Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୋମା ଖାଇ ଦନ୍ତା ମୃତ

ଭୁବନେଶ୍ୱର: ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏହି ହାତୀ ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ଗତକାଲି ଭରତପୁର ଜଙ୍ଗଲରେ ବନ ବିଭାଗ କର୍ମଚାରୀ ଏହି ହାତୀକୁ ଠାବ କରିବା ପରେ OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ…

କିସ୍ ଡେ’: ପ୍ରେମରେ ନିବିଡତା ବଢାଏ ଚୁମ୍ବନ

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହର ଆଜି ସପ୍ତମ ଦିନ । ଭାଲେଣ୍ଟାଇନ୍ ଦିବସର ସପ୍ତମ ଦିବସକୁ “କିସ-ଡେ’ବା “ଚୁମ୍ବନ ଦିବସ’ ଭାବରେ ପାଳନ କରାଯାଏ । କୁହାଯାଏ ଚୁମ୍ବନ ଦ୍ୱାରା ପ୍ରେମରେ ପ୍ରଗଢତା ବୃଦ୍ଧି ହୋଇଥାଏ । ତେଣୁ ଏହି କିସ୍ ଡେ’ ବା ଚୁମ୍ବନ ଦିବସକୁ ପ୍ରେମୀ…

ରାଜ୍ୟସଭା ନିର୍ବାଚନ; ଆଜି ନାମାଙ୍କନ ଭରିବେ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ।…

ଆଜି ଓଡ଼ିଶା ଆସିବେ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ମଧ୍ୟପ୍ରଦେଶର ପୂବର୍ତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର  ସଂସଦୀୟ କ୍ଷେତ୍ରର  ସେ ସମୀକ୍ଷା କରିବେ । ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ସେ ଜଗତସିଂହପୁର ଗସ୍ତ କରିବେ । ଜଗତସିଂହପୁର ଲୋକସଭା ସଂସଦୀୟ…

ଚାଷୀଙ୍କ ଦୁଃଖ ଶୁଣିଲେ ରାଜ୍ୟପାଳ, ସୁନ୍ଦରଗଡ଼ର ସ୍କୁଲ ଓ କ୍ଷେତ ପରିଦର୍ଶନ କଲେ

ସୁନ୍ଦରଗଡ଼: ରାଜ୍ୟପାଳ ରଘୁବର ଦାସ ସୋମବାର ସୁନ୍ଦରଗଡ଼ ଜିଲ୍ଲା ସୁବଡେଗା ବ୍ଲକପରିଦର୍ଶନ କରି ଚାଷୀ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।…

ନିର୍ବାଚନ ମୁଡରେ ରାଜ୍ୟ କଂଗ୍ରେସ: ପିସିସି ସଭାପତି କହିଲେ ଓଡ଼ିଶା ଆସିବେ ପ୍ରିୟଙ୍କା ଓ ପାଇଲଟ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟକ୍କର ଦେବାକୁ କଂଗ୍ରେସ ଦଳ ପ୍ରସ୍ତୁତି ଚଳାଇଛି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ସଚିନ ପାଇଲଟଙ୍କ ସମେତ ଦଳର ଅନେକ ପ୍ରମୁଖ ନେତା ଖୁବଶୀଘ୍ର ରାଜ୍ୟ…

କଟକ: ବେଆଇନ ଓଜନ ମେସିନ୍ ୟୁନିଟ୍ ଉପରେ ଚଢ଼ାଉ, ୨୫ଟି ମେସିନ୍ ଜବତ

କଟକ: ପୁଲିସ ଓ ଓଜନ ଓ ମାପ ବିଭାଗର ଅଧିକାରୀମାନେ ମିଳିତ ଅପରେସନ୍ କରି ସୋମବାର କଟକରେ ଓଜନ ମେସିନ୍ ତିଆରି କରୁଥିବା ଏକ ବେଆଇନ ୟୁନିଟର ପର୍ଦ୍ଦାଫାସ କରିଛନ୍ତି। ମଧୁପାଟଣା ଥାନା ଅନ୍ତର୍ଗତ ନୂଆପାଟଣା ଅଞ୍ଚଳର ଏକ ଘରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ବିନା ଅନୁମତି କିମ୍ବା ଲାଇସେନ୍ସରେ ଏହି…

ସାର୍ଟିଫିକେଟ ଜାଳି ଚାକିରି ଦାବି କଲେ ଇଞ୍ଜିନିୟରିଂ ଛାତ୍ର

ଭୁବନେଶ୍ୱର: ରାଜ୍ୟ ସରକାର ଚାକିରି ଦେବାରେ ବିଫଳ ହେବା ପ୍ରତିବାଦରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ତାଙ୍କ ସାର୍ଟିଫିକେଟରେ ନିଆଁ ଲଗାଇ ଦେଇଛନ୍ତି। ଇଞ୍ଜିନିୟରିଂ ଡିପ୍ଲୋମା ଓ ଡିଗ୍ରୀ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀମାନେ ରାଜଧାନୀସ୍ଥିତ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ…

ପିଡିଏସ୍ ହିତାଧିକାରୀଙ୍କ ପାଇଁ ୧୦୦୦ ଟଙ୍କା, ଗ୍ରାମୀଣ ଯୁବକଙ୍କ ପାଇଁ ଆରମ୍ଭ ହେଲା ନୂଆ ଯୋଜନା

ଭୁବନେଶ୍ୱର:  ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବଜେଟରେ ଗରିବ ଓ ଯୁବବର୍ଗଙ୍କ ପାଇଁ ଅନେକ କଲ୍ୟାଣମୂଳକ ପଦକ୍ଷେପ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୬ଟି ପ୍ରସ୍ତାବକୁ ଅନୁମୋଦନ କରାଯିବା ସହ…

ରାଜ୍ୟସଭା ନିର୍ବାଚନ ପାଇଁ ୨ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ନିଜର ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ…