Latest Odisha News

BREAKING NEWS

Browsing Category

ମୟୂରଭଞ୍ଜ

Mayurbhanj

କରୋନା ମୁକାବିଲା; ବଡମା’ଙ୍କ ଅନ୍ତିମ ଦର୍ଶନ କରିପାରିଲେନି ପୋଲିସ ଅଧିକାରୀ !

ମୟୂରଭଞ୍ଜ: କରୋନୋ ମହାମାରୀରେ ନିଜ କର୍ତ୍ତବ୍ୟକୁ ଆଦରି ବଡମା’ଙ୍କ ଶେଷ ଦର୍ଶନକୁ ତ୍ୟାଗ କଲେ । ନିଜ ଦେଶ ତଥା ରାଜ୍ୟ ପ୍ରତି ଏଭଳି କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କଲେ ମୟୂରଭଞ୍ଜର ଜଣେ ସୁଦକ୍ଷ ପୋଲିସ ଅଧିକାରୀ । ବେତନଟୀ ଥାନାଧିକାରୀ ଅଶୋକ କୁମାର ନାୟକ ।…

ଏହି ୩ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ରାଜ୍ୟର ୩ଟି ଜିଲ୍ଲାରେ ଗୁରୁବାର ଦିନ ସନ୍ଧ୍ୟାରେ ଝଡ଼ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରିଛି । ଯେଉଁ ୩ଟି ଜିଲ୍ଲାରେ ବଜ୍ରପାତ ସହିତ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା - ଗଞ୍ଜାମ, ମୟୂରଭଞ୍ଜ…

ଲକ୍‌-ଡାଉନ୍‌: ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ !

ବାରିପଦା: ପ୍ରବାସୀ ଶ୍ରମିକଙ୍କୁ ଅଟକ ରଖିଲା ମୟୁରଭଂଜ ପୋଲିସ । ପଚରାଉଚରା କରିବା ପରେ ସେମାନଙ୍କୁ ଅସ୍ଥାୟୀ ଶିବିରରେ ଥଇଥାନ କରାଯାଇଛି । ସାରା ଦେଶରେ ଲକ୍‌-ଡାଉନ୍ ଘୋଷଣା । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଯିବା ଲାଗି ଶହଶହ କିମି ଚାଲିବାକୁ ବି…

ଏହି ନିଃସ୍ୱାର୍ଥପର ପରିବାର ତିଆରି କରୁଛନ୍ତି ନିଃଶୁଳ୍କ ମାସ୍କ !

ବାରିପଦା: ଲକ୍‌-ଡାଉନ୍ ପାଇଁ ବନ୍ଦ ରହିଛି ଦୋକାନ କବାଟ । ହେଲେ ବି କରୋନାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି ବାରିପଦା ତକତପୁରର ରାଜେନ୍ଦ୍ରଙ୍କ ପରିବାର । କରୋନା ବିରୋଧୀ ଯୋଦ୍ଧାଙ୍କ ପାଇଁ ନିଃଶୁଳ୍କ ମାସ୍କ ନିର୍ମାଣ କରୁଛନ୍ତି ରାଜେନ୍ଦ୍ରଙ୍କ ପରିବାର । ଟେଲରିଂ ଦୋକାନ…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି…

କରୋନା ସଚେତନତା ଦିଗରେ କାମ କରୁଛନ୍ତି ବିଜ୍ଞାନ ଶିକ୍ଷକ

ବାରିପଦା : କରୋନା ମହାମାରୀର ମୁକାବିଲା କରିବା ପାଇଁ ଏବେ ସମସ୍ତେ ବ୍ୟଗ୍ର । ଖବର କାଗଜ, ଟିଭି, ମୋବାଇଲ ଫୋନ ଏପରିକି ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ନିକଟକୁ ସଚେତନର ବାର୍ତ୍ତା ପଠାଯାଉଛି । ଏତେ ସବୁ ପରେ ବି ଆମ ରାଜ୍ୟରେ ଏପରି କେତେକ ଉପାନ୍ତ ତଥା ଅନୁନ୍ନତ ଅଂଚଳ ଅଛି ଯେଉଁଠି…

କରୋନା ଲଢେଇରେ ସୁଶ୍ରୀ ନିରୁପମା: ମାଗଣାରେ ବାଣ୍ଟି ଚାଲିଛନ୍ତି ମାସ୍କ !

ସମଗ୍ର ବିଶ୍ବରେ ଏବେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିବାବେଳେ ବାରିପଦା ସହରରେ ଜଣେ ଯୁବତୀ ଙ୍କର ଲୋକମାନଙ୍କୁ ସଚେଚନ କରାଇବାର ନିଶା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ହେଉଛନ୍ତି  ସୁଶ୍ରୀ ନୀରୁପମା ସାହୁ । ସେ ନିଜେ ବଜାରରୁ କପଡା କିଣି ନିଜର ଟ୍ରେନିଂ ସେଣ୍ଟରରେ ତାଲିମ…

ହାଣ୍ଡିଭଜା ମୁଢି ମହିଳାଙ୍କୁ ଶିଖାଇଲା ଜୀବନ ବଞ୍ଚିବାର ରାହା

ମନରେ ସାହସ ଏବଂ ସଙ୍କଳ୍ପରେ ଦୃଢତା ରହିଥିଲେ ପ୍ରତିକୂଳ ପରିସ୍ଥିତିରୁ ମଧ୍ୟ ରାସ୍ତା ବାହାର କରି ସଫଳତାର ପାହାଚ ଚଢିହେବ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ବାରିପଦାର ରାସଗୋବିନ୍ଦପୁର ବ୍ଳକ୍‌ର ଗଡ଼ିଘାଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ଏହି ପଂଚାୟତର ବନ୍ଧମୁଣ୍ଡି,…