Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଅ-ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣା: ବୋହୂ ପରେ ଆଖି ବୁଜିଲା ପୁଅ

କଟକ: ପୁଅ ଓ ବୋହୂକୁ ପେଟ୍ରୋଲ ଢ଼ାଳି ବାପା ପୋଡ଼ି ଦେବା ଘଟଣା । ଗତ ରବିବାର ଚିକିତ୍ସାଧୀନ ଅବସ୍ଥାରେ ବୋହୂର ମୃତ୍ୟୁ ହୋଇଥିବା ବେଳେ କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁ ରାଉତଙ୍କ ମୃତ୍ୟୁ । ବାରଙ୍ଗ ଥାନା ବାରସିଙ୍ଗା ଗାଁରେ ଘଟିଥିଲା ଜଘନ୍ୟକାଣ୍ଡ । ଘରୋଇ କଳିରୁ ପୁଅ…

ଯଦି ବ୍ୟବସାୟରେ ଲାଭ ଚାହାନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ର ଜଣେ ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାରଣ ଆଜି ଯଦି କୌଣସି ବ୍ୟକ୍ତି ଏକ ନୂଆ ଘର କିଣୁଛି କିମ୍ବା ଏକ ନୂଆ ବ୍ୟବସାୟ ଆରମ୍ଭ କରନ୍ତି, ତେବେ ସେ ବାସ୍ତୁ ଶାସ୍ତ୍ର ଅନୁସାରେ କରନ୍ତି, ଯାହାଦ୍ୱାରା ତାଙ୍କୁ ବାସ୍ତୁ ଦୋଷର…

ପୁଣି ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ପୁଣି ନକ୍ସଲ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଯବାନ ଜଣକ ହେଲେ ବିରେନ୍ଦ୍ର କୁମାର ସୋରୀ । ଖବର ମୁତାବକ,…

ବାସ୍ତୁ ଟିପ୍ସ; ଚାବିକୁ ଘରର ଏହି ଦିଗରେ ରଖନ୍ତୁ, ଭାଗ୍ୟର ତାଲା ଖୋଲିବ

ଭୁବନେଶ୍ବର: ବାସ୍ତୁ ଶାସ୍ତ୍ରର ଆମ ଜୀବନରେ ଗଭୀର ଗୁରୁତ୍ୱ ରହିଛି । ବାସ୍ତୁ ଶାସ୍ତ୍ରରେ ଜିନିଷର ରକ୍ଷଣାବେକ୍ଷଣ ପାଇଁ ସଠିକ୍ ଦିଗ ଏବଂ ସ୍ଥାନ ଉଲ୍ଲେଖ କରାଯାଇଛି | ବିଶ୍ୱାସ କରାଯାଏ ଯେ ଯଦି ଆପଣ ବାସ୍ତୁ ନିୟମକୁ ସଠିକ୍ ଭାବରେ ପାଳନ କରନ୍ତି ତେବେ ଆପଣ କଦାପି ଟଙ୍କା ଅଭାବର ସମ୍ମୁଖୀନ…

ବିବାହ ଭୋଜିରେ ଅଘଟଣ, ସିଲିଣ୍ଡର ଫାଟି ୪ ଆହତ

ବଲାଙ୍ଗିର: ବଲାଙ୍ଗିରର ଏକ ବାହାଘର ଭୋଜିରେ ସିଲିଣ୍ଡର ଫାଟି ୪ ଆହତ ହୋଇଛନ୍ତି। ସୂଚନାନୁସାରେ, ଏହି ଘଟଣା ଜିଲ୍ଲାର ଟିଟିଲାଗଡ଼ ସହରର ମଙ୍ଗଲମ ବିବାହ ପ୍ୟାଲେସରେ ଘଟିଛି। ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ରୋଷେୟା ଏବଂ ସେମାନଙ୍କ ସହାୟକମାନେ ରୋଷେଇ ଶାଳାରେ ଖାଦ୍ୟ ପ୍ରସ୍ତୁତ…

ଭୁବନେଶ୍ବରରେ ଜୁଡିସିଆଲ କୋର୍ଟ ପରିସର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭୁବନେଶ୍ବରରେ ଉଦଘାଟିତ ହେଲା ଜୁଡ଼ିସିଆଲ କୋର୍ଟ କମ୍ପ୍ଲେକ୍ସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦେଇ ନୂଆ ଜୁଡିସିଆଲ କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି । ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମହାମହିମ । ଏହି ଅବସରରେ…

ଜୁଡ଼ିସିଆଲ କମ୍ପ୍ଲେକ୍ସର ପରିସରରୁ ନାଗ ସାପ ଉଦ୍ଧାର

ଭୁବନେଶ୍ବର: ଆଜି ଖୋର୍ଦ୍ଧା ଜିଲ୍ଲା ଜୁଡ଼ିସିଆଲ କମ୍ପ୍ଲେକ୍ସର ପରିସରରୁ ଉଦ୍ଧାର ହୋଇଛି ଏକ ଦୁଇ ଫୁଟ୍ ଲମ୍ବର ଏକ ନାଗ ସାପ । ସାପଟି ମୁଖ୍ୟ ଫାଟକ ସାମ୍ନାରେ ଥିବା ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ଜଣେ ଡ୍ରାଇଭରଙ୍କ ଆଖିରେ ପଡିଥିଲା । ସେ ପାଟି କରିବାରୁ ସେଠାରେ କର୍ମଚାରୀ ମାନେ ଜମା ହୋଇ…

ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ ଆସିବ କଡ଼ା ଆଇନ: ମନ୍ତ୍ରୀ

ଭୁବନେଶ୍ବର: ଆସାମ ପରେ ଏବେ ଓଡ଼ିଶାରେ ମଧ୍ୟ ବନ୍ଦ ହେବ ଗୋ ହତ୍ୟା । ରାଜ୍ୟରେ ଗୋ ହତ୍ୟା ପାଇଁ ଆସିବ ଆଇନ । ରାଜ୍ୟ ସରକାର ଗୋବଂଶ ବୃଦ୍ଧି ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ କାମଧେନୁ ଯୋଜନା ମଧ୍ୟ ସାମିଲ ରହିଛି । ଖୁବ୍ ଶୀଘ୍ର ରାଜ୍ୟ ସରକାର ଏକ କଡା ଆଇନ ଆଣିବାକୁ ଯାଉଛନ୍ତି ।…

ଶୀତଋତୁରେ ଏହି ରଙ୍ଗୀନ ଫୁଲଗଛ ଲଗାନ୍ତୁ ବଗିଚାରେ ..

ଭୁବନେଶ୍ବର: ଶୀତଦିନରେ ନିଜ ବଗିଚାର ସୁନ୍ଦରତାକୁ ଦ୍ବିଗୁଣ କରିବାକୁ ଯଦି ଚାହୁଁଛନ୍ତି ତେବେ ଅତି ଶୀଘ୍ର ନିଜ ବଗିଚାରେ ଶୀତଋତୁରେ ଫୁଟୁଥିବା ଫୁଲ ଗଛ ନର୍ସରୀରୁ ଆଣି ଘର ବଗିଚାରେ ଲଗାନ୍ତୁ । ଦେଢ ମାସ ଭିତରେ ଗଛରେ ଫୁଲ ଫୁଟିଯିବ । ଆଉମଧ୍ୟ ଅଧିକାଂଶ ଫୁଲ ଗଛ ବିନା ଖତରେ ଭଲଭାବରେ…

ଆଖି ବୁଜିଲା କଲରାପତରିଆ ବାଘୁଣୀ ‘ରାଣୀ’

ଭୁବନେଶ୍ବର: ସମ୍ବଲପୁର ଚିଡିଆଖାନାରେ ଆଖି ବୁଜିଲା କଲରାପତରିଆ ବାଘୁଣୀ 'ରାଣୀ' । ବାଘୁଣୀ ଗର୍ଭାଶୟ ସଂକ୍ରମଣରେ ପୀଡିତ ଥିଲା । ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀର ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ଗତକାଲି ସନ୍ଧ୍ୟାରେ ପ୍ରଥମେ ବାଘୁଣୀର ବାନ୍ତି ହୋଇଥିଲା ଏହା ପରେ…