Latest Odisha News

BREAKING NEWS

Browsing Category

ଖୋର୍ଦ୍ଧା

Khurda

ଆସ ବୁଲିଯିବା ଓଡିଶା: ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ‘କାଙ୍କଣ ଶିଖରୀ’, ଯେଉଁଠି ମହାପ୍ରଭୁଙ୍କୁ ପ୍ରସାଦ କରାଯାଏ କାଙ୍କଣ

ଖୋର୍ଦ୍ଧା: ଓଡ଼ିଶାରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ରହିଛି । ଯେଉଁଠିକୁ ଶୀତଋତୁ ଆସିଲେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳେ । ସେହିପରି ଏକ ମନୋଲୋଭା ପର୍ଯ୍ୟଟନ କ୍ଷେତ୍ର ହେଉଛି ‘କାଙ୍କଣ ଶିଖରୀ’ । ଏହା ଚିଲିକା ହ୍ରଦ ମଝିରେ ରହିଛି ।…

ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ପୂର୍ଣ୍ଣ, ୧୮୦ କିମିରୁ ୧୬୫.୫ କିମି ପର୍ଯ୍ୟନ୍ତ…

ଭୁବନେଶ୍ଵର: ଶେଷ ହେଲା ନିର୍ମାଣଧିନ ଜଟିଳ ଯଖପୁରା-ଜାରୋଲି ଦୋହରୀକରଣ ପ୍ରକଳ୍ପର ଟାଙ୍ଗିରିଆପାଳ-ଟମକା ରେଳ ଷ୍ଟେସନ୍ ମଧ୍ୟରେ ୧୦.୫୦୬ କିମି ଦୈର୍ଘ୍ୟ ରେଳ ଲାଇନ ନିର୍ମାଣ ସମ୍ପୂର୍ଣ୍ଣ ପରେ କାର୍ଯ୍ୟକ୍ଷମ କରାଯାଇଛି | ଗତକାଲି କୋଲକାତାର ଦକ୍ଷିଣ ପୂର୍ବ ସର୍କଲ ରେଳ ନିରାପତ୍ତା ଆୟୁକ୍ତ…

ପ୍ରିନ୍ସପାଲ ନେଇଗଲେ ମୋବାଇଲ, ଗଛରେ ଝୁଲିପଡିଲେ ଛାତ୍ର

ଖୋର୍ଦ୍ଧା:  ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଏକ ସ୍କୁଲରେ ଅଭାବନୀୟ ଘଟଣା । ପ୍ରନ୍ସିପାଲ୍ ମୋବାଇଲ ନେଇଯିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ରଜଣଙ୍କ ନାମ ପାବିଲ୍ୟାସ କର୍ଜି । ଘର ଗଜପତି ଜିଲା ହୁମାରେ ହୋଇଥିବା ବେଳେ ଛାତ୍ରଜଣକ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡିଚୁଆ ଛକ ନିକଟରେ…

ଟ୍ୟୁସନ୍ ଫି ପାଇଁ ତଣ୍ଟି କାଟି ନାବାଳକକୁ ହତ୍ୟା : ଡିସିପି

ଖୋର୍ଦ୍ଧା : ଜଟଣୀରେ ଘରେ ପଶି ନାବାଳକକୁ ହତ୍ୟା ଘଟଣା  । ଟିଉସନ୍ ଫି ପାଇଁ ନାବାଳକକୁ ହତ୍ୟା କରାଯାଇଛି । ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ଭୁବନେଶ୍ବର ଡିସିପି ପ୍ରତୀକ ସିଂ  । ମୃତ ବାଳକ ଶୁଭମ୍ ସ୍ବରୂପ ପାଲଟାସିଂ ର ବାପା ଏବଂ ମାଆ ଟ୍ୟୁସନ୍ କରନ୍ତି । ହତ୍ୟା କରିଥିବା ଯୁକ୍ତ…

ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ, ଘରେ ପଶି ନାବାଳକକୁ ଛୁରାମାଡ଼

ଖୋର୍ଦ୍ଧା: ବଢିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ରାଜ ରାସ୍ତାରେ ହେଉ କିମ୍ବା ଘରେ ଭିତରେ ହେଉ, ଅପରାଧୀମାନେ ଆତଙ୍କ ଖେଳାଇ ଚାଲିଛନ୍ତି। ଡକାୟତି, ଲୁଟ, ଆକ୍ରମଣ ଏବଂ ହତ୍ୟା କରିବା ଭଳି ଘଟଣା ଘଟଣାଇବାକୁ ପଛାଉନାହାଁନ୍ତି ଅପରାଧୀ। ଦିନକୁ ଦିନ ବଢିଚାଲିଛି ଅପରାଧ। ଏଭଳି ଏକ ଅପରାଧ ଘଟଣା…

ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡି ବସିଲା କମିଶନରେଟ ପୋଲିସ

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା ଲାଇସେନ୍ସରେ ବାଣ ଦୋକାନ…

ରାଜ୍ୟକୁ ସ୍ପର୍ଶ କଲାଣି ପହିଲି ଶୀତ, ସେପଟେ ଚିଲିକାରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ

ବାଲୁଗାଁ: ରାଜ୍ୟରୁ ଫେରିଛି ମୌସୁମୀ । ଏବେ ଓଡିଶାକୁ ଧୀରେ ଧୀରେ ସ୍ପର୍ଶ କଲାଣି ଶୀତର ପହିଲି ଛୁଆଁ । ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ । ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ପରିବେଶବିତ ।…

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ : ମାଆ ଆଗରେ ଚାଲିଗଲା ପୁଅର ଜୀବନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା  । ମାଆ ଆଗରେ ଚାଲିଯାଇଛି ପୁଅର ଜୀବନ । ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଜଣେ ୫ ବର୍ଷ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି । ଏବଂ ମାଆ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଖୋର୍ଦ୍ଧା ଗାନ୍ଧୀ ପଡିଆ ଅଞ୍ଚଳର…

ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ

ଖୋର୍ଦ୍ଧା:  ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ  । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ…

ପୋଲିସ କରୁଥିଲା ଜବତ ବାଣ ଓ ମଦ ଚୋରାଚାଲାଣ ! ହୋମଗାର୍ଡ ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ଥାନାରୁ ଚୋରା ଚାଲାଣ ବେଳେ ହୋମଗାର୍ଡ ଅଟକ  ।  ଜବତ ହୋଇଥିବା ବାଣ ଓ ମଦ ଏକ କାରରେ ଚୋରାଚାଲାଣ ହେଉଥିବାବେଳେ ଜଣେ ହୋମଗାର୍ଡଙ୍କୁ ଅଟକ ରଖାଯାଇଛି । ବିଳମ୍ବିତ ରାତିରେ ବେଗୁନିଆ ଥାନାରୁ ଚାଲାଣ ହେଉଥିବାବେଳେ ସେ ଧରାପଡିଛନ୍ତି । ସୂଚନା ଅନୁସାରେ ଗତକାଲି…