Latest Odisha News
Browsing Category

ମୟୂରଭଞ୍ଜ

Mayurbhanj

ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ମହିଳା ମୃତ

ବାରିପଦା: ବାଇକକୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୋଟର ସାଇକେଲରେ ୩ ଜଣ ଯାଉଥିବା…

ଛାତିରେ ଯନ୍ତ୍ରଣା ହେବାରୁ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା: ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ ଡାକ୍ତରଖାନାରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପ୍ରଥମେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା…

ଦୁର୍ଘଟଣା ପରେ ୩୦ ଫୁଟ ତଳକୁ ଖସିଲା ଟ୍ରକ, ହେଲପର୍ ମୃତ

କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ପ୍ଲାଷ୍ଟିକ ବୋଝେଇ ଟ୍ରକ । ୩୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଯଶୀପୁର ନିକଟ ଗହିରାବାଙ୍କଠାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।…

ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍, ଡ୍ରାଇଭର ମୃତ

କରଞ୍ଜିଆ(ମୟୂରଭଞ୍ଜ): ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ହେଲପର୍ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରୋଡ୍ ଚାଇଁବାଇଁଶି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।…

କୋଟିପତି ଗଞ୍ଜେଇ ମାଫିଆ ଗିରଫ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ 

ମୟୂରଭଞ୍ଜ: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ଏହାସହ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଗିରଫ ଗଞ୍ଜେଇ ମାଫିଆ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା କୟାଁଖୁଂଟା ଗାଁର ଶରତ ନାଏକ । ଦୁଇ ବର୍ଷ ହେବ ଜନବସତିରେ ରହି ସେ ଗଞ୍ଜେଇ କାରବାର କରି ଆସୁଥିଲା । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍…

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଉଦଳା ଅଞ୍ଚଳରୁ ସାଢ଼େ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବାରିପଦା: ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ମୟୂରଭଞ୍ଜ ଜିଲ୍ଲା କପ୍ତାପଦା ଥାନା ପୋଲିସ । ଉଦଳା ଅଞ୍ଚଳରୁ ସାଢେ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଗଞ୍ଜେଇ ମାଫିଆ ଶରତ ନାଏକଙ୍କୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷରୁ ଅଧିକ ଟଙ୍କା…

ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ଥାନା ଅଧିକାରୀ ସସପେଣ୍ଡ

ବାରିପଦା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା । ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍‌ପି ।…

ଆଜି ଆସୁଛନ୍ତି ସ୍ବତନ୍ତ୍ର ଟାସ୍କଫୋର୍ସର ୨ ଜଣିଆ ଟିମ୍, ଶିମିଳିପାଳର କରିବେ ସମୀକ୍ଷା 

ବାରିପଦା: ଶିମିଳିପାଳରେ ନିଆଁ ଲାଗିବାର କାରଣ ଖୋଜିବାକୁ ଆସୁଛନ୍ତି ରାଜ୍ୟର ସ୍ବତନ୍ତ୍ର ଟାସ୍କଫୋର୍ସର ଏକ ୨ ଜଣିଆ ଟିମ୍ । ଜଙ୍ଗଲରେ ନିଆଁ କେମିତି ଲାଗିଲା ଗ୍ରାଉଣ୍ଡ ଜିରୋରୁ ସମୀକ୍ଷା କରିବ ଏହି ଟିମ୍ ।  ଦିନ ସାଢେ ୧୨ଟା ବେଳକୁ ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ…

ଶିମିଳିପାଳରେ ଆଜି ବି ହେଲା ବର୍ଷା, ବିଭିନ୍ନ ସ୍ଥାନରେ ଲିଭିଲା ନିଆଁ

କରଞ୍ଜିଆ: ଶିମିଳିପାଳ ଅଭୟାରଣ୍ୟରେ ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା । ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳର ବର୍ଷା ହୋଇଛି । ଫଳରେ ବିଭିନ୍ନ ଅଞ୍ଚଳରେ ନିଆଁ ଲିଭି ଯାଇଛି । ସୂଚନା ଅନୁଯାୟୀ, ଆଜି ବରେହିପାଣି, ଚହଲା, ନଅଣା, ଗୁଡୁଗୁଡ଼ିଆ, ତାଳବନ୍ଧ, ଯଶୀପୁର ଆଦି ରେଞ୍ଜ ଅଞ୍ଚଳରେ ଘଡଘଡି…

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ବନ୍ଧୁକ ଜବତ

ବାରିପଦା: ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ । ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ତାଙକ୍ ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ…