Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡ଼ିଓ]କାଳୀ ପୂଜା ନେଇ ଚଳଚଞ୍ଚଳ ପୂଜା ମଣ୍ଡପ, ମୂର୍ତ୍ତିରେ ରଙ୍ଗ କାମ ଜାରି

କଟକ : ଆସୁଛନ୍ତି ଶକ୍ତି ପ୍ରଦାୟିନୀ ମାଆ କାଳୀ । ଏଥିପାଇଁ ଚଳଚଞ୍ଚଳ କଟକର ବିଭିନ୍ନ ପୂଜା ମଣ୍ଡପ । କାଳୀପୂଜାକୁ ଆଉ ମାତ୍ର ତିନି ଦିନ ଥିବାରୁ ମାଆଙ୍କ ମୂର୍ତ୍ତିରେ ଏବେ ରଙ୍ଗ କାମ ଜାରି ରହିଛି । ଆଉ ରଙ୍ଗ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି ରଙ୍ଗ ଶିଳ୍ପୀ । ଶିଳ୍ପୀଙ୍କ ତୁଳୀରେ ମାଆ…

ସ୍ମାର୍ଟ ହେବ ଛତ୍ର ବଜାର

କଟକ: ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । ମାଲଗୋଦାମ ପାଖରେ ତିଆରି ହେବାକୁ…

[ଭିଡ଼ିଓ] ବାଲିଯାତ୍ରା ଆୟୋଜନ କରିବାକୁ ଅନୁରୋଧ

କଟକ : କରୋନା ଯୋଗୁ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ । ଦୁର୍ଗ। ପୂଜାରୁ ନେଇ ଲକ୍ଷ୍ମୀ ପୂଜା ଯାଏଁ ସବୁଠି କଟକଣା । ଏବେ ବାଲିଯାତ୍ରା ବନ୍ଦ କରାଯିବାକୁ ଶୁଣିବାକୁ ମିଳିଥିବା ବେଳେ ସରକାରଙ୍କୁ ଅନୁରୋଧ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗତବର୍ଷ ବାଲିଯାତ୍ରା ଆୟୋଜନ ସମ୍ପୁର୍ଣ୍ଣ…

[ଭିଡ଼ିଓ ]ୟୁନିଫର୍ମ ଯୋଗାଣରେ ବିଳମ୍ବ ନେଇ ବଢୁଛି ଅଶାନ୍ତି

କଟକ : ସରକାରୀ ଆଇଟିଆଇ ଗୁଡିକରେ ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ…

ମହାନଦୀକୁ ଡ଼େଇଁଲେ ଯୁବକ

କଟକ: ମହାନଦୀକୁ ଡ଼େଇଁଲେ ଯୁବକ। କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁଲେ ଯୁବକ। ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି। ଏଯାଏଁ ତାଙ୍କ ପତ୍ତା ମିଳିନି। ଆଜି ଅପରାହ୍ନ ୩ଟା ସମୟରେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ…

ଗ୍ୟାସ୍ ସିଲିଣ୍ଡରରେ ଫସିଲା ନାଗ, ଫଣା ଟେକି ଗର୍ଜନ କରୁଥିଲା

କଟକ: ରୋଷେଇ ଘରେ ଗ୍ୟାସ ସିଲିଣ୍ଡରରେ ଚାପି ହୋଇ ଫସିଲା ସାପ । ବାହାରିବାକୁ ଚେଷ୍ଟା କରିଥିଲେ ବି ମୁକୁଳି ପାରିଲା ନାହିଁ । ସାପର ଲାଞ୍ଚ ସିଲିଣ୍ଡର ତଳେ ଚାପି ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀ ଢ଼ଅଂସର ପଞ୍ଚାୟତର ରତ୍ନାକର ସାହୁଙ୍କ ଘରେ । ଗତକାଲି ରାତି…

ବଡମ୍ବା-ନରସିଂହପୁରରେ ବିଜେପିର ୮ ଘଣ୍ଟିଆ ବନ୍ଦ ଡାକରା

ନରସିଂହପୁର : ବନ୍ଦ ଡାକରା ଦେଲା ବିଜେପି । ବଡମ୍ବା ନରସିଂହପୁରରେ ବିଭିନ୍ନ ସ୍ଥାନରେ ବିଜେପି ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି।ବଡମ୍ବା ନିର୍ବାଚନ ମଣ୍ଡଳିର ପୂର୍ବତନ  ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳ ବେହେରାଙ୍କୁ ନରସିଂହପୁର ପୋଲିସ ଗିରଫ କରି…

ମାଛ ଜାଲରୁ ଉଦ୍ଧାର ହେଲା ୫ଫୁଟର ନାଗ

କଟକ: ଜାଲରୁ ଉଦ୍ଧାର ହେଲା ୫ଫୁଟର ନାଗ ସାପ। ମଙ୍ଗଳବାର ସନ୍ଧ୍ୟାରେ କଟକ ଜିଲ୍ଲାର ବେତଖୋଲି ଗାଁରୁ ଏହି ସାପ ଉଦ୍ଧାର ହୋଇଛି। ଗାଁର ପ୍ରଶାନ୍ତ ନାୟକ ନିଜ ବଗିଚାରେ ଘେରା ଯାଇଥିବା ମାଛ ଜାଲରେ ଏକ ୫ଫୁଟ ଲମ୍ବର ବଡ଼ ନାଗ ସାପ ଫସିଥିବା ଦେଖିବାକୁ ପାଇଥିଲେ। ଏହାକୁ ଦେଖି ପରିବାର ଲୋକ ଭୟଭୀତ…

ଦୁର୍ଘଟଣା ରୋକିବା ପାଇଁ ପ୍ରଶିକ୍ଷଣ ପାଇବେ ରାସ୍ତାକଡ଼ ଦୋକାନୀ

କଟକ: ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକ ଆହତ ହେଉଛନ୍ତି। ଅନେକ ଜୀବନ ମଧ୍ୟ ଯାଉଛି। ତେଣୁ ଏହାକୁ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ହେଲେ ଏଥର ସାମିଲ ହେବାକୁ ଯାଉଛନ୍ତି ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠା ଦୋକାନୀ, ଟାୟାର…

ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତି ମାମଲା: ୩୭୮ ଓଏଏସ୍ ଅଧିକାରୀ ଆଶ୍ୱସ୍ତି

କଟକ: ହାଇକୋର୍ଟରେ ଓଏଏସ୍ ନିଯୁକ୍ତି ବିବାଦ ମାମଲା। ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଓଏଏସ୍ ଅଧିକାରୀ। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ। ୨୦୦୬ ମସିହାରେ ୩୭୮ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ। ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ…