Latest Odisha News

BREAKING NEWS

Browsing Category

ଝାରସୁଗୁଡ଼ା

Jharsuguda

କଂଗ୍ରେସର କିଶୋର ପଟେଲ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀ: ସାଲୁଜା

ଭୁବନେଶ୍ୱର: କିଶୋର ପଟେଲ ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ । କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ସୂଚନା ଦେଇଛନ୍ତି । ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମେ ୩୧ରେ ଭୋଟ୍ ପଡ଼ିବ । ଏହା ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ…

ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ

ବ୍ରଜରାଜନଗର:  ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି । ଏଠାରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନର ରହଣି ଦାବି ନେଇ ରେଳରୋକୋ କରିବା ସହ ବ୍ରଜରାଜନଗର ବନ୍ଦ ଡାକରା ଦେଇଛି ନାଗରିକ ମଞ୍ଚ। ଆଜି ସକାଳ ୬ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ। ଦାବି…

ବ୍ରଜରାଜନଗର ଉପନିର୍ବାଚନ : ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା

ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନରେ କିଏ ହେବ ବିଜେପି ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଲେ ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା । ଦଳ ମୋତେ ପ୍ରସ୍ତୁତ ରହିବା ପାଇଁ କହିସାରିଛି । ମୁଁ ଲଢେ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । ନାଁ ଘୋଷଣା ହୋଇଗଲେ ଲଢିବା ପାଇଁ ପ୍ରସ୍ତୁତ ହେବି । ସେପଟେ,…

ଦ୍ୱିପ୍ରହର ସୁଦ୍ଧା ଝାରସୁଗୁଡା ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର: ଖରାରେ ସିଝିଲା ଝାରସୁଗୁଡା । ଆଜି ଦିନ ୧୧ଟା ୩୦ ସୁଦ୍ଧା ରାଜ୍ୟର ଉତ୍ତପ୍ତ ସହର ହେଲା ଝାରସୁଗୁଡା। ଦିନ ୧୧.୩୦ ସୁଦ୍ଧା ରେକର୍ଡ ହୋଇଥିବା ଦିନର ତାପମାତ୍ରା ଅନୁଯାୟୀ ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୩୯ ଡ଼ିଗ୍ରୀ, ବାଲେଶ୍ୱର ୩୮…

[ଭିଡିଓ] ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଲଳିତ ଆତ୍ମହତ୍ୟା କରିଛି ବୋଲି କହିଲେ ବାପା ଓ ଭାଇ

ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଜି ମୃତ ଲଳିତ ସାହୁଙ୍କ ବାପା ବେଳାରସେନ ସାହୁ ଓ ଭାଇ ବିରଞ୍ଚି ସାହୁ ଝାରସୁଗୁଡା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବା ସହ ଲଳିତ ଆତ୍ମହତ୍ୟା କରିଥିବା କଥା ସ୍ୱିକାର…

ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଝାରସୁଗୁଡାରେ ଏସପି ଅଫିସ ଘେରାଉ କଲା ବିଜେପି

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରାଷେୟା ଲଳିତ ସାହୁ ମୃତ୍ୟୁ ମାମଲାକୁ ନେଇ ବଢୁଛି ବିବାଦ । ରୋଷେଇଆ ଲଳିତ ସାହୁ ମୃତ୍ୟୁ ମାମଲାରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ଆଜି ଝାରସୁଗୁଡାରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରିବା ସହ…

ମନ୍ତ୍ରୀ ନବ ଦାସଙ୍କ ରୋଷେୟାଙ୍କ ଶବକୁ ରାତିରେ ବ୍ୟବଛେଦ କରାଇବା ପଛରେ କାରଣ କ’ଣ?

ଝାରସୁଗୁଡା: ରୋଷେୟା ଲଳିତ ସାହୁଙ୍କ ମୃତ୍ୟୁ ମାମଲେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଯଦିଓ ଲଳିତ ସାହୁ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି ହେଲେ ଶବ ବ୍ୟବଚ୍ଛେଦ ରାତିରେ କେଉଁ ପରିସ୍ଥିତିରେ ହେଲା ତାକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀ…

ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ କହିଲେ ଅଳକା ମହାନ୍ତି

ଝାରସୁଗୁଡା: ପଞ୍ଚାୟତ, ପୌର ପରେ ଏବଂ ରାଜ୍ୟରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଖୁବଶୀଘ୍ର ତାରିଖ ଘୋଷଣା ହେବ ବୋଲି ଜଣାପଡିଛି । ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ଚର୍ଚ୍ଚା ବଢିଛି ।…

ଦିବଂଗତ ବିଧାୟକଙ୍କ ପୁଅ ନା ମନ୍ତ୍ରୀଙ୍କ ଝିଅ, କିଏ ହେବେ ବ୍ରଜରାଜନଗର ବିଧାନସଭାର ପ୍ରାର୍ଥୀ ?

ଝାରସୁଗୁଡା: କିଶୋର ମହାନ୍ତିଙ୍କ ବିୟୋଗ ପରେ ଖାଲି ପଡିଛି ଝାରସୁଗୁଡାର ବ୍ରଜରାଜନଗର ବିଧାନସଭା ଆସନ । ପୌର ନିର୍ବାଚନ ପରେ ପରେ ଖୁବଶୀଘ୍ର ଉପ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ରହିଛି । ତେଣୁ ବ୍ରଜରାଜନଗର ବିଧାନସଭା ଆସନରୁ କିଏ ହେବେ ପ୍ରାର୍ଥୀ ସେ ନେଇ ରାଜନୈତିକ ଦଳଙ୍କ…

କଏଦୀ ହେବେ ଆତ୍ମନିର୍ଭଶୀଳ, ୩ଦିନ ଇଂଲିସ୍ କ୍ଲାସ ସାଙ୍ଗକୁ କମ୍ପ୍ୟୁଟର ଶିକ୍ଷା

ଝାରସୁଗୁଡ଼ା: କଏଦୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଝାରସୁଗୁଡ଼ା ଜିଲ୍ଳା ଉପ-କାରାଗାରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ରେଞ୍ଜ ଡିଆଇଜି ଅନସୂୟା ଜେନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ, ଏଲଇଡି ବଲବ୍, ଏସେମ୍ବଲିଂ ୟୁନିଟ୍ ଏବଂ ଡିଟରଜେଣ୍ଟ…