Latest Odisha News

BREAKING NEWS

Browsing Category

ପୁରୀ

Puri

ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ

ପୁରୀ: ଶ୍ରୀକ୍ଷେତ୍ର ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ରଥଯାତ୍ରା ମହାପ୍ରଭୁ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଯାଇଛନ୍ତି । ତେବେ ସାଙ୍ଗ ରେ ପତ୍ନୀ ଲକ୍ଷ୍ମୀଙ୍କୁ ନେଇ ନାହାନ୍ତି । ଏଣୁ ଭଗବତୀ ଲକ୍ଷ୍ମୀ ମହାପ୍ରଭୁଙ୍କୁ ଦେଖା…

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି: ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ପୁରୀ: ଶ୍ରୀମନ୍ଦିରରେ ପାଳିତ ହୋଇଛି ହେରା ପଞ୍ଚମୀ ନୀତି । ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ସମ୍ପନ୍ନ ପରେ ଚତୁର୍ଦ୍ଦଶୀ ତିଥିରେ ସ୍ନାନବେଦୀରେ ଏକାଧିକ ସ୍ନାନ ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଥିଲେ । ସୁସ୍ଥ ହେବା ପରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଜନ୍ମବେଦୀ ବିଜେ…

ପୁରୀର ଶ୍ରୀକ୍ଷେତ୍ର ଲଜ ସିଲ

ପୁରୀ: ଶ୍ରୀଗୁଣ୍ଡିଚା ଯାତ୍ରା ଦିନ SOP ଉଲଂଘନ ଅଭିଯୋଗ |  ପୁରୀର ପୁଣି ଏକ ଲଜକୁ ସିଲ କଲା ପ୍ରଶାସନ | ବଳଗଣ୍ଡି ଛକରେ ଥିବା ଶ୍ରୀକ୍ଷେତ୍ର ଲଜକୁ ସିଲ କରାଯାଇଛି | ତେବେ ପୂର୍ବରୁ ଗଙ୍ଗା ଲଜ, ଅକ୍ଷୟପାତ୍ର ଫାଉଣ୍ଡେସନ ଓ ସାଗର ଇନ ଲଜ ସିଲ କରାଯାଇଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଲଜକୁ ସିଲ…

ଦକ୍ଷିଣି ମୋଡ ପୂର୍ବରୁ ତିନି ରଥର ଯାଞ୍ଚ

ପୁରୀ : ଆସନ୍ତା ୧୭ ତାରିଖରେ ତିନି ରଥର ଦକ୍ଷିଣି ମୋଡ। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନି ରଥର ହେଲା ଯାଞ୍ଚ । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଆଜି ହେଉଛି ଯାଞ୍ଚ । ତିନି ରଥରେ ରହିଛି ସାମାନ୍ୟ ଫାଟ । ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର…

କର୍ଫ୍ୟୁ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ

ପୁରୀ : ରଥଯାତ୍ରାରେ ଜାରି ହୋଇ ଥିବା କର୍ଫ୍ୟୁ ଉଲଘଂନ ।  କର୍ଫ୍ୟୁ ଉଲଘଂନ କରି ବଡ଼ ଦାଣ୍ଡରେ ଥିବା ବିଭିନ୍ନ ଘର ଛାତ ଉପରେ ରଥଯାତ୍ରା ଦେଖିବା ଓ ରଥ ନିକଟକୁ ଯିବା କାରଣକୁ ନେଇ ପୁରୀ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ । ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ବିରୋଧରେ ପ୍ରମାଣ ମିଳିବା ପରେ ଆଇନ…

ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡପ ଅବଢ଼ା

ପୁରୀ : ମହାପ୍ରଭୁଙ୍କ  ଆଡପ ଅବଢ଼ା ଆଜି ଗୁଣ୍ଡିଚା ମନ୍ଦିରରୁ ବାହାରିଛି । ବ୍ୟବସ୍ଥା ଅନୁଯାୟୀ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି କାଉଣ୍ଟର ହୋଇଛି । ଭକ୍ତ ମାନେ ସେଠାରେ ଟୋକନ କାଟି ମହାପ୍ରଭୁଙ୍କ ଆଡପ ଅବଢ଼ା ପାଇ ପାରିବେ । ସୁଆର ମାହାସୁଆର ନିଯୋଗ ପକ୍ଷରୁ…

ପୁରୀ ସହରରୁ ଆଗୁଆ ହଟିଲା କର୍ଫ୍ୟୁ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଳବତ୍ତର

ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା ୪୮ ଘଣ୍ଟିଆ କର୍ଫ୍ୟୁ ଆଗୁଆ ପ୍ରତ୍ୟାହାର ହୋଇଛି । ଆଜି ରାତି ୮ଟା ଯାଏ ପ୍ରଶାସନ କର୍ଫ୍ୟୁ ଜାରି କରିଥିଲା । ପୁରୀ ସହରରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ବି ଗୁଣ୍ଡିଚା ମନ୍ଦିର ସନ୍ନିକଟ ଅଞ୍ଚଳରେ କିନ୍ତୁ କଟକଣା ବଳବତ୍ତର ରହିବ ।…

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ…

ରଥ ଯାତ୍ରାରେ କଡା ସୁରକ୍ଷା

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ହୋଇଛି ପୁରୀରେ । ତେବେ ରଥ ଯାତ୍ରାରେ  ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି । ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହର ବାସୀଙ୍କୁ ଧନ୍ୟବାଦ…

ବାଲୁକା ଶିଳ୍ପୀଙ୍କ ବାଲି ରଥ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା । କରୋନା କଟକଣା ଭିତରେ ବିନା ଭକ୍ତରେ ବଡ଼ଦାଣ୍ଡରୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର…