Latest Odisha News

BREAKING NEWS

Browsing Category

ଗଞ୍ଜାମ

Ganjam

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ…

ଗଞ୍ଜାମରେ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ବ୍ଲକର ଢ଼ୁଙ୍କାପଡ଼ା କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ । ଏହି ସେଣ୍ଟରରେ ଜଣେ ସୁରତ ଫେରନ୍ତାଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମୃତକ ଦୁଇ ଦିନ ତଳେ ସୁରତରୁ ଟ୍ରେନରେ ଓଡିଶା ଫେରିଥିଲେ । ଘଟଣା…

ଗଞ୍ଜାମରେ ୭ କରୋନା ପଜିଟିଭ୍ ଚିହ୍ନଟ: ଓଡ଼ିଶାରେ ଆକ୍ରାନ୍ତଙ୍କ ୨୧୯କୁ ବୃଦ୍ଧି

ଭୁବନେଶ୍ୱର: ଗୁରୁବାର ଦିନ ଗଞ୍ଜାମରେ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଆଜି ବୃଦ୍ଧି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି । ପଜିଟିଭ୍ ଚିହ୍ନଟ…

ଗଂଜାମ ସୁବଳୟା କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଲଙ୍କାକାଣ୍ଡ

ଗଂଜାମ : ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତ ଆଦର୍ଶ ବିଦ୍ୟାଳୟରେ କରାଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଖାଇବାର ମାନକୁ ନେଇ ଲଙ୍କାକାଣ୍ଡ ଭିଆଇଛନ୍ତି ପ୍ରବାସୀ ଶ୍ରମିକ । କେବଳ ଭାତ ଡାଲମା ଦିଆଯାଉଥିବାର ଅଭିଯୋଗ କରି ଆଜି ସେମାନେ ଖାଦ୍ୟକୁ ନ ଖାଇ ପ୍ଲେଟ ସହ ତଳେ ଫୋପାଡି ଦେଇଥିବା ଦେଖିବାକୁ…

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ତେବେ ଗଞ୍ଜାମର ବେଗୁନିଆପଡା…

ପ୍ରତିଦିନ ଘଟୁଛି ଦୁର୍ଘଟଣା; ରାସ୍ତା ମଝିରେ ବୋରୱେଲ ପାଇପ୍ !

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କ ସମେତ ପ୍ରତ୍ୟେକ ଓ୍ବାଡ଼ ସଡ଼କର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ପୋଲସରା ଏନ୍.ଏ.ସି. ର ମୁଖ୍ୟ ସଡ଼କରୁ ୧୨ ନଂ ଓ୍ବାଡ଼ ସୁବୁଦ୍ଧି ସାହି , ଧୋବା ସାହି ଓ ବଡ ହରିଜନ ସାହିର ତିନି ଛକି ସଡ଼କ…

ଆଉ କିଛି ଘଣ୍ଟା ପରେ ଗଂଜାମରେ ପହଞ୍ଚିବେ ସୁରଟ ଫେରନ୍ତା

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟରୁ ଗଞ୍ଜାମ ଅଭିମୁଖେ ବାହାରିଥିବା ଚାରିଟି ବସ୍ ଫୁଲବାଣୀ ଅତିକ୍ରମ କରିଛି । ଜିଲ୍ଲା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବସଗୁଡିକ ଆସୁଛି । ଚାରିଟି ବସରେ ଆସୁଥିବା ଶତାଧିକ ପ୍ରବାସୀ ଓଡିଆ ଗଂଜାମର ଧରାକୋଟ ଓ ଶେରଗଡରେ ପହଞ୍ଚିବା ପରେ ସେମାନଙ୍କ…

ଲକ୍‌ଡାଉନରେ ଯାଉଥିଲେ ବିଶାଖାପାଟଣାରୁ କୋଲକାତା, ଅଟକ ରଖିଲା ଓଡିଶା ପୋଲିସ

ବ୍ର୍ରହ୍ମପୁର : ଲକ୍‌ଡାଉନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ଚାଲି ଚାଲି ନିଜ ଗାଁକୁ ଫେରୁଥିବାର ଦେଖାଯାଉଛି । ବିଶାଖାପାଟଣାରୁ କୋଲକାତା ଅଭିମୁଖେ ବାହାରିଥିବା ୧୦ ଜଣ ଶ୍ରମିକ ଶ୍ରେଣୀର ଲୋକଙ୍କୁ ଶନିବାର ପୋଲିସ ଲାଂଜିପଲ୍ଲୀ ବାଇପାସ୍ ଠାରେ ଅଟକାଇଥିଲା ।…

ମେରୁଯାତ୍ରା ବନ୍ଦ ନିର୍ଦ୍ଦେଶକୁ ଅବମାନନା କରି ପୋଲସରାରେ ୧୨ ଦଣ୍ଡୁଆ ଅଟକ

ବୁଗୁଡା: ଚାରିଆଡେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ଗଂଜାମ ଜିଲ୍ଲାପାଳ ମେରୁ ଯାତ୍ରା ଉପରେ ରୋକ ଲଗାଇଥିଲେ । ତଥାପି କେତେକ ସ୍ଥାନରେ ଶ୍ରଦ୍ଧାଳୁ ପ୍ରଶାସନର ତାଗିଦାକୁ ନ ମାନି ମେରୁ ଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଥିଲା । ରବିବାର ପୋଲସରା ବ୍ଲକର ମାଳତେନ୍ତୁଳିଆ ଓ ସୋଡକ…

ଶିକାର ଉଦ୍ୟମ ବେଳେ ବୁଗୁଡା ବନବିଭାଗର ଚଢଉ, ଜଣେ ଗିରଫ ଅନ୍ୟ ଦୁଇ ଫେରାର

ବୁଗୁଡା – ବୁଗୁଡା ବନାଞ୍ଚଳର କୈଳାସ ନଗର ନିକଟ କିରିଆମ୍ବା ୧୦ନମ୍ବର ସଂରକ୍ଷଣ ଜଙ୍ଗଲରେ ଶିକାର ଉଦ୍ୟମ କରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଉ କରି ଜଣଙ୍କୁ ଗିରଫ କରାଯାଇଛି । ଏଥି ସହ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏ ନେଇ ଏକ ମାମଲା ରୁଜୁ କରାଯାଇଛି । ଜଙ୍ଗଲରେ ବିଦ୍ୟୁତ ଫାଶ…