Latest Odisha News

BREAKING NEWS

Browsing Category

କଟକ

Cuttack

ଚର୍ଚ୍ଚିକା ପୀଠରେ ଷୋଡ଼ ଉପଚାର ପୂଜା

ବାଙ୍କୀ: ଆଜି ଠାରୁ ଆରମ୍ଭ ହୋଇଛି ମାଆଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ମାଆ ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ,ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି…

ଦେବୀ ପୀଠରେ ଷୋଡଶ ଉପଚାର ପୂଜା

କଟକ: ଶାରଦୀୟ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହରରେ ଥିବା ଦେବୀ ପୀଠ ଗୁଡିକ । ଆଜି ମାଆଙ୍କ ଷୋଡଷ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ମନ୍ଦିରରେ ଷୋଡଷ ଉପଚାର ପୂଜା ଆରମ୍ଭ କର ଯାଇଛି । ଗତକାଲି ନଦୀରୁ ଜଳରେ ସହସ୍ରାକୁମ୍ଭାଷେକ ହେବା…

‘ବିଦ୍ୟାଭାରତୀଙ୍କୁ ଗିରଫ କାହିଁକି କରୁନ’–ସୌମ୍ୟଙ୍କ ବାପା

କଟକ : ଏସିଏଫ୍‌ ସୌମ୍ୟରଞନ ମୃତ୍ୟୁ ମାମଲା  ୭୫ ଦିନ ବିତିଲାଣି କିନ୍ତୁ ଏଯାଏଁ  ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ପର୍ଦ୍ଦା ଉଠିଲା ନାହିଁ । ତେଣୁ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଛନ୍ତି ମୃତ ସୌମ୍ୟଙ୍କ  ବାପା । ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୂଖ୍ୟାଳୟରେ ପହଞ୍ଚି ADG ଙ୍କୁ  ଭେଟି…

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ମୃତ୍ୟୁ ଘଟଣା, ଦୁଇ ଗିରଫ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାରେ୨ ଜଣ ଗିରଫ ହୋଇଛନ୍ତି । ଜଗତପୁର ଥାନା ପୁଲିସ୍ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି…

ବାତ୍ୟା ଗୁଲାବ ପ୍ରଭାବ, ଅଶାନ୍ତ ଚିଲିକା

ଟାଙ୍ଗୀ: ବାତ୍ୟା ଗୁଲାବ ପ୍ରଭାବରେ ଅଶାନ୍ତ ଚିଲିକା ବାତ୍ୟା ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତ । କିଛି ସ୍ଥାନରେ ମାଟି ଧସି ଯାଇଥିବା ବେଳେ କିଛି ସ୍ଥାନରେ ବର୍ଷ ଯୋଗୁ ବେହାଲ ସ୍ଥିତି ଉପୁଜିଛି । ସେହିଭଳି ବାତ୍ୟା ଯୋଗୁ ଚିଲିକା ବି ଅଶାନ୍ତ ହୋଇପଡିଛି । ଜୁଆର ଆସିବା…

ଯୋବ୍ରା ବ୍ୟାରେଜରୁ ହାତୀର ମୃତଦେହ ଠାବ

କଟକ: ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃକଦେହ ଠାବ ହୋଇଛି । ମୁଣ୍ଡୁଳିରେ ଫସି ରହିଥିବା ହାତୀଟି ଭାସି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ହାତୀଟି ମହାନଦୀରେ ଫସିଥିବା ହାତୀ କି ନୁହେଁ ସ୍ପଷ୍ଟ ହୋଇନି । ଏନେଇ ବନବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ହାତୀର…

ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ କଲେଜ ଅଧ୍ୟାପକ

କଟକ: ଜଗତପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଜଣେ କଲେଜ ଅଧ୍ୟାପକ । ତାଙ୍କ ନାଁ ଦେବାଶିଷ ଦାସ ଓ ଘର ଚାଉଳିଆଞ୍ଜରେ । ଆଜି ସକାଳେ ଏହି ଅଘଟଣ ଘଟିଛି । ଭୁବନେଶ୍ୱରର ଏକ କଲେଜରେ ଲ୍ୟାବ୍ ଆସିଷ୍ଟାଣ୍ଟ ଅଛନ୍ତି ଦେବାଶିଷ ଦାସ । ସେ ନିଖୋଜ ଅଛନ୍ତି । ଡ୍ରାଇଭର କାର୍ ଚଳାଉଥିଲେ । ବ୍ରିଜ୍…

ମୁଣ୍ଡଳୀ ବୋଟ୍ ବୁଡିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର

କଟକ : ମୁଣ୍ଡଳୀ ବୋଟ୍‌ ବୁଡି ଘଟଣା । ୨୪ ଘଣ୍ଟା ପରେ ମିଳିଲା ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମର ଶରୀର  । ମୁଣ୍ଡଳୀ ବ୍ୟାରେଜ୍‌ରେ ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ୍‌ ଟିମ ବୋଟ୍‌ ବୁଡି ଘଟଣାରେ ନିଖୋଜ ଓଡ୍ରାଫ୍‌ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ…

ମୁଣ୍ଡଳୀରେ ଫସିଥିବା ଦନ୍ତା ହାତୀର ମିଳୁନି ପତ୍ତା

କଟକ: ମୁଣ୍ଡଳିରେ ଫସି ରହିଥିବା ହାତୀର ପତ୍ତା ମିଳୁନି । ଜୀବନ ବଞ୍ଚାଇବା ପାଇଁ ଘଣ୍ଟା ଘଣ୍ଟା ଧରି ସଂଘର୍ଷ କରୁଥିବା ହାତୀ ଛୁଆର କୌଣସି ଖୋଜ ଖବର ନାହିଁ । ଗତକାଲି ଦିନ ତମାମ ହାତୀଟି ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ବେଳେ ରାତିରେ ବନବିଭାଗ  ହାତୀକୁ ଉଦ୍ଧାର କରିବା ପାଇଁ ହାତୀଟିକୁ…