Latest Odisha News

BREAKING NEWS

Browsing Category

ସମ୍ବଲପୁର

Sambalpur

ସମ୍ବଲପୁର ଲଇମୁରା ଡକାୟତି ମାମଲାର ପର୍ଦ୍ଦାଫାସ୍‌

ସମ୍ବଲପୁର: ବହୁଚର୍ଚ୍ଚିତ ଲଇମୁରା ୟୁନିଅନ୍ ବ୍ୟାଙ୍କ ଗାଡି ଡକାୟତି ମାମଲା । ସୋମବାର ୯ ତାରିଖରେ ବନ୍ଧୁକ ମୁନରେ ହୋଇଥିଲା ଲୁଟ୍‌ପାଟ୍ । ତିନୋଟି ବାଇକରେ ୬ ଜଣ ଲୁଟେରା ୩୫ ଲକ୍ଷ ୪୧ ହଜାର ଟଙ୍କା ଧରି ଚମ୍ପଟ୍ ମାରିଥିଲେ । ଶେଷରେ ସମ୍ବଲପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ଦୀର୍ଘଦିନ ପରେ…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଗୋଟିଏ ପରିବାରର ଦୁଇ ମୃତ, ୩ ଗୁରୁତର

ସମ୍ୱଲପୁର: ବୁର୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁର୍ଲା ସେଣ୍ଟ୍ରାଲ ଲାଇନ ସାହିରେ ଘଟିଛି ଏହି ଘଟଣା । ମୃତକମାନେ…

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍, ୩୬ ଗେଟ୍ ଖୋଲା

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ କମିଛି ବର୍ଷା ପରିମାଣ । ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିଛି । ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦ ଡ୍ୟାର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳ ପତ୍ତନ ରହିଛି…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌, ମୋଟ ୪୦ଟି ଗେଟ୍ ନିଷ୍କାସନ ହେଉଛି ବନ୍ୟା ଜଳ

ସମ୍ବଲପୁର : ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଛି । ତେଣୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲା ହୋଇଛି । ହୀରାକୁଦ ଡ୍ୟାମ୍‌ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ହୀରାକୁଦର ବର୍ତ୍ତମାନ ଜଳସ୍ତର ରହିଛି ୬୨୫ ଦଶମିକ ୫୨ ଫୁଟ୍ ।…

ପୁନର୍ଜୀବନ ପାଇଲା ସମ୍ବଲପୁରର ରାଣୀ ବଖରୀ, ହେଲେ ରାସ୍ତା ନିର୍ମାଣରେ ଅଟକିଛି କଣ୍ଟା

ସମ୍ବଲପୁର: ସମ୍ବଲପୁର ରାଜଶାସନ ମୂକ ସାକ୍ଷୀ ରାଣୀ ବଖରୀ ବା ରାଣୀ ମହଲ । ୧୬୬୦ ମସିହାରେ ରାଜା ବଳିଆରସିଂହ ନିଜ ରାଣୀଙ୍କ ପାଇଁ ତିଆରି କରିଥିଲେ ଏହି ମହଲ । ତିନି ମହଲା ବିଶିଷ୍ଟ ଏହି ମହଲରେ ରହିଛି ୧୬ଟି ବଖରା । ଦିନେ ରାଣୀ ଓ ତାଙ୍କ ସହଯୋଗୀମାନଙ୍କ କୋଳାହଳରେ ପୁରି ଉଠୁଥିବା ଏହି ମହଲ…

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

କରୋନା ସଂକ୍ରମଣ ଭୟ: ସମ୍ବଲପୁରର ଏହି ସବୁ ଅଂଚଳରେ ୧୪୪ ଧାରା ଲାଗୁ

ସମ୍ବଲପୁର: ସହରରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୪ଟି ସ୍ଥାନରେ ଆଜିଠାରୁ ୧୪୪ ଧାରା ଲାଗୁ ହୋଇଛି । ସାକ୍ଷୀପଡାର ମୁଣ୍ଡାପଡା, ବଡବଜାର ସହ କେଉଟପଡାର କୃଷ୍ଣପଡା ଓ ହୀରାକୁଦର ଖ୍ରୀଷ୍ଟିଆନ ପଡାରେ ଉପଜିଲ୍ଲାପାଳଙ୍କ କୋର୍ଟ ଏହି ୧୪୪ ଧାରା ଲାଗୁ କରିଛନ୍ତି । ଏହି…

୧୯ ତାରିଖ ଯାଏ ବନ୍ଦ ରହିବ ବୁର୍ଲା ଭୀମସାର ଓପିଡି

ସମ୍ବଲପୁର: ଆସନ୍ତାକାଲିଠୁ ବନ୍ଦ ରହିବ ବୁର୍ଲା ଭୀମସାର ଓପିଡି । ଆସନ୍ତା ୧୯ ତାରିଖ ଯାଏ ପାଞ୍ଚ ଦିନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ । ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ସମୟରେ କେବଳ ଜରୁରିକାଳୀନ ସ୍ୱାସ୍ଥ୍ୟସେବାକୁ ଅନୁମତି ମିଳିବ…

ସମ୍ବଲପୁରରେ ଲାଗୁ ହେଲା ଦୁଇ ଦିନିଆ ସାପ୍ତାହିକ ସଟ୍ ଡାଉନ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍‌ପି ଟ୍ୱିଟ୍ କରି ସୂଚନା…

ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଖୋଲା

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ରହିଛି ୬୧୭.୪୧ ଫୁଟ । ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୯୯ ହଜାର କ୍ୟୁସେକ୍ ବନ୍ୟା ଜଳ । ସେହିପରି ନିଷ୍କାସିତ ହେଉଛି ୧ ଲକ୍ଷ ୩୬ ହଜାର ୫୦୪…