Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଜାତୀୟକରଣ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ପ୍ରଥମ ଦିନରେ ପୁରୀ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପାଠ୍ୟ ପୁସ୍ତକ ବିତରଣ କରାଯାଇଛି।ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ଓ…

ଆସନ୍ତା ୧୮ରୁ ଦୁଇଦିନିଆ ପ୍ରତିରକ୍ଷା ପେନସନ୍ ଅଭିଯୋଗ ସମାଧାନ ଶିବିର

ଭୁବନେଶ୍ଵର: ଆସନ୍ତା ଜାନିଆରୀ ୧୮ ଏବଂ ୧୯ ତାରିଖରେ ଭୁବନେଶ୍ଵର ନୟାପଲ୍ଲୀ ବିସ୍ୟୁତ ମାର୍ଗ ସ୍ଥିତ ୧୨୦ ବାଟାଲିୟନ କ୍ଷେତ୍ର, ଟିଏ ବାଟାଲିୟନ ଠାରେ ପ୍ରତିରକ୍ଷା ଲେଖା ପ୍ରଧାନ ନିୟନ୍ତ୍ରକ, ନୂଆଦିଲ୍ଲୀ ପକ୍ଷରୁ ଦୁଇ ଦିନିଆ ପ୍ରତିରକ୍ଷା  ପେନସନ ଅଭିଯୋଗ ସମାଧାନ ଶିବିର ଆୟୋଜନ କରାଯିବ ।…

ପିତାପଲ୍ଲୀ ଅଣ୍ଡର-ପାସରେ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ

ଭୁବନେଶ୍ଵର ; ଇନଫୋଭ୍ୟାଲି ଥାନା ପୁଲିସ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଧା ଜିଲ୍ଲାର ଶ୍ରୀନିବାସ ବେହେରା ଓରଫ ପିନୁ(୨୦) ଏବଂ ସୁଧାଂଶୁ ଶେଖର ସାହୁ ଓରଫ ଅନିଲ(୨୩)। ପୁଲିସ ସେମାନଙ୍କ ନିକଟରୁ ୧୭.୬୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ୍…

ପ୍ରତିଶୃତି ରଖିଲେ କେନ୍ଦ୍ରମନ୍ତ୍ରୀ, ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ସମେତ ବୀର ସୁରେନ୍ଦ୍ର ସାଏଙ୍କ…

ସମ୍ବଲପୁର: ଓଡ଼ିଶାର ଦେବ୍ରୀଗଡ଼ ସମେତ ଖିଣ୍ଡା ଗ୍ରାମକୁ ବିଶେଷ ଆକର୍ଷଣୀୟ ସ୍ଥାନ ଭାବେ ସ୍ୱଦେଶ ଦର୍ଶନ ୨.୦ରେ ସାମିଲ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ପତ୍ର ପ୍ରକାଶ ପାଇଛି । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭାଗୀୟ ମନ୍ତ୍ରୀ ଜି…

ରାଜଧାନୀରେ ଲୁଟେରା ରାଜ୍, ଦୋକାନୀଙ୍କ ତଣ୍ଟି କାଟି ଲୁଟିନେଲେ ୬ ହଜାର ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଲୁଟେରା ଗ୍ୟାଙ୍ଗ । କେତବେଳେ ଘରେ ପଶି ସର୍ବସ୍ବ ଲୁଟିନେଉଛନ୍ତି ତ ଆଉ କେତବେଳେ ଦିନ ଦ୍ବିପହରେ ଲୋକଙ୍କୁ ମାରପିଟ କରି ଲୁଟି ଚାଲିଛନ୍ତି । ସେହିପରି ପୁଣି ଆଉ ଏକ ଘଟଣା ଘଟିଛି ଡମଣା ଅଞ୍ଚଳରେ । ଆଜି ସକାଳୁ ଚନ୍ଦ୍ରଶେଖରପୁର ଥାନା ଅଧୀନ ଡମଣା…

ଆସନ୍ତାକାଲି ୪ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ବୁଧବାର ପୌଷ କୃଷ୍ଣ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା…

ଲକ୍ଷ୍ମୀସାଗରରେ ବୋମା ମାଡ଼ !

ଭୁବନେଶ୍ଵର; ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁ ଘରର କାନ୍ଥ ଭାଙ୍ଗି ଯାଇଛି। ଏ ସଂକ୍ରାନ୍ତରେ ଲକ୍ଷ୍ମୀ ସାଗର ଥାନାରେ ଏତଲା ଦିଆଯାଇଛି। ପ୍ରଚଣ୍ଡ ଶବ୍ଦ ହେବା ପରେ ଘରେ ନିଆଁ ଲାଗିଯାଇଥିବା ଅଭିଯୋଗ ପତ୍ରରେ…

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା: ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟରେ ଏକ ନୂଆ ମୋଡ଼ ନେଇଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟାକାଣ୍ଡ ମାମଲା । ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାର ସିବିଆଇ ତଦନ୍ତ ଦାବି ମାମଲା ନେଇ ମାନ୍ୟବର ହାଇକୋର୍ଟ ଘୋଷଣା କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା…

ମହାପ୍ରଭୁଙ୍କ ପାଇଁ ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ ପତ୍ର, ପ୍ରତିଷ୍ଠା ଉତ୍ସବରେ ଯୋଗଦେବ ଶ୍ରୀଜିଉ

ପୁରୀ: ଅଯୋଧ୍ୟାରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖକୁ ଆସିଲା ନିମନ୍ତ୍ରଣ ପତ୍ର । ଆସିଥିବା ନିମନ୍ତ୍ରଣ ଗ୍ରହଣ କଲେ ମହାପ୍ରଭୁ । ପ୍ରତ୍ୟେକ ଓଡ଼ିଆ ଓ ସନାତନ ବିଶ୍ୱାସୀଙ୍କ  ଆସ୍ଥା ଓ ଇଷ୍ଟ ମହାପ୍ରଭୁଙ୍କୁ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଛି…

ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ମିଳିଲା ବିଜୟିନୀର ମା’ଙ୍କ ପରିଚୟ

ସମ୍ବଲପୁର: ମିଳିଲା ବିଜୟିନୀ ମାର ପରିଚୟ । ସମ୍ବଲପୁରର ରେଙ୍ଗାଲି ବୋର୍‌ୱେଲରୁ ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ସମ୍ବଲପୁର…