Latest Odisha News

BREAKING NEWS

Browsing Category

କଟକ

Cuttack

ଅପମିଶ୍ରଣ ଅଭିଯୋଗରେ ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ : ଆମେ ଖାଉଥିବା ପାଉଁରୁଟି କେତେ ସତେଜ? ଏହି ପାଉଁରୁଟି ଖାଇବା ଶରୀର ପକ୍ଷେ କେତେ କ୍ଷତିକାରକ ତାହା ଆମେ ଜାଣିନେ । କଟକର ଏମିତି କିଛି ଅପମିଶ୍ରିତ ବେକେରୀ ଫ୍ୟାକ୍ଟ୍ରି ଉପରେ ଅତର୍କିତ ରେଡ୍ କରିଛି ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ।  ଶିଖରପୁର ଅଞ୍ଚଳର ୩ଟି ବେକେରୀ ଫ୍ୟାକ୍ଟ୍ରି…

କଟକ ଏସସିବିରେ ଇକମୋ ଚିକିତ୍ସାଧୀନ ଆଉ ଜଣେ ରୋଗୀ ମୃତ

କଟକ: ଏସସିବିରେ ଇକୋ ଚିକିତ୍ସାଧୀନ ଆଉ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ନିଶ୍ଚିତକୋଇଲି ଅଞ୍ଚଳର । ଗତକାଲି ଚତୁର୍ଥ ତଥା ଶେଷ ରୋଗୀ ଭାବରେ ଇକମୋ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହି ୟୁନିଟରେ ଏଯାଏ ଭର୍ତ୍ତି ହୋଇଥିବା ସମସ୍ତ ୪ ଜଣ ରୋଗୀଙ୍କର ମୃତ୍ୟୁ…

ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ କଟକ ନଗର ବିଜେପିର ବିକ୍ଷୋଭ ପ୍ରଦର୍ଶନ

କଟକ: ବିଦ୍ୟୁତ୍ ବିଭାଗର ମନମୁଖୀ ଶାସନକୁ ନେଇ କଟକ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଫଳରେ ପ୍ରତିବାଦ ସ୍ୱରୂପ ଆଜି ନଗର ବିଜେପି ପକ୍ଷରୁ ଟାଉନ ହଲଠାରେ ଥିବା ଟାଟା ପାୱାର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ଅଭିଯୋଗ କରିଛି ପ୍ରତିଦିନ…

ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ପ୍ରକାଶ, ବଢ଼ିବନି ମୂର୍ତ୍ତି ଉଚ୍ଚତା

କଟକ : ଦଶହରା ମା’ ଙ୍କ ମୂର୍ତ୍ତି ଉଚ୍ଚତା ବିବାଦର ରାୟ ପ୍ରକାଶ ପାଇଛି । ମୂର୍ତ୍ତି ଉଚ୍ଚକା ବୃଦ୍ଧିକୁ ନେଇ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ସରକାରୀ ନିୟମରେ ଆଉ ପରିବର୍ତ୍ତନ ହେବନାହିଁ ବୋଲି ହାଇକୋର୍ଟ କହିଛନ୍ତି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍ ରହିବ ବୋଲି ସ୍ପଷ୍ଟ…

ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରଭାତ କୁମାର ପାଢ଼ୀଙ୍କ ପରଲୋକ

କଟକ: ପରଲୋକରେ ବିଶିଷ୍ଟ ଭେଷଜ ବିଶେଷଜ୍ଞ ତଥା ଏସସିବି ମେଡିକାଲ କଲେଜ ଓ ହସପିଟାଲର ମେଡିସିନ ବିଭାଗର ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢ଼ୀ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଗତକାଲି ରାତିରେ କଟକ ବଜ୍ରକବାଟୀ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ହଠାତ୍…

ପାଇଖାନାରୁ ଉଦ୍ଧାର ହେଲା ନାଗସାପ

କଟକ : ପାଇଖାନା ପ୍ୟାନ୍ ଭିତରେ ନାଗ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ଗାଁ ର ପ୍ରକାଶ ମିଶ୍ରଙ୍କ ପାଇଖାନା ଭିତରେ ଏକ ନାଗ ସାପ ଲୁଚି ରହିଥିବା ଦେଖିବାକୁ ମିଲିଥିଲା ।ସମୟ ସମୟରେ ଏହି ସାପଟି ବାହାରକୁ ଆସୁଥିଲା । ଆଉ ଏହାକୁ ଦେଖିବା ପାଇଁ…

ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୂରାବସ୍ଥା

କଟକ : କଟକ ନୂଆବଜାରର ବ୍ୟସ୍ତବହୁଳ ବ୍ରିଜ୍ ତଳର ଦୃଶ୍ୟ । ଟିକିଏ ବର୍ଷା ହେଲେ ରାସ୍ତାଘାଟ ବଡବଡ ଗାତମାନ ସୃଷ୍ଟି ହେଉଛି । ଏହି ରାସ୍ତାର ଦୂରବସ୍ଥା କହିଲେ ନସରେ । ବାଇକ, କାର୍, ସାଇକେଲ ସମେତ ଅନ୍ୟ ବଡ ମାଲ୍ ବୋଝେଇ ଗାଡି ମଧ୍ୟ ଏହି ରାସ୍ତାରେ ଯାତାୟାତ କରୁଛନ୍ତି । ହେଲେ କମ୍ପାନୀର…

ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ, ହାଇକୋର୍ଟରେ ଦାଏର ହେଲା ରିଟ୍ ପିଟିସନ

କଟକ : ଦଶହରା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗ ।ଏନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାଏର ହୋଇଛି । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାଏର କରାଯାଇଛି। ପରମ୍ପରାକୁ ଦୃଷ୍ଟିରେ ରଖି ପୂର୍ବପରି ମୂର୍ତ୍ତ ଉଚ୍ଚତା ବଜାୟ ରଖିବାକୁ ଅନୁମତି ଲୋଡିଛି ବାଲୁକା ବଜାର ପୂଜା କମିଟି । ହେଲେ…

ରାସ୍ତା ଉପରେ ଚାଲୁଛି ୪ ଫୁଟ୍ ପାଣି, ଯାତାୟତ ଠପ୍

କଟକ: ଲଗାଣ ବର୍ଷାରେ ରାଜ୍ୟରେ ସ୍ଥିତି ବେହାଲ୍ । ଚାରିଆଡେ ଖାଲି ପାଣି ଆଉ ପାଣି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଚାଲୁଛି ବନ୍ୟା ପାଣି। ଆଠଗଡ଼ରେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଆଠଗଡ-ଦହିସରା-ମାଧପୁରଠାରେ ରାସ୍ତା ଉପରେ ଲହଡି ମାରୁଛି ୪ ଫୁଟର ପାଣି । ଫଳରେ ଆଠଗଡ଼ ବ୍ଲକର ୨ଟି ଗାଁ…

ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ ଖଣ୍ଡ

କଟକ: କଟକ ବଡ଼ ଡାକ୍ତରଖାନାର ଛାତରୁ ଖସିଲା କଂକ୍ରିଟ୍ ଖଣ୍ଡ । ସର୍ଜରୀ ବିଭାଗ ଆଉଟଡୋରରେ ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା । କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳ ରୋଗୀମାନେ ଟିକେଟ୍ କାଟିବା ପାଇଁ ଆସିଥିଲେ। ତେବେ କାହାରି କିଛି କ୍ଷତି…