Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରତିଶୃତି ରଖିଲେ ରେଳମନ୍ତ୍ରୀ: ଦଶପଲ୍ଲା ଷ୍ଟେସନରେ ଖୋଲିଲା ରିଜର୍ଭେସନ ଟିକେଟ୍ କାଉଣ୍ଟର

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାନୁଆରୀ ୨୦୨୪ର ପ୍ରଥମ ସପ୍ତାହରେ ଦଶପଲ୍ଲା ଗସ୍ତ ସମୟରେ ଏହି ଅଞ୍ଚଳର ଲୋକମାନେ ଦଶପଲ୍ଲା ରେଳ ଷ୍ଟେସନରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) କାଉଣ୍ଟର ବା ରିଜର୍ଭରେସନ ଟିକେଟ କାଉଣ୍ଟର ଖୋଲିବାକୁ ଦାବି କରିଥିଲେ। ଶ୍ରୀ ବୈଷ୍ଣବ…

ଓଡ଼ିଶାରେ କେତେ ରୂପାନ୍ତରୀକରଣ ହୋଇଛି?: ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ପରେ ତେଜିଲା ବୟାନବାଜି

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷ ସରକାରରେ ରାଜ୍ୟରେ ଅନେକ ରୂପାନ୍ତରୀକରଣ ହୋଇଛି। ଶାସକ ଦଳ ବିଜେଡିର ଏହି ଦାବିକୁ ନେଇ ଏବେ ବିରୋଧୀ ଘେରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି ଯେ ଏଥିପାଇଁ ଏକ ମଞ୍ଚ ପ୍ରସ୍ତୁତ ହେଉ।…

ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ଅଟକ

ଖୋର୍ଦ୍ଧା: ଜଣେ ଖଣି ଅଧିକାରୀ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ କରିଛି। ଏହି ଆକ୍ରମଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଉଭୟଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ସହର ଉପକଣ୍ଠ…

ପୁଅ-ଝିଅଙ୍କୁ ଧରି କୂଅକୁ ଡେଇଁଥିବା ମହିଳାଙ୍କୁ ୮ବର୍ଷ ଜେଲ୍, ଆତ୍ମହତ୍ୟା ପାଇଁ ଉସକାଇଥିବା ସ୍ୱାମୀଙ୍କୁ ୫ ବର୍ଷ…

ବାଲିଗୁଡା: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ କୂଅକୁ ଠେଲି ନିଜେ କୁଅ କୁ ଡେଇଁବା ଘଟଣାରେ ମହିଳାଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା ଅତିରିକ୍ତ ଜିଲ୍ଲା ଜଜ୍ । ଏହାସହ…

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଯୋଗଦେଲେ ମନୋରମା ମହାନ୍ତି

ଭୁବନେଶ୍ୱର: ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡ. ମନୋରମା ମହାନ୍ତି। ପୂର୍ବରୁ ଏହି ପଦରେ ଥିବା ଏଚ୍ ଆର୍ ବିଶ୍ବାସଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ. ମହାନ୍ତି ତାଙ୍କ ନୂଆ ଭୂମିକାରେ ଅନେକ ଅଭିଜ୍ଞତା…

‘ପିଡିଏସ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପୋଷ୍ଟର ଲାଗିବା ବେଆଇନ, ଲୋକେ ହଟାଇଲେ ପୋଲିସ ଦେଉଛି ଧମକ’

ଭୁବନେଶ୍ୱର: ପିଡିଏସ୍ କେନ୍ଦ୍ରରେ ପୋଷ୍ଟର ଲଗାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ମୁଖପାତ୍ର ଅନୀଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେନ୍ଦ୍ର ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଥିବା ଜାଣିବା ପରେ ଲୋକେ…

ଧରା ପଡିଲେ ଗ୍ୟାସ ଲୁଟେରା, ୫୦୦ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ

ବରଗଡ: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଲା ବଡ ସଫଳତା | ଦୀର୍ଘ ଦିନ ପରେ ଧରାପଡିଲେ ଗ୍ୟାସ ଲୁଟେରା । ଦୀର୍ଘ ଦିନ ହେବ ବିଭିନ୍ନ ଗ୍ୟାସ କମ୍ପାନୀ ମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟୁଥିବା ଏକ ଗ୍ୟାଙ୍ଗକୁ କାବୁ କଳା ପୋଲିସ | ଏହି ଗ୍ୟାଙ୍ଗର ସମୁଦାୟ ୯ ଜଣଙ୍କୁ…

ମନ୍ଦିର ଉଦଘାଟନ ଉତ୍ସବରେ ଯୋଗଦେବାକୁ ଆସି ଦଳର ପ୍ରତିପକ୍ଷ ଗୋଷ୍ଠୀଙ୍କ ଦ୍ବାରା ହଟହଟା ହେଲେ ନଳିନୀ ପ୍ରଧାନ

ଆଠମଲ୍ଲିକ: ନିର୍ବାଚନ ପୂର୍ବରୁ ଶାସକ ଦଳରେ ଗୋଷ୍ଠୀ କନ୍ଦଳ। ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ଆଠମଲ୍ଲିକରେ ଶାସକ ବିଜୁ ଜନତା ଦଳ (ବିଜେଡି) ଦଳ ମଧ୍ୟରେ ଥିବା ଫାଟ ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଦଳୀୟ ନେତା ତଥା ପୂର୍ବତନ ପୂର୍ତ୍ତ…

କତାରରେ ଫସିଛନ୍ତି ୪ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲାର…