Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଶ୍ରଦ୍ଧାଳୁ, ଜାଣନ୍ତୁ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୩ ସେଟ୍ ସ୍ୱର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ସମ୍ପୃକ୍ତ ଦାତାଙ୍କ ନାମ ପଦ୍ମ ଚରଣ ପାତ୍ର ହୋଇଥିବା ବେଳେ ସେ ଭୁବନେଶ୍ୱରର ବାସିନ୍ଦା । ରବିବାର ଦିନ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ…

ଶ୍ରୀମନ୍ଦିରରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ପୁରୀ : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଳେ ସେ କୋଭିଡ ରିପୋର୍ଟ ଦେଖାଇବା ପରେ ଦର୍ଶନ କରିଥିଲେ । ଜଷ୍ଟିସ ଏସ. ମୁରଲୀଧର ଗତ ୪ ତାରିଖରେ ଓଡ଼ିଶା ହାଇକୋର୍ଟର…

ବାଧ୍ୟତାମୂଳକ କୋଭିଡ ରିପୋର୍ଟ ଯୋଗୁଁ କମ ଭକ୍ତ କରୁଛନ୍ତି ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ଯିବା ବାଧ୍ୟତାମୂଳକ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ଫେରିଯାଉଛନ୍ତି । ଗତକାଲି ମାତ୍ର ଦେଢ ହଜାର ଭକ୍ତ ଦର୍ଶନ…

ଆସନ୍ତାକାଲି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ଏ ନେଇ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଦର୍ଶନ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ଶ୍ରଦ୍ଧାଳୁମାନେ ନିଜ ଅଂଚଳରୁ କୋଭିଡ ରିପୋର୍ଟ ଆଣିବେ ।…

ଜଗା ଦର୍ଶନ ପାଇଁ ଏସଓପି ଜାରି

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ଶ୍ରୀମନ୍ଦିର ଖୋଲିଛି । ସେବାୟତ ଓ ତାଙ୍କ ପରିବାର ଲୋକେ ଚକାଆଖି ଦର୍ଶନ କରିଛନ୍ତି । ତିନି ଦିନ ଧରି ଏହି ଦର୍ଶନ ଚାଲିବ । ଏହା ପରେ ୨୬ ତାରିଖରୁ ପୁରୀର ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାର ବୟବସ୍ଥା ହୋଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ନୂଆ ଏସଓପି…

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ 'ଦେବ ଦୀପାବଳି' ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…

ନଅମାସ ପରେ ଖୋଲିବ ଶ୍ରୀମନ୍ଦିର, ଚକା ନୟନ ଦର୍ଶନ କରିବେ ଭକ୍ତ

ପୁରୀ: ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଦୀର୍ଘ ୯ମାସ ଧରି ତିନି ଠାକୁରଙ୍କ ଦର୍ଶନ ଟିକେ ପାଇବା ପାଇଁ ଚାହିଁ ରହିଥିବା ଭକ୍ତଙ୍କ ମନଖୁସି ହେଲା ପରି ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକ ପରେ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ମନ୍ଦିର…

ମାତାମଠରେ କାର୍ତିକ ବ୍ରତ ନିଷ୍ଠାର ସହ ପାଳନ

ପୁରୀ: ଶ୍ୟାମକୁଞ୍ଜ ଗଳି ମଧ୍ୟରେ ଥିବା ରାଧେଶ୍ୟାମ ଆଶ୍ରମରେ କାର୍ତିକ ବ୍ରତ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରାଯାଇଛି । କୋଭିଡ-୧୯ କଟକଣା ସହ ପ୍ରତ୍ୟେକ ଦିନ ମହାପ୍ରସାଦ ସେବନ ସହ କାର୍ତିକବ୍ରତୀମାନଙ୍କ ପାଇଁ ଭାଗବତ ପାରାୟଣ ପ୍ରବଚନର ଆୟୋଜନ ହୋଇଥିଲା । ମଠର ମହନ୍ତ ସୁବଳ ଚରଣ ଦାସ ଏହି…

ଚଳିତ ବର୍ଷ ଅଁଳା ନବମୀରେ ରାଧା ପାଦ ଦର୍ଶନ କରିପାରିବେନି ଭକ୍ତ

ପୁରୀ: ଚଳିତ ବର୍ଷ ଅଁଳା ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । ଆଜି ବସିଥିବା ପ୍ରଥମ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ସେବାୟତ, ପୁରୀ ଏସପି ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଖିଲେ । ଏଥି ସହ କୋଭିଡ୍ କଟକଣା ମଧ୍ୟରେ…

ପତ୍ନୀଙ୍କୁ ଧରି ବାଇକରେ ଯାଉଥିଲା ବ୍ରାଉନସୁଗର ବେପାରୀ, ଧରିଲା ପୋଲିସ

ପୁରୀ: ଦିନକୁ ଦିନ ପୁରୀ ଜିଲ୍ଲାରେ କାୟା ମେଲାଇ ଚାଲିଛନ୍ତି ବ୍ରାଉନସୁଗର କାରବାର । ଅସ୍ତରଙ୍ଗ ଥାନା ପୋଲିସ ଜଣେ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ଜବତ ହୋଇଛି ୧୨ ଗ୍ରାମରୁ ଅଧିକ ଧଳା ଜହର । ଗିରଫ ଅଭିଯୁକ୍ତଙ୍କ ନାଁ ହେଲେ ମନୋରଞ୍ଜନ ବିଶ୍ୱାଳ । ଅସ୍ତରଙ୍ଗ…