Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଦନ୍ତା ହାତୀର ଗଳିତ ଶବ ଜବତ

ବ୍ରହ୍ମପୁର:ଗଂଜାମ ଜିଲାର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର କାନବିନ୍ଧା ଜଙ୍ଗଲରୁ ଗୁରୁବାର ସନ୍ଧ୍ୟାରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ କରାଯାଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ହାତୀର ଦୁଇଟି ଦାନ୍ତକୁ କାଟି ନିଅ।ଯାଇଥିବା ଜଣାପଡିଛି । ତେବେ…

ଗଞ୍ଜାମ ଜିଲାପାଳଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍ ନମ୍ବର

ବ୍ରହ୍ମପୁର: ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଆଇପିଏସ୍‌ ଏବଂ ଆଇଏଏସ୍‌ ଅଧିକାରୀମାନେ ସାଇବର ଅପରାଧର ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଯାଇଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ତାଙ୍କ ନାମରେ ଫେକ୍‌ ହ୍ୱାଟ୍ସଆପ୍ ନମ୍ବର କରାଯାଇ ସେଥିରେ…

ପରୀକ୍ଷା ଫଳ ଦେଖିବା ପୂର୍ବରୁ ନିଆଁରେ ପୋଡ଼ିଗଲେ ଦଶମ ଶ୍ରେଣୀ ଛାତ୍ରୀ

ବ୍ରହ୍ମପୁର: ଦିଗପହଣ୍ଡି ସହରରେ ଜଣେ ଦଶମ ଶ୍ରେଣୀ ଛାତ୍ର ନିଆଁରେ ପୋଡ଼ିଯାଇ ମୃତ୍ୟୁବରଣ କରିଛନ୍ତି । ବୁଧବାର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିଥିବା ବେଳେ ସେ ନିଜ ମାର୍କ ଦେଖିବା ପୂର୍ବରୁ ଆଖି ବୁଜିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ରାଣୀ ସାହିର କାଳିଆ ଜେନାଙ୍କ ଝିଅ…

ଗଞ୍ଜାମରେ କରୋନା ମୁକାବିଲା ପାଇଁ ଫିଭର କ୍ଲିନିକ; ମାସ୍କ ବ୍ୟବହାର ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର: ରାଜ୍ୟର କେତେକ ଅଞ୍ଚଳରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗଞ୍ଜାମ ଜିଲାରେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ଦେଖା ଦେଇନାହିଁ। ତଥାପି ଆଗୁଆ ପ୍ରସ୍ତୁତ ହୋଇଯାଇଛି ଗଞ୍ଜାମ ଜିଲା ପ୍ରଶାସନ। ମାସ୍କ ପିନ୍ଧିବା ସହିତ କରୋନା ମୁକାବିଲା ପାଇଁ ମାର୍ଗଦର୍ଶିକା ଜାରି…

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠା​‌ରେ ଅବସ୍ଥିତ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କାର୍ଯ୍ୟରତ କର୍ମଚାରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଅନୁଷ୍ଠାନର ସଂପାଦକ କେ. ଆନନ୍ଦ ରାଓଙ୍କ ବିରୋଧରେ କାର୍ଯ୍ୟରତ ଶିକ୍ଷକ,…

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: କାନର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ଇଏନଟି…

ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ବଣ୍ଟନ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷାନୁଷ୍ଠାନକୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡ଼େପୁଟି ମେୟର ଇ.…

ତିନି ଛୁଆର ମାଆକୁ ନେଇ ଫେରାର ଯୁବକ ହେଲା ଗିରଫ

ବ୍ରହ୍ମପୁର: ତିନି ଛୁଆର ମାଆକୁ ନେଇ ଫେରାର୍‌ ହୋଇଯାଇଥିବା ଯୁବକ ଗିରଫ । ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି । ପ୍ରଥମେ ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିବା ନେଇ ପରିବାର ଲୋକେ ବ୍ରହ୍ମପୁର ବଡବଜାର ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ସେହି ଅନୁସାରେ ତଦନ୍ତ କରି…

ଗଞ୍ଜାମବାସୀଙ୍କ ସ୍ୱାସ୍ଥ୍ୟଗତ ତଥ୍ୟର ହେବ ଡିଜିଟାଲ ଡାଟାବେସ୍‌

ବ୍ରହ୍ମପୁର: ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗଞ୍ଜାମ ଜିଲା ବ୍ୟାପି ଘରକୁ ଘର ବୁଲି ପ୍ରତ୍ୟୋକ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେବ। ଉକ୍ତ ଡାଟାବେସ୍ ତଥ୍ୟକୁ ଆଧାର କରି ଚିକିତ୍ସା ପଦ୍ଧତିର ମାର୍ଗ ନିରୂପଣ କରାଯିବ । ଫଳରେ ଲୋକଙ୍କ…

ହିଞ୍ଜିଳିରେ ସକ୍ରିୟ ଚୋରି ଗ୍ୟାଙ୍ଗ୍‌ : ଘରେ ପଶି ନେଇଗଲେ ୧୮୦ ଗ୍ରାମ ସୁନା

ବ୍ରହ୍ମପୁର:ଗଞ୍ଜାମ ଜିଲାର ହିଞ୍ଜିଳି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋର ଗ୍ୟାଙ୍ଗ ସକ୍ରିୟ ହୋଇପଡ଼ିଛନ୍ତି । ଦୁଇଟି ଭିନ୍ନ ଜାଗାରୁ ୧୮ ତୋଳା(୧୮୦ଗ୍ରାମ) ଓଜନର ସୁନା ଅଳଙ୍କାର ସହିତ ରୂପା ଅଳଙ୍କାର ଏବଂ ନଗଦ ୬୯ ହଜାର ଟଙ୍କା ଚୋରି କରିନେଇଛନ୍ତି। ଉଭୟ ଘଟଣାରେ ହିଞ୍ଜିଳି ଥାନାରେ…