Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମିଳିବ BSKY ସ୍ମାର୍ଟ କାର୍ଡ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁରରେ ପହଞ୍ଚି ମା’ ତାରାତାରିଣୀଙ୍କ ଦର୍ଶନ କରିବେ । ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।…

ଛୁରୀ ଦେଖାଇ ଲୁଟିନେଲେ ୩ ଲକ୍ଷ ୭୦ ହଜାର ଟଙ୍କା , ପୋଲିସର ତଦନ୍ତ ଜାରି

ଗଞ୍ଜାମ : ଗଞ୍ଜାମରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପ୍ରାୟଗୀ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ କରିଛନ୍ତି ଦୁବୃର୍ତ୍ତ । କୃଷ୍ଣପ୍ରସାଦ ବ୍ଲକର ରବିନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର…

ଦୁବାଇ ଫେରନ୍ତା କରୋନା ପିଜିଟଭ୍ ଚିହ୍ନଟ, ଓମିକ୍ରନକୁ ନେଇ ବଢ଼ିଲା ଭୟ

ଗଞ୍ଜାମ : ସାରା ବିଶ୍ୱ ବାସୀଙ୍କୁ ଘାରିଛି କରୋନା ଓ ଓମିକ୍ରନ ଭୟ। ହେଲେ ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ରାଉରକେଲାର। ସେ ଗଞ୍ଜାମ ଭଞ୍ଜନଗର ଲଣ୍ଡେଇ ସାହିର ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ ଏହି ସମୟରେ ତାଙ୍କ ରିପୋର୍ଟ…

ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ବ୍ରହ୍ମପୁର: ସରିଲା ୭ ଦିନିଆ ମହଲତ, ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି  । ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି ଏସଡିଜେଏମ୍ କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ । ଆଜି…

ଭିଜିଲାନ୍ସ ଜାଲରେ କନେଷ୍ଟବଳ, ଘରୁ ମିଳିଲା ୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବ୍ରହ୍ମପୁର ପୋଲିସର କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ରେଡ ଚଳାଇଛି ଭିଜିଲାନ୍ସ । ଏକକାଳୀନ ତିନୋଟି ସ୍ଥାନରେ ଚାଲିଛି ଚଢ଼ାଉ।ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା…

ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ

ବ୍ରହ୍ମପୁର : ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ । ବର୍ତ୍ତମାନ ଧାନା ଫସଲ ଅମଳ ସମୟ ହୋଇଥିବାରୁ ପାଚିଲା ଧାନରେ ବର୍ଷା ଜଳ ମାଡି ଅନେକ ଯାଗାରେ ତାହା ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।  ବିଶେଷ କରି ଆଗୁଆ ଧାନା ଚାଷ କରିଥିବା ଚାଷୀ ମାନେ ଧାନ କାଟି ଜମିରେ ପକାଇ…

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା ଘଟଣାରେ ୬ଗିରଫ

ବ୍ରହ୍ମପୁର : ପୂର୍ବତନ ସରପଞ୍ଚ ହତ୍ୟାକାଣ୍ଡ ଘଟଣା । ଏହି ମାମଲାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ୩ଟି ଖଣ୍ଡା ଜବତ କରାଯାଇଛି । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଫାଣି ଫ୍ୟାକ୍ଟ୍ରି ନିକଟରେ ଗତ ୫ତାରିଖରେ ଅନନ୍ତେଇର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଦୁର୍ବୃତ୍ତ ଅତି…

ଦେଶର ଶ୍ରେଷ୍ଠ ୩ ଥାନା ଭିତରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା

ଗଞ୍ଜାମ: ଦେଶର ଶ୍ରେଷ୍ଠ ୩ଟି ପୋଲିସ ଥାନା ଭିତରେ ଅଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ବର୍ଷ ୨୦୨୧ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଥାନାକୁ ଚୟନ କରିଛି । ୧୯ ତାରିଖରେ ଲକ୍ଷ୍ନୌରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବ ।…

ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ,୨୪୭ ପିଜିଟିଭ୍ ଚିହ୍ନଟ

ଗଞ୍ଜାମ : ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ଡେଙ୍ଗୁ ଥମିବାରେ ନାଁ ନେଉନି । ଗଞ୍ଜାମରେ ଏବେ ସୁଦ୍ଧା ୨୪୭ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୧୯୪ ଜଣ ସ୍ଥାନୀୟ ହୋଇଥିବା ବେଳେ ୫୩…

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…