Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତ ନିର୍ବାଚନ କମିଶନଙ୍କ ବିଏଲଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲଓ ମାସ୍କଟ୍ (ବିଏଲଓ ଆଇକନ ଦିଦି) ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ୍ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲଓ ମାସ୍କଟ ପାଲଟିଛି । ଏହି…

ସାତକୋଶିଆ ଅଭୟାରଣ୍ୟରେ କଳା ବାଘୁଣୀ ସହ ଯାଆଁଳା ଛୁଆ

ଭୁବନେଶ୍ୱର: ବନ ବିଭାଗ କ୍ୟାମେରାରେ କଏଦ ହୋଇଛି କଳା କଲରାପତରିଆ ବାଘୁଣୀ ସହ ଦୁଇ ଯାଆଁଳା ବାଘ ଛୁଆ । ଦୁଇ ଯାଆଁଳା ବାଘ ଛୁଆ ମଧ୍ୟରୁ ଗୋଟିଏ ସାଧାରଣ ହୋଇଥିବା ବେଳେ ଆଉ ଗୋଟିଏ କଳା ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି । ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଏହି କଳା କଲରାପତରିଆ…

ଦୁଇ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ତାଣ୍ଡବ ରଚୁଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ସେହିପରି ଆଜି (ମଙ୍ଗଳବାର) ଓ ଆସନ୍ତାକାଲି ମଧ୍ୟ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ସୂଚନା…

ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର

ବାଲେଶ୍ୱର: ଶିକାରୀଙ୍କ ଗୁଳିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଏଥିସହ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ । ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ…

ପୁରୀ ଲୋକସଭା ଆସନ ପାଇଁ ବିଜେଡିରୁ ପିନାକୀ ଆଉଟ୍ ଅରୂପ ଇନ୍?

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରୁ କିଏ ବିଜେଡି ସେନାପତି ? ପୁରୀ ସଂସଦୀୟ କ୍ଷେତ୍ରରୁ କାହାକୁ ଓହ୍ଲାଇବ ବିଜେଡି ? ପିନାକୀଙ୍କ ଜାଗାରେ ଲଢିବେ କି ଅରୂପ ପଟ୍ଟନାୟକ ? ଗଡ ରକ୍ଷା ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡି ? ପୁରୀ ଲୋକସଭା ଆସନରେ ଏଥର ବି ହେବ ହାଇଭୋଲଟେଜ୍ ଲଢେଇ । ବିଜେପିକୁ କୌଣସି…

ବିଜେପିରେ ଅରିନ୍ଦମ: କଣ ଦେଉଛି ସଙ୍କେତ ?

ଭୁବନେଶ୍ୱର: କାହିଁକି ବିଜେଡି ଛାଡି ବିଜେପିକୁ ଗଲେ ଅରିନ୍ଦମ ? ପାରିବାରିକ ବିବାଦ ନା ପଲିଟିକାଲ ଷ୍ଟ୍ରାଟେଜି ? ବିଜେଡି ଉପରେ ଭରସା ପାଇଲାନି କି ? ନା ପଲିଟିକାଲ୍ ମୁଭ ପଛରେ ରହିଛି ଆଉ କିଛି କାରଣ ? ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହୋଇ ବି କେମିତି ଦଳରେ କୋଣଠେସା…

ଆସୁଛି ବଡ଼ କାଳବୈଶାଖୀ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ କରିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସୁଛି ବଡ଼ କାଳବୈଶାଖୀ। ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ…

୪୦ ଗ୍ରାମ ହେରୋଇନ ଜବତ, ଦୁଇ ଗିରଫ

ନୂଆପଡା: ଜିଲ୍ଲାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବିଭିନ୍ନ ସମୟରେ ଉଭୟ ଅବକାରୀ ବିଭାଗ ଓ ପୋଲିସ କିଛି ବ୍ୟବସାୟୀଙ୍କ ଉପରେ ଚଢାଉ କରି ଉଚ୍ଚସ୍ତରୀୟ ତଦନ୍ତ ନକରି ଛାଡିଦେଉଛି। ଯାହାଫଳରେ ଏହା କମିବା ବଦଳରେ ବଢ଼ିବଢି ଚାଲିଛି। ଜିଲ୍ଲାରେ ବେଆଇନ ମଦ କାରବାର, ଗଞ୍ଜେଇ, କଫ୍ ସିରଫର…

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସିଏପିଏଫ୍ ଓ ଏସ୍ଏପିଏଫ୍ ମୁତୟନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ…

ଦୀର୍ଘ ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲାରେ ମହାବାଳ ବାଘ ଠାବ ହୋଇଛି । ଦୀର୍ଘ ଦୁଇ ଦଶନ୍ଧି ପରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭାଗ ପକ୍ଷରୁ ଲଗାଯାଇଥିବା କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ…