Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଅଭୟାରଣ୍ୟରୁ୧୦ କୋଟି ୫୦ ଲକ୍ଷ ଟଙ୍କାର ଅଫିମ ନଷ୍ଟ କଲା ଅବକାରୀ ବିଭାଗ

ବାରିପଦା: ଥମିବାର ନାଁ ନେଉନି ଅଭୟାରଣ୍ୟରେ ଅଫିମ ଚାଷ । ଯେତେ ଖୋଳିଲେ ସେତେ ବାହାରୁଛି । ଅଭୟାରଣ୍ୟ ସାରା କାୟା ବିସ୍ତାର କରିଛି ଅଫିମ । ପୁଣି ଥରେ ଶିମିଳିପାଳର ଅସ୍ତକୁଅଁର ପଞ୍ଚାୟତର ସାରୁଦା ଗାଁ ନିକଟରେ ୧୫ ଏକ ଜଙ୍ଗଲ ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରିଛି ମୟୁରଭଞ୍ଜ ଅବକାରୀ…

ଆଜି ଆର୍ଥ ଆୱାର, ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ପୁରୀ: ଆଜି ୱାର୍ଲ୍ଡ ଆର୍ଥ ଆୱାର । ପୃଥିବୀର ସୁରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ୱାର୍ଲ୍ଡ ଆର୍ଥ ଆୱାର ଭାବେ ପାଳନ କରାଯାଏ । ଏହି ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟର ସୁଇଚ୍ ଅଫ୍ କରିଥାନ୍ତି । ନିଜ ଘରେ, ଅଫିସରେ ଜଳୁଥିବା ଅନାବଶ୍ୟକ…

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

କଟକ: ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଜେଲ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି କଏଦି ଜଣଙ୍କ ।…

କିସ୍ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍ ମାନ୍ୟତା ଦେଲା ନାକ୍

ଭୁବନେଶ୍ଵର: କିସ୍ ବିଶ୍ଵବିଦ୍ୟାଳୟକୁ ‘ଏ’ ଗ୍ରେଡ ମାନ୍ୟତା ଦେଲା ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍) । କିଟ୍ ତରଫରୁ ଜାରି ହୋଇଥିବା ପ୍ରେସ ବିବୃତି ଅନୁସାରେ, ଦେଶର କୌଣସି ମହାବିଦ୍ୟାଳୟ ଅଥବା ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ୍‌…

କାହିଁକି ହେଲାନି ବିଜେଡି-ବିଜେପି ମେଣ୍ଟ?

ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟ ଆଲୋଚନା ଫେଲ୍ । କାହିଁକି ହେଲାନି ମେଣ୍ଟ ? ଶଙ୍ଖ-ପଦ୍ମ ଏକାଠି ନହେବା ପଛରେ କାରଣ କଣ ? ମେଣ୍ଟ ହଁକୁ ନା କରିବା ପଛରେ କିଏ ? ଏକାଠି ନୁହେଁ ଏକା ଏକା ଚବିଶ ନିର୍ବାଚନ ଲଢିବେ ବିଜେଡି ଓ ବିଜେପି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଲଗାଇଛନ୍ତି ରାଜ୍ୟ…

ଅସଦାଚରଣ ଅଭିଯୋଗରେ ମାଲକାନଗିରି ସ୍କୁଲର ପ୍ରଧାନ ଶିକ୍ଷକ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମଭି୭୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପାଢ଼ୀଙ୍କୁ ପୁଲିସ ଗିରଫ କରିଛି। ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ଗିରଫଦାରୀ ହୋଇଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିବା ପରେ ପ୍ରଶାନ୍ତ ପାଢ଼ୀଙ୍କ ବିରୋଧରେ…

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ କୋର୍ଟରେ କଲେ ଆବେଦନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ନିର୍ବାଚନ ନଲଢିବା ଉପରେ ରୋକ୍ ଲାଗିଛି। ଏହାପରେ ଦିଲ୍ଲୀ ହାଇକୋର୍ଟରେ ନିର୍ବାଚନ ଲଢିବା ପାଇଁ ଏକ ଆବେଦନ କରିଛନ୍ତି। ୧୯୯୯…

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ, କେଉଁ ନାରାରେ ମୈଦାନକୁ ଓହ୍ଲାଇବେ ଦୁଇ ଦଳ?

ଭୁବନେଶ୍ୱର: ମାସ ଆରମ୍ଭରୁ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ଚାଲିଥିଲା। ଏବେ କିନ୍ତୁ ମାସ ଶେଷ ହେବାର ସପ୍ତାହକ ପୂର୍ବରୁ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିଛି। ତେଣୁ ଆସନ୍ତାକାଲିଠୁ ନିର୍ବାଚନ ବେଳେ ଯେଉଁଭଳି ଭାବେ ପ୍ରଚାର ସରଗରମ ହୁଏ ସେହିଭଳି ଓଡ଼ିଶାରେ ଦେଖିବାକୁ ମିିଳିବ।…

ନିର୍ବାଚନ ବେଳେ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ଖବର ସେୟାର କଲେ ତ୍ରାହି ନାହିଁ, ଗଠନ ହେଲା ସ୍ବତନ୍ତ୍ର ଟିମ୍

ଭୁବନେଶ୍ୱର: ଲୋକସଭା ନିର୍ବାଚନ ସମୟରେ ସୋଶିଆଲ ମିଡିଆରେ ଭୁଲ ତଥ୍ୟ ସେୟାର ହେବା ନେଇ ନିର୍ବାଚନ କମିଶନଙ୍କ ଚେତାବନୀର ଜବାବରେ ଓଡ଼ିଶା ପୁଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ୟୁନିଟ୍ ଗଠନ କରିଛି। କ୍ରାଇମବ୍ରାଞ୍ଚର ଆଇଜି ଶେଫିନ ଅହମ୍ମଦଙ୍କୁ ଏହି…

କେନ୍ଦ୍ରାପଡାରେ ବିଜେପିର ଲୋକସଭା ପ୍ରାର୍ଥୀ କିଏ ହେବେ ଚର୍ଚ୍ଚା, ଦଳରେ ମିଶିଲେ ପୂର୍ବତନ ସାଂସଦ ଅର୍ଚ୍ଚନା

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କୁ ଶୁକ୍ରବାର ଭୁବନେଶ୍ୱରରେ ନିଜ ଦଳରେ ସ୍ୱାଗତ କରିଛି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଲୋକସଭା…