Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଖି ବୁଜିଲା କଲରାପତରିଆ ବାଘୁଣୀ ‘ରାଣୀ’

ଭୁବନେଶ୍ବର: ସମ୍ବଲପୁର ଚିଡିଆଖାନାରେ ଆଖି ବୁଜିଲା କଲରାପତରିଆ ବାଘୁଣୀ 'ରାଣୀ' । ବାଘୁଣୀ ଗର୍ଭାଶୟ ସଂକ୍ରମଣରେ ପୀଡିତ ଥିଲା । ଗତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀର ମୃତ୍ୟୁ ଘଟିଥିବା ସୂଚନା ରହିଛି । ତେବେ ଗତକାଲି ସନ୍ଧ୍ୟାରେ ପ୍ରଥମେ ବାଘୁଣୀର ବାନ୍ତି ହୋଇଥିଲା ଏହା ପରେ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଫୁଲବାଣୀ: ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାର ଆସିଲା ରାୟ । ଦୁଷ୍କର୍ମକାରୀ ଧନେଶ୍ୱର କହଁରକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ ଫୁଲବାଣୀର ପୋକ୍ସୋ କୋର୍ଟ । ଏହା ସହ ୧ ଲକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୪ ମାସ ଜେଲ୍‌…

୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ବଜ୍ରପାତରେ ଗଲାଣି ୧୦୭୫ ଜୀବନ । ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ୨୦୨୨ରୁ ୨୦୨୪ ମଧ୍ୟରେ ବଜ୍ରପାତ ହେତୁ ସର୍ବାଧିକ ୮୧ ଜଣଙ୍କର ମୃତ୍ୟୁ ହୋଇଛି। ଯାହା…

ଓଡିଶାର ଏହି ସବୁ ଜିଲ୍ଲାରେ ଅଛି ସୁନା ଖଣି….

ଭୁବନେଶ୍ବର: ଓଡ଼ିଶା ମାଟିରେ ଗଚ୍ଛିତ ଅଛି ସୁନା ଖଣି । ଓଡ଼ିଶାର ଦୁଇଟି ଜିଲ୍ଲାରୁ ସୁନା ଖଣିର ସନ୍ଧାନ ମିଳିଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଦେବଗଡ଼ ଜିଲ୍ଲାର ଆଡ଼ାସ-ରମାପଲ୍ଲୀ ଏବଂ କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରେ ସୁନା ଖଣିର…

୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୩ ବର୍ଷରେ ସଡକ ଦୁର୍ଘଟଣାରେ ଗଲାଣି ୧୬୨୮୭ ଜୀବନ । ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଗୃହରେ ଏହି ସୂଚନା ପ୍ରଦାନ କରିଛନ୍ତି। ଗୃହରେ ବିଜେଡି ବିଧାୟକ ଚକ୍ରମଣି କଅଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ। ଗତ…

ଜୀବନ ନେଲା ଅନ୍‌ଲାଇନ୍ ଗେମ୍, ଋଣଭାରରେ ବୁଡି ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଜୀବନ ନେଲା ଅନ୍‌ଲାଇନ୍ ଗେମ୍ l ଅନ୍‌ଲାଇନ୍ ଗେମ୍ ଖେଳି ଋଣଭାରରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ l ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ଜୀବନ ହାରିଲେ ୨୨ ବର୍ଷୀୟ ଯୁବକ l ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ l ସୂଚନା ଅନୁସାରେ, ଯୁବକଙ୍କ ନାମ ଶଶାଙ୍କ ଶେଖ…

ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ, ଜଣଙ୍କୁ ଅଟକ ରଖିଲା ଜିଏସଟି

ରାଉରକେଲା: ରାଉରକେଲା ରେଳ ଷ୍ଟେସନରୁ ୬୦ କେଜି ରୁପା ଅଳଙ୍କାର ଜବତ କଲା ଜିଆରପି l ରୁପା ଅଳଙ୍କାର ଜବତ ସହ ଜଣଙ୍କୁ ଅଟକ ରଖିଛି ଜିଆରପି l ଅଟକ ବ୍ୟକ୍ତି ଜଣଙ୍କ ହେଲେ ଚନ୍ଦନ କୁମାର। ରାଉରକେଲା ରେଳ ଷ୍ଟେସନରୁ ରାଞ୍ଚି ନେଇଯାଉଥିବା ବେଳେ ରୁପା ଅଳଙ୍କାର ସବୁକୁ ଜବତ କରିଛି ଜିଆରପି l ବିନା…

ବେଦାନ୍ତ ପାଉଁଶ ପ୍ରସଙ୍ଗରେ ଘେରିଲା କଂଗ୍ରେସ: ‘କାହିଁକି ସରକାରଙ୍କ ବେଦାନ୍ତ ପ୍ରତି ଏତେ ଦୟା?’

ଭୁବନେଶ୍ବର: ଏବେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ସପ୍ତମ ଦିନରେ ବେଦାନ୍ତ ପାଉଁଶ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛି କଂଗ୍ରେସ । ବେଦାନ୍ତ ପ୍ରତି ସରକାରଙ୍କ ଏତେ ଦୟା କାହିଁକି ପ୍ରଶ୍ନ କରିଛି । ଏନେଇ କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା ମନ୍ତବ୍ୟ ରଖିଛନ୍ତି…

ଖାପ ଖାଉନି ମନ୍ତ୍ରୀଙ୍କ କଥା, ଆଉ ବଜାର ଦର: ହଟହଟା ଖାଉଟି

ଭୁବନେଶ୍ବର: ଅଣାୟତ୍ତ ହେଉଛି ଆଳୁ ଦର । ଗୋଟେ ପଟେ ମନ୍ତ୍ରୀ କହୁଛନ୍ତି, ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି । ଦର ବି ଖସିଛି । ହେଲେ ବଜାରର ହାଲଚାଲ ଅନ୍ୟ କିଛି ବୟାନ କରୁଛି । ଦୁଇ ଦିନ ରାତିରୁ ଯେଉଁ ଆଳକୁ କିଲୋ ପିଛା ୩୦ ଟଙ୍କା ଦେଇ କିଣୁଥିଲେ ଗ୍ରାହକ ଏବେ ସେଠି ଦର ୫୦ ଛୁଇଁଲାଣି ।…

ଘରେ ପଶିବା ପାଇଁ କୁକୁଡାକୁ କଲେ ମୋହରା, ବେକରେ ଛୁରୀ ଲଗାଇ ଲୁଟିନେଲେ ୬ ଦୁର୍ବୃତ୍ତ

ଭଦ୍ରକ: ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ। ଘରେ ପଶିବା ପାଇଁ କୁକୁଡ଼ାକୁ ମୋହରା କଲେ। କୁକୁଡାଙ୍କ ଶବ୍ଦ ଶୁଣି ପରିବାର ଲୋକେ ଉଠି ବାହାରକୁ ଆସିବାରୁ ଘରେ କଳାକନା ବୁଲାଇ ଦେଲେ ଲୁଟେରା। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି। ଘର…