲି ପଡି…