Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶାରେ ଅଧାରୁ ସ୍କୁଲ ଛାଡିଥିବା ପିଲାଙ୍କ ତାଲିକା ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡ଼ିଶାରେ ଅଧାରୁ ପାଠ ପଢ଼ା ଛାଡି ଥିବା ପିଲାଙ୍କ ତାଲିକ ଦାଖଲ କଲେ ରାଜ୍ୟ ସରକାର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି କି ୨୦୨୦-୨୧ରେ ପିଲା ଅଧାରୁ ପାଠ ପଢ଼ା ଛାଡି ଦେଇଛନ୍ତି। କରୋନା କାଳରେ ପିଲାମାନେ ପାଠପଢ଼ା ଛାଡୁଛନ୍ତି। ଏହି ରିପୋର୍ଟ ଅନୁସାରେ…

ରାସ୍ତା ନିର୍ମାଣରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ଧାରଣା

କାମାକ୍ଷାନଗର:  ଗାଁ କୁ ଭଲ କଂକ୍ରିଟ ରାସ୍ତା ଖଣ୍ଡିଆ ନାହିଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ପଞ୍ଚାୟତ ଯୌତୁକପଶି ଗାଁରେ ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି । ଗାଁରେ କଂକ୍ରିଟ ରାସ୍ତା ଉପରେ ମାଟି ବିଛାଇ ଅନ୍ୟ ଏକ କଂକ୍ରିଟ ରାସ୍ତା ନିର୍ମାଣ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

କେନ୍ଦୁଝର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ । କେନ୍ଦୁଝର ବନଖଣ୍ଡ ସଦର ବନାଞ୍ଚଳ ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ଘଟିଛି ଏହି ଅଘଟଣ । ଆଜି ଭୋରରୁ ୧୮ ଟିକିଆ ହାତୀ ପଲ ନେକଡ଼ାଘର ଜଙ୍ଗଲରେ ବୁଲିଥିଲେ । ସେହି ସମୟରେ ଏକ ମାଈ ହାତୀ ୩୩ କେଭି ତାର ସଂସ୍ପର୍ଶରେ…

ଆଖୁ ଲୋଭରେ କୂଅରେ ପଡିଲା ଭାଲୁ

ଅନୁଗୁଳ: ଆଖୁ ଖାଇବା ଲୋଭରେ କୂଅରେ ଖସିପଡ଼ିଲା ଭାଲୁ । ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁ ମୁଣ୍ଡରେ ଥିବା ଆଖୁ କିଆରୀକୁ ଏକ ଭାଲୁ ଆଖୁ ଖାଇବାକୁ ପଳାଇ ଆସିଥିଲା । ତେବେ ଆଖୁ ଖାଉଥିବା ବେଳେ ଆଖୁ କିଆରୀ ନିକଟରେ ଥିବା ଏକ ଖୋଲା କୂଅରେ ପଡି ଯାଇଥିଲା ଭାଲୁ । ଭାଲୁଟିର ଚିତ୍କାର ଶୁଣି ସ୍ଥାନୀୟ…

[ଭିଡ଼ିଓ] କରୋନା ପ୍ରଭାବିତଙ୍କୁ ସାହା ‘ଅମୃତ’

ମାଲକାନଗିରି: କରୋନା ମହାମାରୀରେ ବହୁତ ଲୋକ ସର୍ବହରା ହୋଇପଡ଼ିଛନ୍ତି । କିଛି ପରିବାର ହରାଇଥିବା ବେଳେ କିଛି ବେରୋଜଗାରିଆ ପାଲଟି ଯାଇଛନ୍ତି । ଏବେ ବି ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇନି । ମାଲକାନଗିରି ଜିଲ୍ଲାର ସେହିଭଳି କିଛି ଗରିବ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଆନନ୍ଦମାର୍ଗ…

“ଜୱାଦ” କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ୧୫ ଡିସେମ୍ବରରେ ଧାରଣା ଦେବ କଂଗ୍ରେସ

ଭୁବନେଶ୍ୱର : ଜୱାଦ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ତୁରନ୍ତ କ୍ଷତି ପୁରଣ ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଆର୍ଥିକ ସହାୟତା, କୃଷିଋଣ ଛାଡ ସମେତ ବିଭିନ୍ନ ଦାବି ପୂରଣ ନହେଲେ ଚଳିତ ମାସ ୧୫ ତାରିଖରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ପ୍ରଦେଶ କିଷାନ କଂଗ୍ରେସ। ଜୱାଦ ଜନିତ ଅଦିନିଆ…

ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

କୋରାପୁଟ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିଷ୍ପତ୍ତିକୁ ବିରୋଧ କରି ଧାରଣାକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ । ଜୟପୁରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷା ଧାରଣା ଦେଉଛି ଶିକ୍ଷକ ସଂଘ । ଏଥିରେ ଅଭିବକ୍ତ କୋରାପୁଟ ଜିଲ୍ଲାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ସମସ୍ତ…

ଏସଟିଏଫ୍ ପଞ୍ଝାରେ ହାତୀ ଦାନ୍ତ ଶିକାରୀ ,୯ କି.ଜି ଓଜନର ହାତୀ ଦାନ୍ତ ଜବତ

ବଲାଙ୍ଗୀର : ଏସଟିଏଫ୍ ହାତରେ ଧରାପଡ଼ିଲା ହାତୀ ଦାନ୍ତ ଚୋରା ଚାଲଣକାରୀ। ବଲାଙ୍ଗୀର ଜିଲ୍ଲା ଗୁଡଭେଲାରେ ଡିଲ୍ ବେଳେ ଏସଟିଏଫ୍ ଓ ବନ ବିଭାଗ ପଞ୍ଝାରେ ପଡ଼ିଯାଇଥିଲେ ଏହି ଶିକାରୀ ଜଣକ। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବିପୁଲ ବାଗ। ବିପୁଲ ଠାରୁ ୯ କେଜି ଓଜନ ହାତୀ ଦାନ୍ତ ଜବତ କରିଛି ବନ…

ରୋଟାରୀ କ୍ଲବ ଓ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଭୁବନେଶ୍ୱର : ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ଏକ୍ସଲେନ୍ସ  ,ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଏବଂ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ର କ୍ୟାମ୍ପସରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ…

ଧରାପଡ଼ିଲା ବେଆଇନ କାରବାର, ମିଲରୁ ବାହାରୁଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ

ପାଟଣାଗଡ଼: ମିଲରୁ ଗଚ୍ଛିତ ହୋଇ ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଓ ଚାଉଳ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଶ୍ୟାମଜି ରାଇସ ମିଲର ଧରାପଡ଼ିଲା ବେଆଇନ କାରବାର । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବେଆଇନ କାରବାର ସମ୍ପର୍କରେ ଜଣାପଡ଼ିଛି । ପାଖାପାଖି ୫ ହଜାର କ୍ୱିଣ୍ଟାଲ ଧାନ ଓ ୨ହଜାର କ୍ୱିଣ୍ଟାଲ…