Latest Odisha News

BREAKING NEWS

Browsing Category

ଓଡିଶା

Odisha

କିମ୍‌ସରେ ପ୍ରଫେସର ଏମେରିଟସ୍ ଭାବେ ଯୋଗ ଦେଲେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର

ଭୁବନେଶ୍ୱର : ଦେଶର ବେଶ୍ ଜଣାଶୁଣା ସ୍ନାୟୁରୋଗ ବିଶେଷଜ୍ଞ ଡା. ପି ସତୀଶ ଚନ୍ଦ୍ର କଳିଙ୍ଗ ଇନଷ୍ଟିଚଚ୍ୟଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ରେ ପ୍ରଫେସର ଏମେରିଟସ୍ ଭାବେ ଯୋଗ ଦେଇଛନ୍ତି । ଏହା ସହିତ ସେ କିମ୍‌ସ ବହିର୍ବିଭାଗରେ ମଧ୍ୟ ରୋଗୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପରାମର୍ଶ ଦେବେ ।…

ଧରାପଡ଼ିଲେ ୪ ନକଲି ପରୀକ୍ଷାର୍ଥୀ, ଏନ୍‌ଆଇଟି କନିଷ୍ଠ ସହାୟକ ନିଯୁକ୍ତି ପରୀକ୍ଷା ଦେବାକୁ ଆସି ଅଟକ

ରାଉରକେଲା: ପରୀକ୍ଷା ସେଣ୍ଟରରୁ ୪ ନକଲି ପରୀକ୍ଷାର୍ଥୀ ଅଟକ। ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉରକେଲାରେ ନକଲି ଆଡ୍‌ମିଟ୍‌ କାର୍ଡ ଦେଖାଇ ପରୀକ୍ଷା ଦେବା ବେଳେ ୪ ଜଣ ପରୀକ୍ଷାର୍ଥୀ ଧରା ପଡ଼ିଛନ୍ତି। ଏହି ଚାରି ଅଭିଯୁକ୍ତ ହେଲେ ପୁନିତ ସିଂହ, ଗୌରବ ଚୌହାନ, ମନିଷ କୁମାର ଏବଂ…

ପ୍ରତିଦିନ ଜଙ୍କଫୁଡ୍ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଏଭଳି ସମସ୍ୟା

ଭୁବନେଶ୍ଵର: ଆଜିକାଲି ପିଲାଠୁ ବୁଢା ସଭିଏଁ ଜଙ୍କଫୁଡ୍ ଖାଇବା ପାଇଁ ପାଗଳ । ବଦଳୁଥିବା ଲାଇଫ ଷ୍ଟାଇଲର କାରଣରୁ ଆମର ଖାଇବା ପିଇବାରେ ମଧ୍ୟ ବହୁତ କିଛି ବଦଳି ଯାଇଛି । ସମୟର ଅଭାବ କାରଣରୁ ଲୋକେ ବହୁତ ଜଙ୍କଫୁଡ୍ ଖାଉଥିବା ଦେଖାଯାଉଛି। ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥିବାବେଳେ କମ…

ଆନନ୍ଦପୁର ପୋଲିସର ବିଚିତ୍ର ନୀତି: କଙ୍ଗାରୁକୋର୍ଟରେ ମାଡ ଖାଇଥିବା ଯୁବକକୁ କୋର୍ଟ ଚାଲାଣ

ଆନନ୍ଦପୁର: ଆନନ୍ଦପୁର ପୋଲିସର ବିଚିତ୍ର ନୀତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ । ପୁଅକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାଆକୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ: ହତ୍ୟା ନା ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି  । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ମହିଳା ଜଣକ ରିଙ୍କି ବେହେରା ବୋଲି ଜଣାପଡିଛି । ରିଙ୍କି ୫ ବର୍ଷ ତଳେ ରାଧାକାନ୍ତ ବେହେରାଙ୍କୁ ବିବାହ…

ପରିଚୟ ହଜାଉଛି ପାହାଡ଼ି ସିତାଫଳ, ଉଚିତ ମୂଲ୍ୟ ପାଉନଥିବାରୁ ହତାଶ ହେଉଛନ୍ତି ଆଦିବାସୀ

ରାୟଗଡା: ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ…

ଡେଙ୍ଗୁ ହଟସ୍ପଟ ପାଲଟିବ କି ପ୍ରିୟଦର୍ଶିନୀ ମାର୍କେଟ ! ୧୫ ବ୍ୟବସାୟୀ ଆକ୍ରାନ୍ତ, ୨ ମୃତ

ଭୁବନେଶ୍ବର: ରାଜଧାନୀରେ ବ୍ୟାପୁଛି ଡ଼େଙ୍ଗୁ ଆଉ ଯାଉଛି ଜୀବନ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏଥିପାଇଁ…

ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା : ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା  । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି । କାହ୍ନୁଚରଣ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ।…

ଏସଆଇଙ୍କୁ ଆକ୍ରମଣ: ୪ ଗିରଫ, ପୋଲିସ କର୍ମଚାରୀଙ୍କ ହାତ କାମୁଡି ଖସିଗଲା ମାଷ୍ଟର ମାଇଣ୍ଡ

ଧଉଳି: ଅପରାଧୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ଗର । ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଏକ ପରିତ୍ୟକ୍ତ କୋଠା ଘରେ ଏକ ଅପରାଧୀ ଗ୍ୟାଙ୍ଗ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବାବେଳେ  ଧଉଳି ଥାନା ପୁଲିସ ଏକ…