Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

ଦେଶର ଶ୍ରେଷ୍ଠ ୩ ଥାନା ଭିତରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା

ଗଞ୍ଜାମ: ଦେଶର ଶ୍ରେଷ୍ଠ ୩ଟି ପୋଲିସ ଥାନା ଭିତରେ ଅଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ବର୍ଷ ୨୦୨୧ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଥାନାକୁ ଚୟନ କରିଛି । ୧୯ ତାରିଖରେ ଲକ୍ଷ୍ନୌରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବ ।…

ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ,୨୪୭ ପିଜିଟିଭ୍ ଚିହ୍ନଟ

ଗଞ୍ଜାମ : ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ଡେଙ୍ଗୁ ଥମିବାରେ ନାଁ ନେଉନି । ଗଞ୍ଜାମରେ ଏବେ ସୁଦ୍ଧା ୨୪୭ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୧୯୪ ଜଣ ସ୍ଥାନୀୟ ହୋଇଥିବା ବେଳେ ୫୩…

ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ: ବେଆଇନ ବାଣ ଜବତ ସହ ୩ଗିରଫ

ଖଲ୍ଲିକୋଟ: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ପୋଲିସ ପକ୍ଷରୁ ଚଢ଼ାଉ। ଚଢ଼ାଉବେଳେ ୪୦ହଜାରରୁ ଅଧିକ ଟଙ୍କାର ବାଣ ଜବତ କରାଯାଇଛି। ଏହା ସହ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ପୋଲିସ ପକ୍ଷରୁ ତିନୋଟି ଟିମ ଶ୍ୟାମସୁନ୍ଦରପୁର, କେଶପୁର ଛକ ଓ…

ଗଞ୍ଜେଇ, ଅଫିମ ସହ ୮କେଜି ୫୯୬ଗ୍ରାମ ସୁନା ଜବତ

ବ୍ରହ୍ମପୁର: ଖଲ୍ଲିକୋଟ ପୋଲିସକୁ ବଡ଼ ସଫଳତା। ଗଞ୍ଜାମ ଖଲ୍ଲିକୋଟ ଖଜାପଲ୍ଲୀରେ ଜଣେ ଗଞ୍ଜେଇ ଚାଲାଣକାରୀଙ୍କ ଘରେ ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ। ତାଙ୍କ ଘରୁ ୩୪କେଜି ୯୪ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାସହ ୧୦କେଜିରୁ ଅଧିକ ଅଫିମ, ୭୫ଲକ୍ଷ ଟଙ୍କା ଏବଂ ୮କେଜି ୫୯୬ଗ୍ରାମ ସୁନା ଜବତ ହୋଇଛି।…

ଗାଁରେ ଥମୁନି ହାତୀ ଆତଙ୍କ

ଭୁବନେଶ୍ୱର: ପୁଣି ମାତିଛି ହାତୀ । ବିଭିନ୍ନ ସ୍ଥାନରେ ଥମୁନି ହାତୀ ଉପଦ୍ରବ । ଗାଁ ଭିତରକୁ ଜଙ୍ଗଲୀ ହାତୀ ପଶି ଆସୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଘରଦ୍ୱାର ଭାଙ୍ଗୁଥିବା ବେଳେ ଗାଁରେ ଲୋକେ ଆତିଙ୍କିତ ଅବସ୍ଥାରେ ରହିଛନ୍ତି । ଅନ୍ୟ ସ୍ଥାନ ଭଳି ଗଂଜାମ ଧରାକେଟରୁ ନେଇ…

ସାମୁହିକ ସ୍ବଚ୍ଛତା ଦିବସ, ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ବଚ୍ଛତା ଦିବସ ପାଳନ ।  ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଛି । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ…

ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ସଜାଗ ଗଞ୍ଜାମ ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜରୁରୀ କାଳୀନ ବୈଠକ । ବିଭିନ୍ନ ବିଭାଗର ଅଧିକାରୀ ମାନେ ବୖଠକରେ ଉପସ୍ଥିତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲଟି ଉପରେ…

ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ, ୪ ଜଣ ଆହତ

ବ୍ରହ୍ମପୁର: ଅଟୋ ଧକ୍କାରେ ବସ୍ ଡ୍ରାଇଭର ମୃତ । ବସ୍ ଠିଆ କରି ପରିଶ୍ରା ପାଇଁ ଯିବା ବେଳେ ଧକ୍କା ଦେଇଥିଲା ଅଟୋ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ଚୁଡଙ୍ଗପୁରରେ ଏହି ଦୁର୍ଘଟଣା ଘଟିଛି । ମୃତ ଡ୍ରାଇଭର ହେଲେ ନୟାଗଡ଼ ଜିଲ୍ଲାର ସୁଧାକର ସାହୁ । ଏହି ଦୁର୍ଘଟଣାରେ ଅଟୋ ଡ୍ରାଇଭର ଓ…

ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ମୁଣ୍ଡ: ଯୁବକଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରୁ ଗଡ଼ିଲା ମୁଣ୍ଡ । ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା । ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ ନେଇଛି ଜୀବନ । ଯୁବକଙ୍କୁ ହତ୍ୟା ପରେ ତାଙ୍କ ଘରେ ନିାଁ ଲଗାଇଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଖଦାଳ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି…

ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳା ମୃତ

ବ୍ରହ୍ମପୁର: ଅଜଣା ଗାଡ଼ି ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ । ବ୍ରହ୍ମପୁର-ଦିଗପହଣ୍ଡି ରାସ୍ତା ଗୋକର୍ଣ୍ଣପୁର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ତମାଳ ବିନ୍ଧାଣୀ ଓ ଚିନାରୀ ବାଙ୍ଗାରୀ ପାତ୍ର। ଏହି ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଦିଗପହଣ୍ଡି-ବ୍ରହ୍ମପୁର…