Latest Odisha News

BREAKING NEWS

Browsing Category

ନୂଆପଡ଼ା

Nuapara

[ଭିଡ଼ିଓ] ଯୋଜନା ବାଟବଣା, କାମ କରି ବି ମିଳୁନି ପାଉଣା

ଖଡ଼ିଆଳ : ବାଟବଣା ହେଉଛି ମନରେଗା ଯୋଜନା । କାମ କରୁଥିବା ଶ୍ରମିକକୁ ମିଳୁନି ପାଉଣା । ଏହି ଭଳି ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି ନୂଆପଡ଼ା ଖଡ଼ିଆଳ ପଖାନସର ଗାଁରୁ । ଗାଁରେ ଏକ ପୋଖରୀ ଖୋଳା କାମରେ ନିୟୋଜିତ ହୋଇଥିଲେ ଶ୍ରମିକ ମାନେ । କାମ ପରେ ସେମାନଙ୍କୁ କିଛି କିଛି ଟଙ୍କା ଦିଆଯାଇ ପୁରା…

ଭିଜିଲାନ୍ସ ପଞ୍ଝାରେ ICDS ସୁପରଭାଇଜର,୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ

ନୂଆପଡା : ଭିଜିଲାନ୍ସ ଜାଲରେ ICDSର ସୁପର ଭାଇଜର । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର ସୁପରଭାଇଜର ହର୍ଶମଣୀ ଦେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍ଥାନୀୟ ସାଗୁନଭାଡି ୨ ନମ୍ବର ସେଣ୍ଟର ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି କରାଇ ଦେବା ପାଇଁ କହି ୮୦ ହଜାର…

[ଭିଡ଼ିଓ]ହାତୀ ଦାନ୍ତ ସହ ବାଘ ନଖ ଜବତ, ୪ଜଣ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗକୁ ମିଳିଛି ସଫଳତା । ୪୨ଖଣ୍ଡ ବାଘ ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ୱର ମେହେର, ଗଣ୍ଡାବାହାଲି ଗ୍ରାମର ମନୋଜ ମେହେର,…

ପିଟିଦେଲା ଅଜଣା ଗାଡ଼ି: ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଖଡ଼ିଆଳ: ଦୁର୍ଘଟଣା ନେଲା ସାନ ଭାଇର ଜୀବନ । ବଡ଼ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସାନ ବୁହେଲ ଛକରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଲେ ଲଛିପୁର ଗାଁର କୁନାଲ ଦୀପ । ତାଙ୍କ ବଡ଼ ଭାଇ ଗୋବିନ୍ଦ ଦୀପ ଗୁରୁତର ଅଛନ୍ତି ।…

ନୂଆପଡ଼ାରେ ଭର୍ଚ୍ୟୁଆଲରେ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,୪୮୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ନୂଆପଡ଼ା :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚ୍ୟୁଆଲ୍ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ ୧ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା…

ଭର୍ଚୁଆଲ ମୋଡ଼ରେ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ କରାଯିବ। ଏନେଇ ନୂଆପଡ଼ା ମିନି ଷ୍ଟାଡ଼ିୟମରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ସର୍ବମୋଟ୍ ୧୭୨୬୪୩ଟି BSKY କାର୍ଡ଼…

ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ଡ଼ିଜି ଅଭୟ

ନୂଆପଡ଼ା: ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି ପୋଲିସ ଡିଜି ଅଭୟ। ନୂଆପଡ଼ା ଜିଲ୍ଲାର ମାଓ ଅଧ୍ୟୁଷିତ ସୁନାବେଡ଼ାରେ ରହିଥିବା ସିଆରପିଏଫ କ୍ୟାମ୍ପ ସହ ଛତିଶଗଡ଼ ସୀମାନ୍ତକୁ ମଧ୍ୟ ପରିଦର୍ଶନ କରିଥିଲେ। ତାଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଇଜି ରାଜେଶ ପଣ୍ଡିତ ଆସିଥିଲେ। ନୂଆପଡ଼ା ଜିଲ୍ଲାରେ…

ମମିତାଙ୍କ ଘରେ ପହଁଞ୍ଚିଲେ ଜାତୀୟ ମହିଳା ମୋର୍ଚ୍ଚା ଟିମ୍

ନୂଆପଡ଼ା: ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ସମେତ ୩ ଜଣିଆ କେନ୍ଦ୍ରୀୟ ମହିଳା ଦଳ ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତୀୟ ମହିଳା ମୋର୍ଚ୍ଚା ସଭାପତି ଭି .ଶ୍ରୀନିବାସନ,ଶୀର୍ଷା ହରିୟାଣା ଲୋକସଭା ସାଂସଦ ସୁନିତା ଦୁଗଲ ,ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ରୂପା ମିତ୍ର ଚୌଧୁରୀ ଦୁଇ ଦିନିଆ…

ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା/ସୋନପୁର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବଢୁଛି ପ୍ରତିବାଦ । ବିଜେପି ପକ୍ଷରୁ ଆଜି ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେପି ନେତା ଓ କର୍ମୀ ଆନ୍ଦୋଳନକୁ…

[ଭିଡ଼ିଓ] ପାଚିଲା ଧାନରେ ରୋଗପୋକ, ଚିନ୍ତାରେ ଚାଷୀ କୁଳ

ନୂଆପଡା : ନୂଆପଡା ଜିଲ୍ଲା ମରୁଡି ପ୍ରପୀଡ଼ିତ ଜିଲ୍ଲା । ଏଠିକାର ଚାଷୀ ପ୍ରାୟ ପ୍ରତିବର୍ଷ ମରୁଡି ପାଇଁ  ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଚଳିତ ବର୍ଷ ବିଳମ୍ବ ହେଲେ ବି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଧାନ ଚାଷକୁ ବଞ୍ଚାଇ ଭଲ ଅମଳର ଆଶା ବାନ୍ଧି ଥିଲା । ହେଲେ ଅମଳ ସମୟରେ …