Latest Odisha News

BREAKING NEWS

Browsing Category

ପୁରୀ

Puri

ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବ ଦିନାତ୍ମକ ଯାତ୍ରାରେ ବଡ଼ଦେଉଳ ଛାଡ଼ି ଜନ୍ମବେଦୀ ଯାଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଲାଗିଛି ତିନି ରଥ । ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କର ରଥ ଉପରେ ବିଭିନ୍ନ ନୀତିକାନ୍ତି ଚାଲିଛି । ଆଜି ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ସନ୍ଧ୍ୟାରେ ପହଣ୍ଡିରେ…

ରଥ ଯାତ୍ରାରେ କଡା ସୁରକ୍ଷା

ପୁରୀ: ମହାପ୍ରଭୁଙ୍କ ରଥ ଯାତ୍ରାକୁ କୋଭିଡ କଟକଣା ଭିତ୍ତିରେ କରିବା ପାଇଁ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ହୋଇଛି ପୁରୀରେ । ତେବେ ରଥ ଯାତ୍ରାରେ  ତଦାରଖ କରିଛନ୍ତି ନିଜେ ପୋଲିସ ଡିଜି । ପୁରୀ ସହରବାସୀ କଟକଣାକୁ ମାନି ପୋଲିସକୁ ସହଯୋଗ କରିଥିବା ହେତୁ ସେ ପୁରୀ ସହର ବାସୀଙ୍କୁ ଧନ୍ୟବାଦ…

ବାଲୁକା ଶିଳ୍ପୀଙ୍କ ବାଲି ରଥ

ପୁରୀ: ଆଜି ହେଉଛି ମହାପ୍ରଭୁଙ୍କର ଘୋଷଯାତ୍ରା । କରୋନା କଟକଣା ଭିତରେ ବିନା ଭକ୍ତରେ ବଡ଼ଦାଣ୍ଡରୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର…

ବଡ଼ଦାଣ୍ଡରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ : ରଥ ଉପରେ ଶିଷ୍ୟଙ୍କ ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଛନ୍ତି । ତେବେ କୋଭିଡ ମହାମାରୀ ସାରା ବିଶ୍ୱରୁ ଦୁରେଇ ଯାଉ ଓ ଲୋକଙ୍କ କଲ୍ୟାଣ ହେଉ ସେ ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । ତେବେ କୋଭିଡ ପାଇଁ ବିନା ଭକ୍ତରେ ହେଉଥିବା ରଥଯାତ୍ରାକୁ ଶଙ୍କରାଚାର୍ଯ୍ୟ ସ୍ୱାଗତ…

ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନନ୍ଦନ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ତା ସହିତ ଗତ ୨୪ ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର ପ୍ରତୀକ ହୋଇଛି । ମହିଳା, ଯୁବ, ଛାତ୍ର, ଚାଷୀ, ଶ୍ରମିକ, ଗରିବ, ଅନୁସୂଚିତ ଜାତି…

ମନ ବଡ଼ଦାଣ୍ଡେ ବାରେ ଆସ ଜଗନ୍ନାଥ

କାଳ କାଳର କଷାୟ କଳ୍ମଷ, କୁତ୍ସିତ କୁକର୍ମର କଳଙ୍କ କବଳିତ କରିଛି କରୋନା ରୂପରେ । କଷାଘାତ ତାର ଏତେ ତୀକ୍ଷ୍ଣ ପ୍ରହାର କରୁଛି ଯେ, ବିକଶିତ, ଅବିକଶିତ, ଅର୍ଦ୍ଧବିକଶିତ ସମସ୍ତେ ହାହାକାର କରୁଛନ୍ତି । ସମଗ୍ର ବିଶ୍ୱରେ ଶୁଭୁଛି ଏକ ଅଭୂତପୂର୍ବ ଆର୍ତ୍ତଚିତ୍କାର । ଚତୁର୍ଦିଗେ କେବଳ ଗୋଟିଏ…

ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ

ପୁରୀ : ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ବାଲୁକା ଆନିମେସନ | ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀରେ ବାଲୁକା ଆନିମେସନ ପ୍ରସ୍ତୁତ କରିଛନ୍ତି | ସେ ତାଙ୍କ ବାଲୁକା ଆନିମେସନରେ ଦାରୁ ବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ରଣ କରିଛନ୍ତି | ତା ସହିତ ବିଶ୍ୱ…

ପୁରୀ ରଥଯାତ୍ରା ନେଇ ସୁରକ୍ଷା ସ୍ଥିତି ସମୀକ୍ଷା

ପୁରୀ:  ପୁରୀ ରଥଯାତ୍ରାରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ଅଧିକାରୀ ମାନେ କିଭଳି ଡ୍ୟୁଟି ସଠିକ ଭାବେ କରି ପାରିବେ ଓ କଣ ସୁବିଧା ଦିଆଯାଇପାରିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ତେବେ ଶାନ୍ତି ଶୃଙ୍ଖଳାରେ କିଭଳି କୋଭିଡ କଟକଣା ରେ ରଥଯାତ୍ରା ଶେଷ ହେବ…

ସିଂହଦ୍ୱାର ସାମନାରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ

ପୁରୀ: ରାତି ପାହିଲେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରଥଖଳାରୁ ତିନି ରଥ ଆସି ସିଂହଦ୍ୱାର ସାମନାରେ ଲାଗିଛନ୍ତି । ରଥ ପ୍ରସ୍ତୁତ ଅଛି । ପଥ ବି ପ୍ରସ୍ତୁତ । ଏବେ ଅପେକ୍ଷା କେବଳ ଲୀଳାମୟ ଠାକୁରଙ୍କୁ ।…

ତିନି ରଥକୁ ବିଜେ କଲା ଶ୍ରୀଜିଉଙ୍କ ଆଜ୍ଞାମାଳ, ରଥ ପଥ ପ୍ରସ୍ତୁତ

ପୁରୀ: ଆସନ୍ତାକାଲି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ ଅଛି । ତା ପୂର୍ବରୁ ଆଜି ଶ୍ରୀଜିଉଙ୍କ ଆଜ୍ଞାମାଳ ତିନି ରଥକୁ ବିଜେ କରିଛି । ସେବାୟତମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ରଥଖଳାକୁ ଆସିଥିଲେ । ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ…