Latest Odisha News

BREAKING NEWS

Browsing Category

ସହର

City

ଆସାମ ସାଧାରଣତନ୍ତ୍ର ପ୍ୟାରେଡ଼ ଶିବିରରେ ଜୟପୁରର ପି ବି ଇଶିତା ରାଜୁ

କୋରାପୁଟ: ଦଶ ଦିବସୀୟ ଜାତୀୟ ପୂର୍ବାଞ୍ଚଳ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ଼ ଅଭ୍ୟାସ ଓ ଚୟନ ଶିବିରରେ ଯୋଗଦେବେ ପି ବି ଇଶିତା ରାଜୁ। ଏଥିପାଇଁ ସେ ଆସାମ ଗସ୍ତ କରିଛନ୍ତି। ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳା ଶିକ୍ଷା ସମ୍ମାନର ଛାତ୍ରୀ ପି ବି ଇଶିତା ରାଜୁ। ଜାତୀୟ ସେବା ଯୋଜନା…

[ଭିଡ଼ିଓ] ପ୍ରଦୀପ କଂଗ୍ରେସ ଛାଡ଼ିଲେ ଦଳର କୌଣସି କ୍ଷତି ହେବ ନାହିଁ : ମୁନ୍ନା ତ୍ରିପାଠୀ

ଭୁବନେଶ୍ୱର : ପ୍ରଦୀପ ମାଝୀ କଂଗ୍ରେସ ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ ।  ପ୍ରଦୀପ ଦଳ ଛାଡିବା ପରେ ଦଳର କୌଣସି କ୍ଷତି ହେବ ନାହିଁ ।  କଂଗ୍ରେସ ଦଳ ତାଙ୍କୁ ଲୋକ ଙ୍କ ସେବା କରିବାର ସୁଯୋଗ ଦେଲା ନାହିଁ ବୋଲି ସେ ନିଜ ଇସ୍ତଫା ପତ୍ର ରେ ଯେଉଁ ଉଲ୍ଲେଖ…

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉ: ବିଶ୍ୱ ହିନ୍ଦୁ ପରିଷଦ

କେନ୍ଦୁଝର : ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚର ବନ୍ଦ ହେଉ । କେନ୍ଦୁଝରରେ ଏପରି ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ । ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା…

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଜଣେ ଛାତ୍ରୀର ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି । ଯୁବତୀ ଆତ୍ମହତ୍ୟା କରିଛନ୍ତି କି ଅନ୍ୟ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି, ତାହାକୁ ନେଇ ପୁଲିସ…

‘ସ୍ୱାସ୍ଥ୍ୟସେବାରେ ଓଡ଼ିଶାର ନୂଆ ବିପ୍ଲବ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ…

ବସ୍ତାରେ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର:  ବସ୍ତା ଥାନା ନିକଟ ବିଦ୍ୟାଧରପୁର ଗାଁରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗରର ଆନୁମାନିକ ଓଜନ ୨ କିଲୋ ହେବ । ଆଜି ସକାଳୁ କୌଣସି ସୁତ୍ରରୁ ଖବର ପାଇ ୩୫ ଜଣିଆ ସ୍ୱତନ୍ତ୍ର ଟିମ୍ ଚଢଉ କରି ବ୍ରାଉନସୁଗାର ସହ ବେପାରୀଙ୍କୁ ଗିରଫ କରିଛି । ଜଣେ ମହିଳାଙ୍କ ସମେତ…

[ଭିଡ଼ିଓ] ପ୍ରଦୀପ କଂଗ୍ରେସ ଛାଡ଼ିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ: ତାରାପ୍ରସାଦ ବାହିନୀପତି

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । ତେବେ କଂଗ୍ରେସ ଦଳ ଛାଡ଼ିବା ପ୍ରସଙ୍ଗରେ ମତ ରଖିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି । ପ୍ରଦୀପ କଂଗ୍ରେସ ଛାଡ଼ିଲେ କଂଗ୍ରେସ ଦଳରେ କୌଣସି ପ୍ରଭାବ ପଡିବ ନାହିଁ । ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ…

ପୁଣି ଖଟିଆରେ ବୁହା ହେଲେ ରୋଗୀ

କୋରାପୁଟ: ପୁଣି ଖଟିଆରେ ବୁହା ହୋଇଗଲେ ରୋଗୀ। ସରକାର ଆଦିବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ବିକାଶ ତ ଦୂରର କଥା, ଏହିପରି ଅନେକ ସ୍ଥାନ ରହିଛି ଯେଉଁଠାରେ ବିକାଶ ତ ଦୂରର କଥା ମୌଳିକ ସୁବିଧାରୁ ମଧ୍ୟ ଲୋକେ ବଞ୍ଚିତ ଅଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆଜିବି ରୋଗୀଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ

ମୟୁରଭଞ୍ଜ: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ବାରିପଦା ମୟୁରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ…

ମମିତା ମେହେର ହତ୍ୟା ଘଟଣା : ତଦନ୍ତର ନୂଆ ମୋଡ଼

ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା । ତେବେ ଚଢ଼ାଉ…