Latest Odisha News

BREAKING NEWS

Browsing Category

ସହର

City

ଉତ୍କଳମଣି ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ପାଳିତ

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ଭବତାରଣ ସାହୁ ଯୋଗଦେଇ ସିଂହଦ୍ୱାରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁଙ୍କ…

ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ

କୋରାପୁଟ: ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶୋଭାର ମିଳିତ ଆନୁକୂଲ୍ୟରେ ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଯାତ୍ରାରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଗାୟତ୍ରୀ ଦେବୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥିଭାବେ ପାରିବାରିକ କୋର୍ଟର ଜଜ…

ସୋନପୁର ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ କୋଠା ଉଦଘାଟିତ

ସୋନପୁର : ସୋନପୁର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ ଚାରିମହଲା ନୂତନ କୋଠା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର …

ଚମକିଲେ ଦୁଇ ଓଡ଼ିଆ ପୁଅ

ଭୁବନେଶ୍ୱର: ପୁଣି ଚମକିଲେ ୨ ଓଡ଼ିଆ ପୁଅ। ତାସକେଣ୍ଟ ଉଜବେକିସ୍ତାନରେ ୧୨ତମ ବିଶ୍ୱ ବଡ଼ି ବିଲଡ଼ିଂ ଏବଂ ଫିଜିକ୍ ସ୍ପୋର୍ଟସ୍ ଚମ୍ପିଆନସିପ୍ ଆୟୋଜିତ ହୋଇଯାଇଛି। ୧ମରୁ ୭ଅକ୍ଟୋବର ପର୍ଯ୍ୟନ୍ତ ଚମ୍ପିଆନସିପ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଚନ୍ଦନ ସାହୁ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନରେ ରହି…

୭ ଦଫା ଦାବି ନେଇ ଆଦିବାସୀ ସେଙ୍ଗଲ ଅଭିଯାନର ଗଣଧାରଣା

ମୟୂରଭଞ୍ଜ : ଆଦିବାସୀ ସେଙ୍ଗଲ ଅଭିଯାନର ବିଶାଳ ଗଣଧାରଣା । ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଆଦିବାସୀମାନେ । ଏହା ସହ ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି ।…

ରବିବାର ଖୋଲିବ ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ରୁଚିର ଫୁଡ଼୍ ଆଉଟଲେଟ୍

କଟକ: ଆସନ୍ତା ରବିବାର କଟକରେ ଖୋଲିବ ଓଡ଼ିଶାର ଅଗ୍ରଣୀ ମସଲା କମ୍ପାନୀ ରୁଚିର ଫୁଡ୍ ଆଉଟଲେଟ୍। କଟକ ମହାନଦୀ ବିହାର ଅଞ୍ଚଳରେ ଖୋଲିବ। ଏହି ଫୁଡ଼୍ ଆଉଟଲେଟ୍ ରବିବାର ଉଦଘାଟିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ।…

ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଡିପ୍ଲୋମା ଛାତ୍ରଛାତ୍ରୀ

ଭୁବନେଶ୍ୱର: ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରିଲେ ଡିପ୍ଲୋମା ଛାତ୍ରଛାତ୍ରୀ । ଶତାଧିକ ଡିପ୍ଲୋମା ଛାତ୍ରଛାତ୍ରୀ ଆଜି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ବ୍ୟାକ୍ ପେପର୍ ପରୀକ୍ଷା ଓ  ଅଡ୍ ଇଭିନ୍ ସେମିଷ୍ଟର ଉଚ୍ଛେଦ ଦାବିରେ ସେମାନେ ବିକ୍ଷୋଭ ପ୍ରଦର୍ଶନ ସହ…

ଚନ୍ଦ୍ରଘଣ୍ଟା ବେଶରେ ମା’ତାରିଣୀ

ଘଟଗାଁ: ଘଟଗାଁ ତାରିଣୀ ପୀଠରେ ନବରାତ୍ରୀ ପୂଜା, ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଉଛନ୍ତି ମା’ତାରିଣୀ | ପାର୍ବଣର ଆଗମନରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମହିଷାମର୍ଦ୍ଦିନୀ ମା’ ଦୁର୍ଗା | ଗତ ଦୁଇଦିନ ପୂର୍ବେ ଆରମ୍ଭ ହୋଇ ସାରିଛି ମାଆଙ୍କ ନବରାତ୍ରୀ ପୂଜା | ଏନେଇ ସମସ୍ତ ଶକ୍ତିପୀଠ ଗୁଡିକରେ…

ମାତିଛନ୍ତି ଜଙ୍ଗଲି ହାତୀ ,ଲୋକେ ଛାନିଆ

କଳାହାଣ୍ଡି : ଗାଁ ମୁହାଁ ଜଙ୍ଗଲି ହାତୀ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଙ୍ଗଲି ହାତୀ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ରାତିରେ ଗୁଟୁରୁଗୁଡା ଗାଁ ର ଉମରା  ମାଝୀଙ୍କ ଘରେ ହାତୀ ପଶି ଘର ଭାଙ୍ଗିଦେବା ସହ ଘରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଠ କରିଛନ୍ତି।…

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ଚିଲିକା ବିଧାୟକ

ଚିଲିକା : ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ ଭୁବନେଶ୍ୱର କ୍ୟାପିଟାଲ…