Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଚ୍‌ ବଜାରରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର: ବିଚ୍‌ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର । ଖବର…

କାରରୁ ୮୮ କେଜି ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ

ଗଞ୍ଜାମ: ଚାରା ଚାଲାଣ ବେଳେ ଜବତ ହେଲେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ବାଟରେ ମାଡି ବସିଲା ବ୍ରହ୍ମପୁର ପୋଲିସ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ । ଖବର ମୁତାବକ, ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଆଜି…

ନିଜର ସନ୍ତାନ ନଥିବାରୁ ଅନ୍ୟର ଶିଶୁକୁ ଚୋରି କରିଥିଲେ ମହିଳା

ସମ୍ବଲପୁର: ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣାର ଖୁଲାସା l ବିକ୍ରି ପାଇଁ ନୁହେଁ ବରଂ ଲାଳନପାଳନ ପାଇଁ ଶିଶୁଟିକୁ ଚୋରି କରିଥିଲେ ମହିଳା ଜଣଙ୍କ l ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି ହରେଶ ଚନ୍ଦ୍ର ପାଣ୍ଡେ l ମହିଳାଙ୍କ ସନ୍ତାନ ନଥିବାରୁ ସେ ମାନସିକ ନିର୍ଯାତନାର ଶିକାର ହେଉଥିଲେ l…

ଆରମ୍ଭ ହେଲା ଡିଜିପି ସମ୍ମିଳନୀ, ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ

ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ଲୋକସେବା ଭବନରେ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏହି ଅବସରରେ ଉପସ୍ଥିତ ଅଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ତାଙ୍କ ସହ ଯୋଗ ଦେଇଛନ୍ତି ସମଗ୍ର ଦେଶର ଡିଜିପି ଓ ଆଇଜିପି ।…

ବୋମା ବିସ୍ଫୋରଣ: ଜଣେ ବନ କର୍ମଚାରୀ ଆହତ, ଅଳ୍ପକେ ବର୍ତ୍ତିଲେ ଦୁଇ ପ୍ଲାଟୁନ ପୋଲିସ

ବୌଦ୍ଧ: ମାଓ ପ୍ରବଣ ଅଞ୍ଚଳରୁ ଗଞ୍ଜେଇ କାଟି ଫେରୁଥିବା ବେଳେ ବୋମା ବିସ୍ଫୋରଣ। ଦୁର୍ବୃତ୍ତଙ୍କ ବୋମା ବିସ୍ଫୋରଣରେ ଜଣେ ବନ କର୍ମଚାରୀ ଆହତ। ଅଳ୍ପକେ ବର୍ତ୍ତିଲେ ବୌଦ୍ଧ ଥାନା ଅଧିକାରୀ ସମେତ ଦୁଇ ପ୍ଲାଟୁନ ପୋଲିସ ଓ ବନ କର୍ମଚାରୀ । ବୌଦ୍ଧ ଆଦର୍ଶ ଥାନା ବଘିଆପଡ଼ା ଫାଣ୍ଡି ଗୁରୁଜୀମୁଣ୍ଡା…

ତାମିଲନାଡୁରେ ବାତ୍ୟା, ଓଡ଼ିଶାରେ ପ୍ରଭାବ

ଭୁବନେଶ୍ୱର: ତାମିଲନାଡୁରେ ବାତ୍ୟା ଭୁବନେଶ୍ବରର କିଛି ସ୍ଥାନରେ ହାଲୁକା ବର୍ଷା l ଆଜି ବାତ୍ୟାରେ ପରିଣତ ହୋଇପାରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବାତ୍ୟା ପ୍ରଭାବରେ ଆଜି ସକାଳୁ ଓଡ଼ିଶାର କିଛି ଜିଲ୍ଲାରେ ଆକାଶ ମେଘାଛନ୍ନ ରହିବା ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି l…

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ, ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡି ପାଉଁଶ

କଳାହାଣ୍ଡି: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଞ୍ଚାୟତ ଅନ୍ତର୍ଗତ ତହର୍ଶି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କେହି ଦୁର୍ବୃତ୍ତ ଏକ ଧାନ ଗଦାରେ ନିଆଁ ଲଗାଇଥିବା ଜଣାପଡିଛି । ଫଳରେ ପ୍ରାୟ ୫୦ କ୍ୱିଣ୍ଟାଲରୁ ଅଧିକ ଧାନ ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିଥିବା…

ଓଡିଶା ଗସ୍ତ ନେଇ ସ୍ପଷ୍ଟ କଲେ ମୋଦୀ, ସୋସିଆଲ ମିଡିଆରେ ଦେଲେ ସୂଚନା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ l ସେଥିପାଇଁ ଆଜି ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ l ଏନେଇ…

୫ ବଢିଥିବା ବେଳେ ୬ ମାସରେ ଗଲାଣି ୪୮ ହାତୀଙ୍କ ଜୀବନ

ଭୁବନେଶ୍ବର: ଓଡିଶା ମାଟିରେ ଏବେ ମୋଟ ୨୧୦୩ ଟି ହାତୀ ବିଚରଣ କରୁଛନ୍ତି । ଶୀତଦିନିଆ ହାତୀଗଣନା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଯାହାକି ଗତ ମେ’ ମାସ ଗଣନା ଅନୁଯାୟୀ ୫ ଅଧିକ । ଅର୍ଥାତ୍ ଏହି ୬ ମାସ ଭିତରେ ହାତୀ ସଂଖ୍ୟ ୫ କୁ ବୃଦ୍ଧି ପାଇଛି । ହେଲେ ବିଡମ୍ବନାର ବିଷୟ ଏହି ୬…

୩ ଦିନ ଯାଏଁ ଚାଲିବନି ‘ମୋ ବସ୍’, ଜାଣନ୍ତୁ ରୁଟ ନଂ….

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ । ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ । ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ…