Latest Odisha News

BREAKING NEWS

Browsing Category

ଓଡିଶା

Odisha

କଂଗ୍ରେସ ଛାଡିଲେ ବାପି ସର୍ଖେଲ

ଭୁବନେଶ୍ଵର: କଂଗ୍ରେସ ଛାଡିଲେ ବାପି ସର୍ଖେଲ । କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବାପି ସର୍ଖେଲ । ନିଜର ଇସ୍ତଫା ପତ୍ର ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଏଥିସହ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ…

ଧରାପଡିଲେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀ, ୭୫ଲକ୍ଷର ଗଞ୍ଜେଇ ଜବତ କଲା ଏସଟିଏଫ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଲା ବଡ ସଫଳତା । ବିପୁଳ ପରିମାଣରେ ଗଞ୍ଜେଇ ଆନ୍ତଃରାଜ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଚାଲାଣକୁ ରୋକିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ହେବା ଖବର ପୋଲିସ ପାଇବା ପରେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବେଶ ତତ୍ପର ହୋଇ ପଡିଥିଲେ l…

ବିଜେଡି ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

ଭୁବନେଶ୍ଵର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ…

ଫିଲ୍ମ ଷ୍ଟାଇଲ୍ ରେ ଆସି ବନ୍ଧୁକ ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଗହଣା

ପୁରୀ: ବାଇକ ରେ ଆସିଲେ ମୁଣ୍ଡରେ ବନ୍ଧୁକ ଲଗାଇଲେ କିଛି ଭାବିବା ଦେଖିବା ପୂର୍ବରୁ ଲୁଟିନେଲେ ସୁନାଗହଣା । ପୁରା ପିଲ୍ମ ଷ୍ଟାଇଲ୍ ରେ ଲୁଟ୍ ହୋଇଥିବା ଦେଖିବାକୁ ମିଳିଛି । ପିପିଲିର ଡେଲାଙ୍ଗ ଥାନା ଅଞ୍ଚଳରେ । ତେବେ ଜଣେ ସୁନା ବ୍ୟବସାୟୀ ଏହି ଲୁଟ୍ର ଶିକାର ହୋଇଛନ୍ତି । ସୁନା ବ୍ୟବସାୟୀ…

ଟ୍ରକ୍‌ ଧକ୍କାରେ ଯୁବକ ମୃତ, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦୁଝର: କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଲେ ସନ୍ତୋଷ ଦେହୁରୀ ସେ ସ୍ଥାନୀୟ ବିନିନ୍ଦା ଗ୍ରାମର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଫେରାର ଅଛି ଡ୍ରାଇଭର । ଖବର…

ଓଡିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ ଆଜି ସଂକଟରେ: ବିଜେପି

ଭୁବନେଶ୍ୱର: ମା', ମାଟି ଓ ମାତୃଭାଷା ନେଇ ପ୍ରତ୍ୟେକ ବ୍ୟକ୍ତି ଗର୍ବ କରେ । ‘ମା’ ଯିଏ ମୋତେ ଜନ୍ମ ଦେଇଛି, ‘ମାଟି’ ଯାହା ଉପରେ ପାଦ ଦେଇ ମୁଁ ବଡ ହୋଇଛି ଓ ‘ମାତୃଭାଷା’ ଯିଏ ମୋତେ ପ୍ରଥମ ପରିଚୟ ଦେଇଛି । ମୁଁ ମୋ ଭାଷାରେ କଥା ନହେଲେ ମୋର ପରିଚୟ କେହି ଜାଣିପାରିବେ ନାହିଁ । ତେଣୁ ମା’,…

ଦଳଙ୍କୁ ଟିକେଟ୍ ଟେନସନ୍ !

ଭୁବନେଶ୍ୱର: ଭୋଟ୍ ପୂର୍ବରୁ ଦଳଙ୍କୁ ଟିକେଟ୍ ଟେନସନ୍ । ପ୍ରାର୍ଥୀ ହେବାକୁ ପ୍ରବଳ ପ୍ରତିଯୋଗିତା, ଶକ୍ତି ପ୍ରଦର୍ଶନ । ରାଲି, ସଭାରେ ଲବି ଜୋରଦାର । ଟିକେଟ୍ ଘୋଷଣା ସହ ବଢୁଛି ବିଦ୍ରୋହ । ଅସନ୍ତୋଷ, ବିକ୍ଷୋଭ ସହ ଦଳବଦଳ । କାହାକୁ ଭରସା କରିବେ ଭୋଟର ? ଭୋଟ୍ ଉପରେ ପଡିବ କି ପ୍ରଭାବ ?…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର: ଓଡ଼ିଶାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ବୁଧବାର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ହୋଇଥିବା ବେଳେ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ମାଲକାନଗିରିରେ ତାପମାତ୍ରା ୪୧.୬ ଡିଗ୍ରୀ…

୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପଦକ ଆଣିଲେ କଳାହାଣ୍ଡିର ଭୌମିକ

କଳାହାଣ୍ଡି: ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୩ତମ ଉପ କନିଷ୍ଠ ଜାତୀୟ ଉଷୁ ପ୍ରତିଯଗିତା ଜମ୍ମୁ ବିଶ୍ୱ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାରୁ ଜଣେ ଖେଳାଳୀ ଓ ଜଣେ ଅଫିସିଆଲ ସହିତ ୩୯ ଜଣ ଓଡ଼ିଶା ଦଳରେ ସାମିଲ ଥିଲେ। କଳାହାଣ୍ଡିର ଭୌମିକ ଭାରଦ୍ୱାଜ ଭୋଇ ପାରମ୍ପରିକ…

୫ଟି ଅଧ୍ୟକ୍ଷଙ୍କ ଅତ୍ୟଧିକ ସୁରକ୍ଷା ଦାବିକୁ ଖଣ୍ଡନ କଲେ ପୋଲିସ କମିସନର

ଭୁବନେଶ୍ୱର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୭୪ ଜଣ ପୁଲିସ ଅଧିକାରୀଙ୍କୁ ନିଯୁକ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି ଟ୍ୱିନ୍ ସିଟି ପୁଲିସ କମିଶନର ସଞ୍ଜୀବ ପଣ୍ଡା ବୁଧବାର ଏକ ବିବୃତି ଜାରି କରିଛନ୍ତି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସଞ୍ଜୀବ…