Latest Odisha News

BREAKING NEWS

Browsing Category

କଟକ

Cuttack

ଓଡ଼ିଶା ହାଇକୋର୍ଟରେ ବିଚାରପତିଭାବେ ଶପଥ ନେଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ବିଚାପତିଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ର। ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ମୁରଲୀଧର ତାଙ୍କୁ ଶପଥ ପାଠ କରାଇଥିଲେ । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶପଥ ପାଠ କରାଇଛନ୍ତି। ଏଥିରେ ହାଇକୋର୍ଟର ସମସ୍ତ…

ମୋଟରସାଇକେଲ ରଖିବାକୁ ନେଇ ଗଣ୍ଡଗୋଳ,ଜଣେ ମୃତ ୩ ଗୁରୁତର

କଟକ : ମୋଟର ସାଇକେଲ ରଖିବାକୁ ନେଇ ତୁମୁଳକାଣ୍ଡ । ଦୁଇ ପରିବାର ମଧ୍ୟରେ ଗଣ୍ଡୋଗୋଳ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। କଟକ ବଡମ୍ବା ଥାନା ମୁଗଗହିର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।…

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର

କଟକ: ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେଲେ ଆଦିତ୍ୟ କୁମାର ମହାପାତ୍ର। ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଦିତ୍ୟ ମହାପାତ୍ର ଓଡ଼ିଶା ହାଇକୋର୍ଟରେ ଦୀର୍ଘଦିନ…

ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ, ୩ଗୁରୁତର

କଟକ: କଟକ ଆଠଗଡ଼ ତିଗିରିଆ ଅଞ୍ଚଳରେ ଘଟିଛି ଦୁଃଖଦ ଘଟଣା। ବାଣ ଭିଡ଼ୁଥିବାବେଳେ ଘଟିଲା ବିସ୍ଫୋରଣ। ଏଥିରେ ୩ଜଣ ଗୁରୁତର ହୋଇଛନ୍ତି। ଦୀପାବଳି ପୂର୍ବରୁ ଘଟିଛି ବଡ଼ ଧରଣର ଅଘଟଣ। ସୂଚନା ଅନୁସାରେ, କଟକ ଜିଲ୍ଲା ତିଗିରିଆ ବାଣେଶ୍ୱରପଡ଼ା ଗାଁର ଧୀର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବାଣ…

କଟକରୁ ପୁଣି ଜବତ ହେଲା ୫ ଲକ୍ଷ ଟଙ୍କାରୁ ଅଧିକ ବେଆଇନ ବାଣ

କଟକ:  କଟକରୁ ପୁଣି ଜବତ ହେଲା ବେଆଇନ ବାଣ । ସ୍ଥାନୀୟ ଗୋପାଳ ସାହିରେ ଚଢ଼ାଉ କରି ବିଡ଼ାନାସି ପୋଲିସ ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଜବତ ହୋଇଥିବା ବାଣର ଅନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ବାଣ ରଖିବା ଅଭିଯୋଗ ରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି ।…

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ପୁଣି ଲାଗିଲା ୧୪୪ ଧାରା । କଟକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ଲାଗିଛି ୧୪୪ ଧାରା । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି । ଦୀପାବଳି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ କଟକଣା ଜାରି କରିଛନ୍ତି । କୋଭିଡ଼…

[ଭିଡ଼ିଓ ] ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ପୁରୀ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରାଯାଇଛି । ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ…

[ଭିଡ଼ିଓ] ସବୁଜ ବାଣକୁ ଗ୍ରୀନ୍ ସିଗନାଲ

କଟକ : ଚଳିତ ବର୍ଷ ବାଣ ଫୁଟାଇବା ପାଇଁ ମିଳିଛି ଅନୁମତି । ଆଉ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ୍ ବାଣ ଫୁଟାଇବା ପାଇଁ ହାଇକୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି…

ସବୁଜ ବାଣକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: ରାଜ୍ୟରେ ସବୁଜ ବାଣକୁ ଅନୁମତି। ଅନୁମତି ଦେଲେ ହାଇକୋର୍ଟ। ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଲେ ହାଇକୋର୍ଟ। ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ।

ବିରୂପା ନଦୀକୁ ଡ଼େଇଁଲେ ଯୁବକ

କଟକ: ନଦୀକୁ ଡ଼େଇଁଲେ ଯୁବକ। କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡ଼େଇଁ ପଡ଼ିଥିବା ଜଣାପଡ଼ିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରେ ଚୌଦାର ଅଗ୍ନିଶମ ବାହିନୀ…