Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟଞ୍ଜନ ଦ୍ୱାଦଶୀ: ୮୫୧ ପ୍ରକାର ଖାଦ୍ୟରେ ମହକିଲା ଶ୍ରୀକ୍ଷେତ୍ରର ଗୁପ୍ତ ବୃନ୍ଦାବନ

ପୁରୀ: ଆଜି ହେଉଛି ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥୀ । ଆଜିର ଦିବସରେ ଯଶୋଦା ମାଆ ତାଙ୍କ ପୁତ୍ର ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିବାର କିମ୍ବଦନ୍ତୀ ଅଛି । ଏହି ଅବସରରେ ଆଜିର ଦିନରେ ପୁରୀର ଗୌରବିହାର ଆଶ୍ରମଠାରେ…

ଧାନ କିଣାରେ ବ୍ୟାପକ ଦୁର୍ନୀତି: ଏମ.ଏସ.ପି ବୃଦ୍ଧି ସହ କୁଇଣ୍ଟାଲ ପିଛା ୬ଶହ ବୋନସ ଦାବି

ଭୁବନେଶ୍ଵର: ପୁଣି ଚାଷୀଙ୍କ ପାଇଁ ଗର୍ଜିଲା କିଷାନ କଂଗ୍ରେସ। ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ସରକାରଙ୍କୁ ଟାର୍ଗେଟ କରିଛି। ଏଥିସହ ଏମ.ଏସ.ପି ବୃଦ୍ଧି ଓ ପ୍ରତି କୁଇଣ୍ଟାଲରେ ୬ଶହ ଟଙ୍କା ବୋନସ ଦେବାକୁ କିଷାନ କଂଗ୍ରେସ ପକ୍ଷରୁ…

୫୫ ନମ୍ବର ଜାତୀୟ ରାଜପଥ ଦେଶର ସବୁଠୁ ବିପଜ୍ଜନକ ରାସ୍ତା କହିଲା ବିଜେଡି, ଦୋଷ ଲଦିଲା ବିଜେପି

ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପ୍ରକଳ୍ପର ମନ୍ଥର ଅଗ୍ରଗତିକୁ ନେଇ ବିଜେଡି ଓ ବିଜେପି ରବିବାର ପରସ୍ପରକୁ  ଦୋଷାରୋପ କରିଛନ୍ତି। ବିଜେଡି ନେତା ଗୌତମ ବୁଦ୍ଧ ଦାସ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ୫୫ ନମ୍ବର ଜାତୀୟ ରାଜପଥକୁ ଓଡ଼ିଶାର ଲାଇଫ୍ ଲାଇନ୍ ଭାବେ…

ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ: ଗ୍ରାହକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ ଉପଭୋକ୍ତା ଦିବସ ପାଳିତ ହୋଇଯାଇଛି। ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ପକ୍ଷରୁ ଉପଭୋକ୍ତା ସଚେତନତା ନିମନ୍ତେ ଏକ ପୁସ୍ତିକା ଉନ୍ମୋଚିତ…

ଦୁଇ କୋଟି ଟଙ୍କା ପାଇଁ ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ଼ ସହରରେ ଜଣେ ୬ ବର୍ଷର ନାବାଳିକାକୁ ଅପହରଣ କରାଯିବା ପରେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ସନ୍ଦିଗ୍ଧଙ୍କୁ ପୁଲିସ ତୁରନ୍ତ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ଜିଲ୍ଲାର ହିମାଂଶୁ ନାରଙ୍ଗ, ଦୀପକ ନାୟକ, ରୋହିତ ପାତ୍ର ଓ ମହେଶ୍ୱର ଶଗଡିଆ। ଦୁଇ କୋଟି ଟଙ୍କା…

ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ପଥର ମାଡ଼ ଅଭିଯୋଗ, ପୁଲିସ ତଦନ୍ତ ଜାରି

ଆଠଗଡ଼: ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିବା ନେଇ କଟକ ଜିଲ୍ଲା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀଙ୍କ ପୁଅ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ରାଧାପତିପୁର ଛକ ନିକଟରେ…

ଆରପାରିରେ ସ୍ବାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ: ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଚାଟରାଚକୋଡା ପଞ୍ଚାୟତ ହଳଦୀବସନ୍ତ ଗାଁର ଶତାୟୁ  ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲିକ  । ଗତକାଲି ୧୦୩ ବୟସରେ ତାଙ୍କର ପରଲୋକ ଘଟିଛି । ୧୯୨୯ ମସିହାରେ  ଜନ୍ମଗ୍ରହଣ କରିଥିଲେ ସ୍ଵର୍ଗତଃ ମଲିକ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ…

ଆସନ୍ତା ଜାନୁଆରୀ ରୁ ମାଲକାନଗିରିକୁ ଉଡିବ ବିମାନ

ମାଲକାନଗିରି: ରାଉରକେଲା ପରେ ମାଲକାନଗିରି ରୁ ଉଡିବ ବିମାନ । ଏନେଇ ଶେଷ ହୋଇଛି ବିମାନବନ୍ଦର ନିର୍ମାଣ କାର୍ଯ୍ୟ । ତେବେ ନୂଆବର୍ଷରୁ ମାଲକାନଗିରିକୁ ବିମାନ ଉଡିବା ନେଇ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାବେଳେ, ପରେ ଯାତ୍ରୀ ସଂଖ୍ୟା…

ଇଭିଏମର ବିଶ୍ବସନୀୟତାକୁ ନେଇ କାହିଁକି ପ୍ରଶ୍ନ ଉଠାଇଲେ ମନ୍ତ୍ରୀ ରାଜା ସ୍ବାଇଁ?

ପୁରୀ: ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଶାସକ ବିଜୁ ଜନତା ଦଳ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଉପରେ ଆସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୀରେ ଏକ କାର୍ଯ୍ୟକ୍ରମରେ ବିଜେଡି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇଭିଏମ୍ ର ଅଖଣ୍ଡତାକୁ ନେଇ ସନ୍ଦେହ ପ୍ରକାଶ କରିବା ପରେ…

କନ୍ଧମାଳ ଆଇଇଡି ବିସ୍ଫୋରଣ: ୨ ଏସଓଜି ଯବାନ ଗୁରୁତର, କମ୍ବିଂ ଅପରେସନ ଜାରି

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି)ର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ଏହି ଘଟଣା ଘଟିଛି। ଉଭୟ ଆହତ ଯବାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ…