Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଛାତ୍ରୀଙ୍କୁ ଅସଦଚାରଣ ଅଭିଯୋଗରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମାମଲାରେ ଓଡ଼ିଆ ବିଭାଗର ପ୍ରଫେସର ସଦାନନ୍ଦ ନାୟକଙ୍କୁ ଗୋପାଳପୁର ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁଯାୟୀ ଗତ ମେ ୨୧ତାରିଖ ଦିନ ଓଡିଆ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ରୀଙ୍କୁ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ: ୨୨ ବର୍ଷ ବିଚାର ପରେ ତିନି ବର୍ଷ ଜେଲ୍

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲା ଆସିକା ଯୋଗାଣ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ୩ ବର୍ଷ କାରା ଦଣ୍ଡାଦେଶ ହୋଇଛି। ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଲୁନା ମହାନ୍ତି ଦୀର୍ଘ ବର୍ଷ ଧରି ଚାଲୁ ରହିଥିବା ଏହି ମାମଲାର…

ବ୍ରହ୍ମପୁରକୁ କରାଯିବ ସ୍ମାର୍ଟ ସିଟି: ମନ୍ତ୍ରୀ ଉଷା ଦେବୀ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କୁ ଶନିବାର ଅପରାହ୍ନରେ ନିଗମ କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ତରରେ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା…

ତିନି ବର୍ଷର ଶିଶୁ ଉପରେ ଅଧିକାର ପାଇଁ ଜନ୍ମ କଲା ମା’-ପାଳିତ ମା’ ଭିତରେ ବିବାଦ

ବ୍ରହ୍ମପୁର: ୩ ବର୍ଷର ଶିଶୁକୁ ନିଜ ପାଖରେ ରଖିବା ପାଇଁ ଜନ୍ମିତ ମା’ ଏବଂ ପାଳିତ ମା’ ମଧ୍ୟରେ କିଛି ଦିନ ଧରି କଳହ ଆରମ୍ଭ ହୋଇଛି । ଗୋଟିଏ ପଟେ ଜନ୍ମ କଲା ମାଆ ତାର ଅଧିକାର ସାବ୍ୟସ୍ଥ କରିବା ପାଇଁ ପିଲାକୁ ନେବା ପାଇଁ ଚାହୁଁଥିବା ବେଳେ ଅନ୍ୟପଟେ ୩ବର୍ଷ ଧରି ବହୁ କଷ୍ଟରେ ଲାଳନ ପାଳନ…

ସମୁଦ୍ରରେ ଲୀନ ହେବ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା!

ବ୍ରହ୍ମପୁର : ଜଳବାୟୁ ପରିବର୍ତ୍ତନ ଯୋଗୁ ଗଞ୍ଜାମ ଉପକୂଳରେ ସମୁଦ୍ର କୂଳ ଲଂଘିବାରେ ଲାଗିଛି। ଛତ୍ରପୁର, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଏବଂ ଚିକିଟି ବ୍ଲକର କେତେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭକୁ ଚାଲିଯାଉଛି । ଏଥିରେ ଯୋଡ଼ି ହେବାକୁ ଯାଉଛି ଛତ୍ରପୁର ବ୍ଲକରେ ଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ…

ସୁମିତ-ତପସ୍ୱିନୀ ବିବାହ ବିବାଦ : କୋର୍ଟ ଦେଲେ ଆହୁରି ସମୟ

ବ୍ରହ୍ମପୁର :  ତୁଟିବ କି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ । କୋର୍ଟ ପୁଣି ଦେଲେ ୯୦ ଦିନର ମହଲତ । ଏହି ସମୟ ମଧ୍ୟରେ ଉଭୟ ଚାହିଁଲେ , ସେମାନଙ୍କ ମଧ୍ୟରେ ବୁଝାମୁଣା କରି ମୀମାଂସା କରିପାରିଲେ କୋର୍ଟକୁ ଅବଗତ କରିପାରିବେ । ଡାକ୍ତର ସୁମିତ୍-ତପସ୍ବିନୀ ବିବାଦ ଘଟଣାରେ ଉଭୟ ପରିବାର…

ଖଣି ଖାଦାନ ଉପରେ ଚଢ଼ଉ ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁବାର ଆଭାସିରେ ଜିଲାର ସମସ୍ତ ତହସିଲର ରାଜସ୍ୱ ସମୀକ୍ଷା କରିଥିଲେ । ରାଜସ୍ୱ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନେଇ ରାଜ୍ୟ ସରକାର ସବୁବେଳେ ତତ୍ପରତା ପ୍ରକାଶ କରୁଛନ୍ତି । ଏଣୁ ତହସିଲଗୁଡିକରେ ପଡ଼ି ରହିଥିବା ମ୍ୟୁଟେସନ୍ କେସ, ଖାରଜ…

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ଗଞ୍ଜାମ ବିଜେପିରେ ଖୁସି

ବ୍ରହ୍ମପୁର : ରାଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ନେଇ ଗଞ୍ଜାମ ବିଜେପିରେ ଖୁସିର ଲହର ଖେଳିଯାଇଛି । ବୁଧବାର ଅପରାହ୍ନରେ ବ୍ରହ୍ମପୁର ଗାନ୍ଧିନଗର ଛକ ଠାରେ ବାଣ ଫୁଟାଇ ଏବଂ ମିଠା ଖୁଆଇ ଦଳର ନେତାମାନେ ଖୁସି ପ୍ରକାଶ କରିଥିଲେ ।…

୧୫ ଦିନ ଭିତରେ ଅର୍ଦ୍ଧନିର୍ମିତ ଡ୍ରେନ୍‌, ରାସ୍ତା କାମ ଶେଷ କରିବାକୁ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର:ବର୍ଷା ସମୟରେ ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ସମସ୍ୟା ଉତ୍କଟ ରୂପ ନେଉଛି । ସୋମବାର ଏହାର ଉଦାହରଣ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେଲା ସହରରେ କେତେକ ରାସ୍ତା ଏବଂ ଡ୍ରେନ୍‌ ନିର୍ମାଣ ଚାଲିଥିବା ଯୋଗୁ ସମସ୍ୟା ଅଧିକ ସାଂଘାତିକ ହୋଇଯାଇଥିଲା । କାରଣ ବର୍ଷା ସମୟରେ…

ଗଞ୍ଜାମର ସୁରକ୍ଷା କବଚ ‘ସ୍ୱୟଂସିଦ୍ଧା’

ବ୍ରହ୍ମପୁର:ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲା ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ଭୟ ସବୁବେଳେ ରହିଥାଏ । ପ୍ରାୟତଃ ସବୁ ବର୍ଷ ସାମୁଦ୍ରିକ ଝଡ଼ ଏହି ଜିଲାକୁ କ୍ଷତିଗ୍ରସ୍ତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲାରେ ବାତ୍ୟା ମୁକାବିଲା ଦିଗରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।…