Latest Odisha News

BREAKING NEWS

Browsing Category

କଟକ

Cuttack

କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ

କଟକ: ଆଜି କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫ୍ୟାମିଲ କୋର୍ଟରେ ଉଭୟେ ହାଜର ହୋଇଛନ୍ତି । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ବଦଳରେ କଟକ ପରିବାର ଅଦାଲତରେ ଓଲିଉଡର ଷ୍ଟାର ଦମ୍ପତ୍ତିଙ୍କ ଛାଡ଼ପତ୍ର ମାମଲାର ଶୁଣାଣି କରିବେ…

ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ

କଟକ: ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ । କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।…

ଉତ୍କଳ ଦିବସରେ ଆଜି କଟକରେ ଗାନ୍ଧିଜୀଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଉତ୍କଳ ଦିବସ ଅବସରରେ ଆଜି ଲୋକାର୍ପଣ ହେବ ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଜ ପ୍ରତିମୂର୍ତ୍ତି । କଟକରେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର…

କଟକ ଚାଉଳିଆଗଞ୍ଜ ପୋଲିସକୁ ସଫଳତା, ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତ ଗିରଫ, ସାମ୍ବାଦିକ ସମ୍ମିଳନୀରେ ସୂଚନା 

କଟକ: କଟକ ଚାଉଳିଆଗଞ୍ଜ ଥାନା ପୋଲିସକୁ ବଡ ସଫଳତା ମିଳିଛି । ବନ୍ଧୁକ ବେପାରୀ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କଠାରୁ ୭ଟି ବନ୍ଧୁକ ସହ ୬୫ ରାଉଣ୍ଡ ଗୁଳି ଜବତ କରାଯାଇଛି । ପୋଲିସର ସଫଳତା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ।…

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଆଠଗଡ଼: ଜଙ୍ଗଲରୁ ପୁଣି ଦନ୍ତା ହାତୀର ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ଅନୁମାନ କରାଯାଉଛି ଗତ 15 ଦିନ ତଳେ ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର ସଠିକ କାରଣ ଜଣା ପଡିନି । ତେବେ…

ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ ଛାତ୍ରଛାତ୍ରୀ

କଟକ: ଆନ୍ଦୋଳନରୁ ଓହରିଲେ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଛାତ୍ରଛାତ୍ରୀ । ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ସେମାନେ ହଲ୍‌ ଭିତରକୁ ପ୍ରବେଶ କରିଛନ୍ତି । ପୋଲିସ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ । ପୂର୍ବରୁ ଅଫ୍‌ଲାଇନ ପରୀକ୍ଷାକୁ ବିରୋଧ ଓ ଅନ୍‌ଲାଇନ୍‌ରେ…

ରେଭେନ୍ସା କ୍ୟାମ୍ପସରୁ କରୋନା ପଜିଟିଭ୍ ଚିହ୍ନଟ ପରେ ପରୀକ୍ଷା ସ୍ଥଗିତ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ କରୋନା ସଂକ୍ରମିତ ଚିହ୍ନଟ । ଦୁଇ ଦଇ କରୋନା ପଜିଟିଭ୍ ବାହାରିଛନ୍ତି । ଏହାପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୟୁଜି ଓ ପିଜି ରେଗୁଲାର୍, ବ୍ୟାକ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖାଯାଇଛି । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ…

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ ମେଳଣ କରିବାକୁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ…

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ପାଳନ ହେଲା ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ

କଟକ: ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ । ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ । ଆଜି ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା,…