Latest Odisha News
Browsing Category

କନ୍ଧମାଳ

Kandhamal

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ,୨ ଗିରଫ

କନ୍ଧମାଳ :ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ଦୁଇ ଜଣ ଅଭିଯୁକ୍ତ ଗିରଫ । କନ୍ଧମାଳ ଜିଲ୍ଲା କୋଟଗଡ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବନ ବିଭାଗ ଟିମ୍ ଚୋରା ଚାଲଣକାରୀଙ୍କ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରିଛନ୍ତି । ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କ ମିଳିତ ଉଦ୍ୟମରେ…

ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନାରେ ଛାଡ଼ି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ…

ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର

ଫୁଲବାଣୀ : ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର । ଓଡିଶା ପୁଅ ରାଜବୀର ପାଇଁ ବିଦେଶରେ କରାଯାଉଛି କ୍ୟାମ୍ପେନିଙ୍ଗ । ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ତଥା ଏସ୍ଏମ୍ଏ ଭଳି ମେରୁଦଣ୍ଡ ମାଂସପେଶୀ ରୋଗରେ ଆକ୍ରାନ୍ତ ରାଜବୀର । ଫୁଲବାଣୀର ୧୯ ମାସର ପୁଅ ରାଜବୀର ପାଇଁ ଆମେରିକାରେ ଏକାଠି ହୋଇ…

ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ: ୩.୫ ଡିଗ୍ରୀ ସେଲସିୟସକୁ ଖସିଲା ପାରଦ

ଦାରିଙ୍ଗିବାଡ଼ି: ଶୀତରେ ଥରୁଛି ସାରା ଓଡ଼ିଶା । ଅସମ୍ଭାଳ ଶୀତ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ବାଘୁଆ ଶୀତ । ତଳକୁ ତଳକୁ ଖସୁଛି ପାରଦ । ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ଦାରିଙ୍ଗିବାଡି । ସେଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ…

ଶୀତରେ ଥରୁଛି ଦାରିଙ୍ଗିବାଡ଼ି: ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ସେଲସିୟସ୍ ରେକର୍ଡ

ଦାରିଙ୍ଗିବାଡ଼ି: ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଦକ୍ଷିଣ ଓଡ଼ିଶାରେ ବେଶୀ ଥଣ୍ଡା ଅନୁଭୂତ ହେଉଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିରେ ଜାଡ଼ ହାଡ଼ ଭାଙ୍ଗୁଛି । ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ…

ବାଲିଗୁଡ଼ା ସବଜେଲରୁ କଏଦୀ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବଜେଲରୁ କଏଦୀ ଫେରାର୍ । ଫେରାର କଏଦୀର ନାଁ ଟୁକୁନା ମାଳି । ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ । ଜେଲ ପରିସରରେ ଥିବା ଏକ ଝରକାର ଲୁହା ଗ୍ରିଲ୍ କାଟି ଚମ୍ପଟ ମାରିଛି ଟୁକୁନା । ଏନେଇ ବାଲିଗୁଡ଼ା ଥାନାରେ ଜେଲର୍ ଏତଲା ଦେଇଛନ୍ତି ।…

୧୫ କୋଟିର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା(କନ୍ଧମାଳ): ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ । ଏକର ଏଖର ଜାଗାରେ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ୧୫ କୋଟି ଟଙ୍କାର ଗଞ୍ଜେଇ ଗଛକୁ କାଟି ପୋଡିଛି ପୋଲିସ ଓ ଅବକାରୀ ବିଭାଗ । ମହାସିଙ୍ଗ ପଞ୍ଚାୟତର ଗୁମାପଦର…

କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଶୀତ ପ୍ରକୋପ । ରାତି ୮ଟା ହେଲେ ବଜାର, ସାହି, ଗଳିକନ୍ଦି ସମ୍ପୂର୍ଣ୍ଣ ଖାଁ ଖାଁ ଲାଗୁଛି । କୁହୁଡି ସାଙ୍ଗକୁ ଶୀତ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଲୋକମାନେ ଶୀତର ମଜା ନେବାପାଇଁ ବ୍ୟାୟାମ କରୁଥିବା ବେଳେ କିଛି ସ୍ଥାନରେ ଲୋକମାନେ…

କନ୍ଧମାଳରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ଲକ୍ଷ ୫୦ହଜାର ଲୋକ ଏହି ସୁବିଧା ପାଇବେ । ଏହାସହ ଜିଲ୍ଲାର…

୧୩୨ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

କନ୍ଧମାଳ: କନ୍ଧମାଳରେ ପୋଲିସ ଓ ଅବକାରୀ ବିଭାଗର ଅପରେସନ । ୧୩୨ଏକର ସରକାରୀ ଜମିରୁ ଗଞ୍ଜେଇ ଗଛ କାଟିଲା ପୋଲିସ ଓ ଅବକାରୀ ବିଭାଗ । କ. ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗ୍ରାମ ପଞ୍ଚାୟତର କୁଶାକୁପୁଡ଼ା, କୁଡ଼ୁପାକିଆ ଓ ଗସୁକିଆ ଗାଁର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନଭାବେ ଚାଷ…