Latest Odisha News
Browsing Category

ପାରାଦୀପ

Paradip

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର , ରାସ୍ତା ସିଲ୍ କଲା ପୋଲିସ

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ ଭାରସାମ୍ୟ ହରାଇ…

କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି, ସମ୍ପନ୍ନ ହେଲା ଭୂମିପୂଜନ

ପାରାଦୀପ: ଆଉ ନାହାନ୍ତି ସାଧବ କି ଆଉ ନାହିଁ ସେ ପାଲ ଟଣା ନୌକା । କିନ୍ତୁ ସେ କାଳର ରହିଯାଇଥିବା ସେହି ସ୍ମୃତିକୁ ସତେଜ କରିବା ପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଆଜି ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି…

ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ, ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜନକୁ ବିରୋଧ

ପାରାଦୀପ: ପିଆଇସିଟି କମ୍ପାନୀରେ ଶ୍ରମିକ ବିବାଦ । ମାସକୁ ୨୬ ଟି ବଦଳରେ ମାତ୍ର ୭ରୁ ୮ଟି ଡିଉଟି କମ୍ପାନୀ ଦେଉଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କଲେ ପୁରୁଣା ଶ୍ରମିକ ବଦଳରେ ନୂଆ ଶ୍ରମିକ ନିୟୋଜିତ କରିବାକୁ କହୁଛନ୍ତି କମ୍ପାନି କତୃପକ୍ଷ । ଯାହାର ପ୍ରତିବାଦରେ କମ୍ପାନି ଭିତରେ ଆଜି…

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା : ୭ ମାସ ଯାଏଁ ସମୁଦ୍ରରୁ ମାଛ ମାରିବା ମନା , ଚିନ୍ତାରେ ମତ୍ସ୍ୟଜୀବୀ

ପାରାଦୀପ : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ଲାଗିଲା କଟକଣା । ମେ ୩୧ ତାରିଖ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି । ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲାଗିଛି । ଧାମରା , ଦେବୀ ଓ ରୁଷିକୁଲ୍ୟା ନଦୀ ମୁହାଣରୁ କେହି ମତ୍ସ୍ୟଜୀବୀ ମାଛ…

ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ ସମୁଦ୍ର କୌସ୍ତୁଭ

ପାରାଦ୍ବୀପ : କୂଳରେ ଲାଗିଲା ଜାହାଜ ସମୁଦ୍ର କୌସ୍ତୁଭ  । ସମୁଦ୍ର ମଝିରେ ଫସି ରହିଥିବା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଜାହାଜ ସମୁଦ୍ର କୌସ୍ତୁଭ ଗତକାଲି ବିଳମ୍ବିତ ରାତିରେ ପାରାଦ୍ବୀପ NQ-2, ବର୍ଥରେ ଲାଗିଲା  । ଏହା ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା  । ଇଞ୍ଜିନ ଖରାପ…

ଜମିହରା ଓ ବିସ୍ଥାପିତଙ୍କ ଦାବି ମାନିନେଲେ ପିପିଏଲ୍ କର୍ତ୍ତୃପକ୍ଷ: ପ୍ରତ୍ୟାହୃତ ହେଲା ଧାରଣା

ପାରାଦୀପ : ଦାବି ମାନିବା ପରେ ପ୍ରତ୍ୟାହୃତ ହେଲା ଧାରଣା । ନିଯୁକ୍ତି ଓ ଠିକା କାମ ଭଳି ବିଭିନ୍ନ ଦାବିକୁ ନେଇ ପିପିଏଲ୍ ସାରା କାରଖାନା ମୁଖ୍ୟ ଫାଟକ ନିକଟରେ କିଛି ଜମିହରା ଓ ବିସ୍ଥାପିତ ଧାରଣାରେ ବସିଥିଲେ । ଦୀର୍ଘ ବର୍ଷ ଧରି କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ମାନଙ୍କୁ ଆଜି…

କମୁଛି ‘ଭେନାମୀ’ ଚିଙ୍ଗୁଡ଼ି ମାଛ ଚାଷ, ବଢୁଛି ‘ସିଫୁଡ’ ର ଚାହିଦା

ପାରାଦୀପ: 'ସିଫୁଡ୍' ର ବ୍ୟବସାୟ କୁ ବୃଦ୍ଧି କରିବା ଦିଗରେ ପାରାଦୀପ ମାଛଧରା ବନ୍ଦର ପରିସରରେ ଥିବା ପରିଚାଳନା ସମିତି ସଭାଗୃହରେ ରପ୍ତାନୀକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସି ଫିସ୍ ପାଇଁ ଉଦ୍ୟୋଗୀ ଙ୍କ ଆଗ୍ରହ ବଢିଥିବା ଲକ୍ଷ କରାଯାଇଛି । ଏନେଇ ପାରାଦୀପ…

ପାଣି ଛିଟାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଫେରାର୍ , ପୋଲିସର ତଦନ୍ତ ଜାରି

ପାରାଦୀପ : ପାଣି ଛିଟା ରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ରାସ୍ତାରେ ପାଣି ଛିଟିକି ପଡିବାରୁ ତୁମୁଳକାଣ୍ଡ ସୃଷ୍ଟି ହୋଇଛି  । ଯାହାକୁ ନେଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଲକ୍ ପଡା ଅଞ୍ଚଳରେ । ସୂଚନା ମୂତାବକ ଗତକାଲି…

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ପାରାଦୀପ: ସ୍କୁଟି ଉପରେ ମାଡିଗଲା ଡାଲାବଡି ଗାଡି । ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ଵାମୀ । ପାରାଦୀପ ଅଠରବାଙ୍କୀ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉଭୟଙ୍କ ପରିଚୟ ମିଳିଥିବା ବେଳେ ସ୍ଵାମୀ ଜୟରାମ ପୂର୍ତୀ ପାରାଦୀପ…

ଆସନ୍ତା ୨୫ ତାରିଖରୁ ପିପିଏଲ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବିଭିନ୍ନ ସଂଗଠନ

ପାରାଦୀପ: ପିପିଏଲ୍ ରେ ଜିପିସମ ପରିବହନ ରେ ଚଞ୍ଚକତା ଓ ମନମାନି ବିରୋଧରେ ପିପିଏଲ ଲ୍ୟାଣ୍ଡ ଲୁଜର ୱେଲଫେୟାର କମିଟି, ପାରାଦ୍ଵୀପ ଇଣ୍ଡଷ୍ଟ୍ରିଆଲ କଣ୍ଟ୍ରାକ୍ଟର ଆସୋସିଏସନ ଏବଂ ପିପିଏଲ ଫସଫୋ ଜିପସମ ଡିଲର୍ସ ମିଳିତ ଭାବେ ୨୫  ତାରିଖରେ ପିପିଏଲ ଫାଟକ ସାମ୍ନାରେ ଧାରଣା ଦେବାକୁ ନିଷ୍ପତ୍ତି…