Latest Odisha News

BREAKING NEWS

Browsing Category

ପୁରୀ

Puri

ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା

ପୁରୀ: ଆଜି ବିଶ୍ୱ ପଖାଳ ଦିବସ । ପଖାଳକୁ ଭଲ ପାଉଥିବା ଲୋକଙ୍କ ପାଇଁ ଦିନଟିଏ । ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ବାଲୁକା କଳାରେ ପଖାଳ ଦିବସର ଶୁଭେଚ୍ଛା…

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ , ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ : ପୁରୀରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ।ମହାପ୍ରଭୁଙ୍କ ରାଜାରାଜେଶ୍ୱର ବେଶ ଅର୍ଥାତ୍ ସୁନେବେଶ ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ନୀତିକାନ୍ତି ବିଳମ୍ବ ହେବାରୁ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଟ ଭାଙ୍ଗି ଧସେଇ ପସିଛନ୍ତି ଭକ୍ତମାନେ । ସିଂହଦ୍ୱାର ସମ୍ମୁଖ…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି…

ଏଣିକି ରବିବାର କରି ହେବ ଜଗା ଦର୍ଶନ

ପୁରୀ: ସାଧାରଣ ଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ରବିବାର ମଧ୍ୟ କରି ହେବ ଜଗା ଦର୍ଶନ । ଶ୍ରୀମନ୍ଦିରରୁ ହଟିଲା ସବୁ କଟକଣା । କରୋନା ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ ଲାଗି ରହିଥିବା କଟକଣାକୁ ହଟାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରୁ ସବୁଦିନ ଭଳି ରବିବାର ମଧ୍ୟ ସାଧାରଣ ଭକ୍ତ…

ମାତିଲେ ଚୋର: ମନ୍ଦିରରୁ ନେଇଗଲେ ୫ ଅଷ୍ଟଧାତୁ ମୂର୍ତ୍ତି

ପୁରୀ: ଦୋଳ ପୂର୍ଣ୍ଣିମା ପୂର୍ବରୁ ମନ୍ଦିରରୁ ଦୋଳଗୋବିନ୍ଦଙ୍କୁ ନେଇଗଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବୀର ନରସିଂହପୁରର ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି ହୋଇଛି । ଗତରାତିରେ ମନ୍ଦିର ଗ୍ରୀଲ୍ କାଟି ମୂର୍ତ୍ତି ଚୋରି ଅଭିଯୋଗ । ଚୋରି ହୋଇଥିବା ମୂର୍ତ୍ତିର ଓଜନ ୧୦୦ କେଜିରୁ…

ପିପିଲି ଟୋଲ୍ ଗେଟ ନିକଟରେ ନ୍ୟାୟ ଦାବିରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ

ପିପିଲି : ପିପିଲି ଟୋଲଗେଟ୍ ନିକଟରେ କଟାମୁଣ୍ଡ ରଖି ରାସ୍ତାରୋକ କଲେ ଗ୍ରାମବାସୀ । ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ କଟାମୁଣ୍ଡ ସହ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି  ।ଏନେଇ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି କିଛି ସମୟ ପାଇଁ ଅଟକି ଯାଇଥିଲା । ପିପିଲି…

ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଏଥିପାଇଁ ସାମୟିକ ବନ୍ଦ ରହିବ ଶ୍ରୀଜିଉଙ୍କର ଦର୍ଶନ । ସନ୍ଧ୍ୟା ୫ଟାରୁ ୮ଟା ଯାଏ ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ । ଏହି ସମୟରେ ବନକପେଡ଼ି ଧରି ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ।…

ପୁରୀରେ ବିମାନବନ୍ଦର ନେଇ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଟିମର ସର୍ଭେ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ବୈଷୟିକ ଟିମର ସର୍ଭେ ଆରମ୍ଭ । ୭ ଜଣିଆ ଟିମ୍ ପୁରୀ ଗସ୍ତରେ ଆସି ସିପସରୁବାଲିର ସଂପୃକ୍ତ ଅଞ୍ଚଳ ବୁଲି ଦେଖିବା ସହ ବୈଷୟିକ ଦିଗ ଅନୁଧ୍ୟାନ କରିଛନ୍ତି । ଉକ୍ତ ପ୍ରକଳ୍ପର ଆର୍ଥିକ ବ୍ୟୟ ବରାଦ…

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ…